Day: 31 December 2022

ଆମେ କେବେ ହେଲେ ଏହି ପ୍ରସଙ୍ଗକୁ ଛାଡ଼ିବୁ -ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ପାକିସ୍ତାନକୁ ଟାର୍ଗେଟ କରି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଆତଙ୍କବାଦକୁ ଅସ୍ତ୍ର ଭାବେ ବ୍ୟବହାର କରି କେହି ବି ଭାରତକୁ ଆଲୋଚନା ପାଇଁ ବାଧ୍ୟ କରିପାରିବେ ନାହିଁ। ସାଇପ୍ରସରେ ଭାରତୀୟ ବଂଶୋଦ୍ଭବମାନଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ…

ବର୍ଷର ଶେଷ ଦିନରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ

ଆଉ କେଇ ଘଣ୍ଟାପରେ ବିଦାୟ ନେବ ୨୦୨୨। ଆସିବ ନୂଆ ବର୍ଷ ୨୦୨୩। ବର୍ଷର ଶେଷ ଦିନରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।…

ଚାଇନାକୁ କରୋନା ମୃତ୍ୟୁ ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ ପ୍ରତିକ୍ରିୟା ପ୍ରକାଶ – ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଚାଇନାକୁ କରୋନା ମୃତ୍ୟୁ ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ। ଚାଇନାରେ କରୋନା ସଂକ୍ରମଣ ଓ ମୃତ୍ୟୁ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ ବେଜିଂ ପକ୍ଷରୁ ସଠିକ ତଥ୍ୟ ଦିଆଯାଉନି। ଏହାକୁ ନେଇ…

ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି

ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ବୟାନ କ୍ରମାଗତ ଭାବେ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଦଳୀୟ ହାଇକମାଣ୍ଡଙ୍କ ଦ୍ୱାରା ଅଣଦେଖାର ସ୍ୱୀକାର ହୋଇଥିବା ଉମା ଭାରତୀ ସର୍ବସମ୍ମୁଖରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି।…