Day: 29 December 2022

କେନ୍ଦ୍ର ସରକାରଙ୍କୁ ୨ କୋଟି ମାଗଣା ଟିକା ଦେବ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ

ଏଜେନ୍ସୀ : ନୂଆଦିଲ୍ଲୀ : ପୁଣି ଥରେ ଏକ ଭୟଙ୍କର ରୂପରେ କରୋନା ମହାମାରୀ ମୁଣ୍ଡ ଟେକିଥିବା ବେଳେ ସିରମ୍‌ ଇନଷ୍ଟିଚ୍ୟୁଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । କେନ୍ଦ୍ର ସରକାରଙ୍କୁ ୨ କୋଟି କୋଭିଶିଲ୍ଡ କରୋନା ଟିକା ଡୋଜ୍‌ମାଗଣାରେ ଯୋଗାଇ…

ହୋଟେଲରେ ଭୟାବହ ଅଗ୍ନିକାଣ୍ଡ , ୧୦ ଜୀବନ୍ତ ଦଗ୍ଦ

ଏଜେନ୍ସୀ : ନୂଆଦିଲ୍ଲୀ : ଥାଇଲାଣ୍ଡ ସୀମା କାମ୍ବୋଡ଼ିଆର ହୋଟେଲ କାସିନୋରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ଗଟିଛି । ବୁଧବାର ରାତି ୧୧ଟା୩୦ରେ ଗ୍ରାଣ୍ଡ ଡାଇମଣ୍ଡ ସିଟିର ହୋଟେଲ କାସିନୋରେ ଏହି ଅଘଟଣ…

ଚନ୍ଦ୍ରବାବୁ ନାଇଡୁଙ୍କ ରାଲି ବେଳେ ଦଳାଚକଟା, ୮ ମୃତ

ଏଜେନ୍ସୀ : ନେଲୋର : ଚନ୍ଦ୍ରବାବୁ ନାଇଡୁଙ୍କ ରାଲି ବେଳେ ଦଳାଚକଟା । ଅଘଟଣରେ ୮ ମୃତ । ସମସ୍ତ ମୃତକ ୮ ଟିଡିପି କର୍ମୀ । ଏହି ଘଟଣାରେ ଅନେକ ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ନେଲୋର ଜିଲ୍ଲା କାନ୍ଦୁକୁରୁରେ…

ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାକୁ ମିଳିବ ୫ଜି ସେବା: ଅଶ୍ୱିନୀ ବୈଷ୍ଣବ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ମାସେ ଭିତରେ ଓଡ଼ିଶାକୁ ମିଳିବ ୫ଜି ସେବା । ଆସନ୍ତାବର୍ଷ ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ୫ଜି ସେବା ମିଳିବ । ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ…

ଲୁଗା ଗୋଦାମରେ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା

ନିର୍ଭୟ ମିଡ଼ିଆ : ଭଦ୍ରକ : ଭଦ୍ରକ ଥାନା ଛକରେ ଥିବା ସୁଭଦ୍ରା ଲୁଗା ଗୋଦାମରେ ଅଗ୍ନିକାନ୍ଦ ଘଟିଛି । ନିଆଁରେ ଲକ୍ଷାଧିକ ଟଙ୍କାର ଲୁଗାପଟା, ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଆଜି ଭୋରରୁ ଲୁଗା…

କେରଳରେ ୫୬ଟି ସ୍ଥାନରେ ପିଏଫଆଇର ରେଡ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ପିଏଫଆଇର ଲିଙ୍କ୍‌ରେ ଆଜି ସକାଳେ କେରଳର ୫୬ଟି ସ୍ଥାନରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ) ପକ୍ଷରୁ ଚଢ଼ାଉ କରାଯାଇଛି । ଯେଉଁମାନେ ପିଏଫଆଇ ଲିଙ୍କରେ ଅଛନ୍ତି ସେମାନଙ୍କ ଘର ଓ ଅଫିସରେ ଏହି ଚଢ଼ାଉ କରାଯାଇଛି…