Day: 27 December 2022

ବରଫ ଝଡ଼ ଯୋଗୁଁ ୫୦ ମୃତ

ଏଜେନ୍ସୀ : ୱାଂଶିଟନ : ଜାରି ରହିଛି ବମ ସାଇକ୍ଲୋନର ତାଣ୍ଡବ । ପ୍ରବଳ ବରଫ ଝଡ଼ ଯୋଗୁଁ ଆମେରିକାବାସୀ ବେହାଲ ହୋଇପଡିଛନ୍ତି । ଏଥିଯୋଗୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୫୦ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ପ୍ରବଳ ବରଫପାତ ଯୋଗୁ ଅନେକ…

ଭୀଷଣ ଥଣ୍ଡା ଯୋଗୁଁ ବିଭିନ୍ନ ସ୍ଥାନରେ ସ୍କୁଲ ବନ୍ଦ

ଏଜେନ୍ସୀ : ନୂଆଦିଲ୍ଲୀ : ଥଣ୍ଡାରେ ଥରୁଛି ପୂରା ଉତ୍ତର ଭାରତ । ରାଜଧାନୀ ଦିଲ୍ଲୀରେ ଶୀତ ସାଙ୍ଗକୁ ଘନ କୁହୁଡିର ଆଟାକ ଜାରି ରହିଛି । ଆଜି ପୂରା କୁହୁଡି କବଳରେ ରହିଛି ଦିଲ୍ଲୀ ଏନ୍‌ସିଆର । ଘନ କୁହୁଡି…

ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ , ୫ ଜୀବନ୍ତ ଦଗ୍ଧ

ଏଜେନ୍ସୀ : ବିଶାଖାପଟନମ୍‌ : ଫାର୍ମା କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଦେଖୁ ଦେଖୁ ଜୀବନ୍ତ ଜଳି ଗଲେ ୫ ଜଣ । ଆନ୍ଧ୍ରପ୍ରଦେଶର ଅନକାପଲ୍ଲି ଜିଲ୍ଲାରେ ଏଭଳି କିଛି ଦୁର୍ଘଟଣା । ଅନକାପଲ୍ଲି ଜିଲ୍ଲାର ପାରୱାଡାରେ ଥିବା ଏକ ଫାର୍ମା…

ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ୍‌; ଜଣେ ରୋଗୀ ମୃତ, ୬ ଆହତ

ନିର୍ଭୟ ମିଡ଼ିଆ : ଜଳେଶ୍ୱର : ଡାକ୍ତରଖାନରୁ ଡାଇଲେସିସ କରି ସମ୍ପର୍କୀୟଙ୍କ ସହ ଆମ୍ବୁଲାନ୍ସରେ ଘରକୁ ଫେରୁଥିଲେ । ଘରେ ପହଞ୍ଚି ପରିବାର ଲୋକଙ୍କୁ ଦେଖିବେ ବୋଲି ମନରେ ସ୍ୱପ୍ନ ଦେଖିଥିଲେ । ହେଲେ ତାଙ୍କର ଏହି ସ୍ୱପ୍ନ ଅଧାବାଟରେ ଚୁରମାର…

ରକ୍ତ ରଂଜିତ ହେଲା ଶୁଲିଆ ପୀଠ

ନିର୍ଭୟ ମିଡ଼ିଆ : ବଲାଙ୍ଗିର : ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଖଇରଗୁରା ଓ କୁମୁରିଆ ଗାଁରେ ଆଦିବାସୀଙ୍କ ସୁଲିଆ ଯାତ୍ରା ପାଳିତ ହେଉଛି । ଏ ବର୍ଷ ମଧ୍ୟ ବଡ଼ଖଳା ଓ…

ଜଗତସିଂହପୁର ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର/ଜଗତସିଂହପୁର : ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଂଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚିତ୍ତରଂଜନଙ୍କ ନିଜ…

କୋଭିଡ ମୁକାବିଲା ପାଇଁ ଆଜି ଦେଶବ୍ୟାପୀ ମକ୍‌ଡ୍ରିଲ୍‌

ଏଜେନ୍ସୀ : ନୂଆଦିଲ୍ଲୀ : କୋଭିଡ ମୁକାବିଲା ଲାଗି ଦେଶ କେତେ ପ୍ରସ୍ତୁତ? ତାହା ପରିଖିବାକୁ ଆଜି ଦେଶବ୍ୟାପୀ ହେବ ମକଡ୍ରିଲ । ଚୀନ୍‌ରେ କରୋନାର ତାଣ୍ଡବ ପରେ ସଜାଗ ହୋଇପଡିଛି ଭାରତ । ପୂର୍ବରୁ କରୋନାର ଦ୍ୱିତୀୟ ଲହର ବେଳେ…

ଆଜିଠୁ ବରଗଡ଼ରେ ଧନୁଯାତ୍ରା ଆରମ୍ଭ

ନିର୍ଭୟ ମିଡ଼ିଆ : ବରଗଡ଼ : ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଏହି ବରଗଡ଼ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏ ବର୍ଷ ହୀରକ ଜୟନ୍ତୀ ପାଳନ କରୁଛି…