Month: December 2022

ନକଲି ଔଷଧ କାରବାର ଘଟଣା: ବିହାରରୁ ଜଣେ ଗିରଫ

ନିର୍ଭୟ ମିଡ଼ିଆ : କଟକ : କଟକରେ ନକଲି ଔଷଧ କାରବାର ଘଟଣାରେ ଆଉ ଜଣଙ୍କୁ ଗିର‘ କରାଯାଇଛି । ତାଙ୍କ ନାଁ ବିକାଶ କୁମାର । ବିକାଶଙ୍କ ଘର ବିହାରର ଭାଗବତ ନଗର ଅଞ୍ଚଳରେ । ବିକାଶଙ୍କୁ ମିଶାଇ ମୋଟ…

ଭାଜପା ମହିଳା ବିରୋଧୀ ହୋଇଥିଲେ ନରେନ୍ଦ୍ର ମୋଦି ପ୍ରଧାନ ସେବକ ହୋଇ ନ ଥାନ୍ତେ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନରେ ଶାସକ ବିଜଦ ବାଜି ମାରି ନେଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ରାଜନୀତି । ବର୍ଷା ସିଂ ବରିହାଙ୍କ ପ୍ରତି ଭାଜପା ନେତା ଅସମ୍ମାନସୂଚକ ଶବ୍ଦ ପ୍ରୟୋଗ…

ଆଜିଠୁ ମାଟ୍ରିକ ସମ୍ମେଟିଭ-୧ ଖାତା ଦେଖା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷାର ଖାତା ଦେଖା । ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖାଯାଉଛି । ୧୨୪୦ଶିକ୍ଷକ ଖାତା ମୂଲ୍ୟାୟନ ପକ୍ରିୟାରେ ନିୟୋଜିତ ହୋଇଛନ୍ତି । ସକାଳ ୯ଟାରୁ ଖାତା ଦେଖା…

ଗୁଜରାଟରେ ଭାଜପା ୩୧ଟି, ହିମାଚଳରେ ୭ଟି ଆସନରେ ଜିତିଲାଣି

ଏଜେନ୍ସୀ : ନୂଆଦିଲ୍ଲୀ : ଗୁଜରାଟ ଓ ହିମାଚଳ ପ୍ରଦେଶରେ ଭୋଟ ଗଣତି ଆଗେଇ ଚାଲିଛି । ବର୍ତ୍ତମାନ ସୁଦ୍ଧା କିଛି ସ୍ଥାନରେ ଭୋଟ ଗଣତି ଶେଷ ହୋଇଥିବା ବେଳେ ଆଉ କିଛି ସ୍ଥାନରେ କାଉଣ୍ଟି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।…

ବେଆଇନ କୋଠା ନିର୍ମାଣକାରୀ ସାବଧାନ, ଆକ୍ସନ ମୋଡରେ ବିଏମ୍‌ସି

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ଆକ୍ସନ ମୋଡକୁ ଆସିଯାଇଛି ବ୍ରହ୍ମପୁର ମହାନଗର ନିଗମ । ବେଆଇନ କୋଠା ନିର୍ମାଣକାରୀଙ୍କୁ ଆଉ ବରଦାସ୍ତ କରାଯିବନି । ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ନିଜ ଭୁଲ ସୁଧାରିବାକୁ ଦିଆଯାଇଛି ୧୫ ଦିନ ସମୟ…

ପରାଜୟ ନିଶ୍ଚିତ ହେବା ପରେ ‘ପରିବର୍ତ୍ତନ’ ଘଣ୍ଟା ଉଠାଇ ନେଲା କଂଗ୍ରେସ

ଏଜେନ୍ସୀ : ଅହମ୍ମଦାବାଦ : ଏପଟେ ଚାଲୁଥିଲା କାଉଣ୍ଟ ଡାଉନ୍‌, ସେପଟେ ବି ଚାଲୁଥିବା କାଉଣ୍ଟ ଡାଉନ୍‌ । ଅର୍ଥାତ ଗୋଟିଏ ପରେ ଗୁଜରାଟ ବିଧାନସଭା ପାଇଁ ନିର୍ବାଚନ ଗଣତି ଚାଲିଥିବା ବେଳେ ସେପଟେ କଂଗ୍ରେସ ପକ୍ଷରୁ ଅହମ୍ମଦାବାଦ ମୁଖ୍ୟାଳୟରେ ଏକ…

ଜିତିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର

ଏଜେନ୍ସୀ : ସିମଲା : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ପଛରେ ଥିଲେ ମଧ୍ୟ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ସେ ସେରାଜ ଆସନରୁ ନିର୍ବାଚନ ଲଢୁଥିଲେ । ଏଠାରେ ସେ ୨୨ ହଜାରରୁ ଅଧିକ ଭୋଟ…

ଆପ୍‌ : ଗୁଜରାଟରେ ୬ ଆଗୁଆ, ହିମାଚଳରେ ଶୂନ

ଏଜେନ୍ସୀ : ନୂଆଦିଲ୍ଲୀ : ଚଳିତ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଭାଜପା, କଂଗ୍ରେସକୁ ଛାଡ଼ି ପୂରା ଦମ୍‌ରେ ଲଢ଼ିଥିଲା ଆମ ଆଦମୀ ପାର୍ଟି(ଆପ) । ଶୋଭାଯାତ୍ରା, ପ୍ରଚାର ଓ ପ୍ରତିଶ୍ରୁତି କୌଣସିରେ କମ୍‌ନଥିଲା ଆପ୍‌ । ଖୋଦ୍‌ଆପର…

ପୁଣି ଥରିଲା ଇଣ୍ଡୋନେସିଆ, ୧୭ ଦିନରେ ତୃତୀୟ ଭୂକମ୍ପ

ଏଜେନ୍ସୀ : ଜାକର୍ତ୍ତା : ପୁଣି ଥରିଲା ଇଣ୍ଡୋନେସିଆ । ରାଜଧାନୀ ଜାକର୍ତ୍ତା ଓ ଆଇଲ୍ୟାଣ୍ଡ ଜାଭାରେ ପୁଣିଥରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ୧୭ ଦିନ ମଧ୍ୟରେ, ଗୁରୁବାର ତୃତୀୟ ଥର ପାଇଁ ଭୂକମ୍ପରେ ଦୋହଲିଛି ଦେଶ ।…

ବାତ୍ୟା ମାଣ୍ଡସ : ତାମିଲନାଡ଼ୁରେ ସ୍କୁଲ, କଲେଜ ଛୁଟି

ଏଜେନ୍ସୀ : ଚେନ୍ନାଇ : ମାଡ଼ି ଆସୁଛି ବାତ୍ୟା । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଘନିଭୂତ ହୋଇ ବାତ୍ୟା ରୂପ ନେଇ ସାରିଛି । ଏହି ବାତ୍ୟାର ନାମ ମାଣ୍ଡସ ରଖାଯାଇଛି । ବର୍ତ୍ତମାନ ବାତ୍ୟାଟି ଦକ୍ଷିଣ…