Month: December 2022

ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ

ଏଜେନ୍ସୀ : ଅହମ୍ମଦାବାଦ : ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଭୂପେନ୍ଦ୍ର ପଟେଲ୍‌ । ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଦଳର ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ବୋଲି ସୂଚନା…

ଓଲଟିଲା ପିକ୍‌ନିକ୍‌ ବସ୍‌, ୨ ଛାତ୍ର ମୃତ

ଏଜେନ୍ସୀ : ମୁମ୍ବାଇ : ପିକ୍‌ନିକ୍‌ ହେଲା କାଳ । ଓଲଟିଲା ପିକ୍‌ନିକ୍‌ ବସ୍‌ । ଘଟଣାସ୍ଥଳରେ ହିଁ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ । ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ । ରବିବାର ବିଳମ୍ବିତ…

ଆତତାୟୀଙ୍କ ଗୁଳିମାଡ଼ରେ ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ବନ୍ଧୁ ସମେତ ୩ ମୃତ

ଏଜେନ୍ସୀ : ରୋମ : ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ଟଳି ପଡ଼ିଲେ ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ବନ୍ଧୁ । ରବିବାର ସନ୍ଧ୍ୟାରେ ଇଟାଲୀର ରାଜଧାନୀ ରୋମ୍‌ରେ ଆଖିବୁଜା ଗୁଳିମାଡ଼ ହୋଇଥିଲା । ଏକ ଆପାର୍ଟମେଣ୍ଟରେ ବୈଠକ ଚାଲିଥିବା ବେଳେ ଜଣେ ଦୁର୍ବୃତ୍ତ ଗୁଳିମାଡ଼…

ଆସନ୍ତାବର୍ଷ ୧୦ଟି ରାଜ୍ୟରେ ନିର୍ବାଚନ, ମୋଦୀ ଆଗୁଆ ଲୋକସଭା ନିର୍ବାଚନ କଲେ ନବୀନ ସେହି ଧାରା ଧରିବେ

ନିର୍ଭୟ ମିଡିଆ : ଭୁବନେଶ୍ୱର/ନୂଆଦିଲ୍ଲୀ : ଆସନ୍ତା ବର୍ଷ ୧୦ଟି ରାଜ୍ୟରେ ନିର୍ବାଚନ ହେଉଛି । ଏମାନଙ୍କ ସହିତ ଲୋକସଭା ନିର୍ବାଚନ ହେବ ବୋଲି ନୂଆଦିଲ୍ଲୀର କ୍ଷମତା ଅଳିନ୍ଦରେ ଆଲୋଚନା ଆରମ୍ଭ ହୋଇଯାଇଛି । ସୁବିଧା ଦେଖି ଓଡ଼ିଶାରେ ବିଧାନସଭା ନିର୍ବାଚନ…

ବିଜଦ ସହ ଡିଲ୍‌ ହୋଇଥିବା କଥା ସତ, କିନ୍ତୁ ଶରତଙ୍କ ଦୋଷ ନାହିଁ: ସୁର

ନିର୍ଭୟ ମିଡିଆ : ଭୁବନେଶ୍ୱର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଡିଲ୍‌ ବାଣ କଂଗ୍ରେସ ନେତୃତ୍ୱର ଅସଲ ଜାଗାରେ ବାଜିଛି । ବିଜୁ ଜନତା ଦଳ ଏବଂ କଂଗ୍ରେସ ଭିତରେ ଭୋଟ ଟ୍ରାନ୍ସଫର ଡିଲ୍‌ ଚୂଡ଼ାନ୍ତ ହେବା ପରେ…

୩ ଦିନରେ ୧୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ, ପହଞ୍ଚି ନାହିଁ ମେଡିକାଲ ଟିମ୍‌

ନିର୍ଭୟ ମିଡ଼ିଆ : ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିର ୧୪ ନମ୍ବର ୱାର୍ଡରେ ଝାଡ଼ାବାନ୍ତି ଆତଙ୍କ । ୩ ଦିନରେ ୩ଟି ସାହିରେ ୧୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ୧୦ଜଣ ଆକ୍ରାନ୍ତ କାମାକ୍ଷାନଗର…

ଡାକ୍ତରୀ ଛାତ୍ର ଇଫୁଙ୍କ ପରିବାରକୁ ମିଳିଲା ବିଜୁ ପକ୍କା ଘର

ନିର୍ଭୟ ମିଡ଼ିଆ : ବାଲିଗୁଡ଼ା : ଆଉ ଆଜବେଷ୍ଟସ ଘରେ ରହିବେନି ଡାକ୍ତରୀ ଛାତ୍ର ଇଫୁ ମଳିକଙ୍କ ପରିବାର । ଏବେ ପକ୍କା ଘରେ ରହିବେ । ପ୍ରଥମେ ରାଜ୍ୟ ସରକାର ଇଫୁଙ୍କ ପଢ଼ା ଖର୍ଚ୍ଚ ବହନ କରିବେ ବୋଲି କହିଥିବା…

ସରକାରଙ୍କ ନାଲି ଆଖି! ଆନ୍ଦୋଳନ ବେଳେ ଛୁଟି ନେଇଥିବା ଶିକ୍ଷକଙ୍କର ମାଗିଲେ ତାଲିକା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱରରେ ଆନ୍ଦୋଳନ ପାଇଁ ଛୁଟି ଆବେଦନ କରିଥିବା ଶିକ୍ଷକଙ୍କ ତାଲିକା ଦେବାକୁ ଫୁଲବାଣୀ ବ୍ଳକ୍‌ ଶିକ୍ଷା ଅଧିକାରୀ ସିଆରସିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱରରେ ଅନୁଷ୍ଠିତ ରାଲିରେ ଯୋଗ ଦେବା ପାଇଁ କେଉଁ ଶିକ୍ଷକମାନେ…

ବିଜୟୀ ହେବା ପରେ ବାଚସ୍ପତିଙ୍କୁ ଭେଟିଲେ ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ୱର: ପଦମପୁରରେ ବିଜୟୀ ହେବା ପରେ ବାଚସ୍ପତିଙ୍କୁ ଭେଟିଲେ ବିଧାୟିକା ବର୍ଷା ସିଂ ବରିହା । ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବର୍ଷା । ଆସନ୍ତା ସୋମବାର ବର୍ଷା ବିଧାୟିକା ଭାବେ ଶପଥ…

ଦୀର୍ଘ ୮୦ ଘଣ୍ଟାରୁ ଅଧିକ ସମୟର କଷ୍ଟସାଧ୍ୟ ଅପରେସନ …. ଜୀବନ ଯୁଦ୍ଧରେ ହାରିଗଲା ୮ ବର୍ଷର ବାଳକ ତନ୍ମୟ ସାହୁ

ଭୋପାଲ: ଜୀବନ ଯୁଦ୍ଧରେ ହାରିଗଲା ୮ ବର୍ଷର ବାଳକ ତନ୍ମୟ ସାହୁ। ଦୀର୍ଘ ୮୦ ଘଣ୍ଟାରୁ ଅଧିକ ସମୟର କଷ୍ଟସାଧ୍ୟ ଅପରେସନ ସତ୍ତ୍ୱେ ବୋରେୱେଲ ଭିତରେ ଫସି ଯାଇଥିବା ତନ୍ମୟକୁ ବଞ୍ଚାଇ ପାରିନି ପ୍ରଶାସନ। ଶେଷରେ ବରୱେଲ ଭିତରୁ ଉଦ୍ଧାର ହୋଇଛି…