Day: 26 December 2022

ଚୀନ୍‌ରୁ ଭାରତ ଫେରିଥିବା ବ୍ୟକ୍ତି କରୋନା ସଂକ୍ରମିତ

ଏଜେନ୍ସୀ : ନୂଆଦିଲ୍ଲୀ : ପୁଣିଥରେ ଡରାଇଲାଣି ମାରାତ୍ମକ ଭାଇରସ୍‌ କରୋନା । ଚୀନ୍‌ରେ ଏହି ଭୂତାଣୁ ତାନ୍ଦବ ରଚିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଆଗୁଆ ପ୍ରସ୍ତୁତ ହୋଇପଡିଛନ୍ତି । ଏହାରି ଭିତରେ ଚୀନ୍‌ରୁ ଭାରତ ଫେରିଥିବା…

ଲାଲୁ ସୁସ୍ଥ ହେଉ ହେଉ ତଦନ୍ତ ଆରମ୍ଭ କଲା ସିବିଆଇ

ଏଜେନ୍ସୀ : ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଣି ବଢ଼ିଲା ଅଡୁଆ । ସୁସ୍ଥ ହୋଇ ଘରକୁ ଫେରୁ ଫେରୁ ତାଙ୍କ ବିରୋଧରେ ପୁଣି ତଦନ୍ତ ଆରମ୍ଭ କରିଛି ସିବିଆଇ ।…

୨୪ ଘଣ୍ଟାରେ କେତେ ଚିହ୍ନଟ ହେଲେ

ଏଜେନ୍ସୀ : ନୂଆଦିଲ୍ଲୀ : ଦିନକୁ ଦିନ ଭାରତରେ କାୟା ବିସ୍ତାର କରୁଛି କରୋନା ଭାଇରସ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୨ ଶହ ତଳେ ରହିଛି । ଦିନକ ପୂର୍ବେ…

ମହିଳାଙ୍କ ପ୍ରତି ଅନ୍ୟାୟ କରୁଥିବା ତାଲିବାନ ଶାସକଙ୍କ ବିରୋଧରେ ଉଠିଲା ସ୍ୱର

ଏଜେନ୍ସୀ : କାବୁଲ : ଆଫଗାନିସ୍ତାନରେ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଉଠିଲା ସ୍ୱର । ମହିଳାଙ୍କ ବିରୋଧରେ ଅତ୍ୟାଚାର ଏବଂ ସେମାନଙ୍କ ଅଧିକାରକୁ ବଞ୍ଚିତ କରି ଆସୁଥିବା ମୌଳବାଦୀ ତାଲିବାନ ଶାସକଙ୍କ ବିରୋଧରେ ଆରମ୍ଭ ହୋଇଛି ବିଦ୍ରୋହ ।…

ହତ୍ୟା ପୂର୍ବରୁ ଶ୍ରଦ୍ଧାଙ୍କ ସହ ଝଗଡ଼ା କରିଥିଲା ଅଫତାବ

ଏଜେନ୍ସୀ : ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ୱକର ହତ୍ୟା ମାମଲାରେ ପୁଲିସ ହାତରେ ଲାଗିଛି ବଡ ପ୍ରମାଣ । ପୁଲିସକୁ ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲାର ଏକ ଅଡିଓ କ୍ଲିପ୍‌ ମିଳିଛି । ହତ୍ୟା ପୂର୍ବରୁ ଶ୍ରଦ୍ଧାଙ୍କ…

ଘନ କୁହୁଡି ଯୋଗୁଁ କାର୍‌କୁ ଧକ୍କା ଦେଲା କାର୍‌

ନିର୍ଭୟ ମିଡ଼ିଆ : ଭଦ୍ରକ : ଘନ କୁହୁଡି ଯୋଗୁଁ କିଛି ବାଟଘାଟ ଦେଖାଯାଉ ନଥିବାରୁ ଜାତୀୟ ରାଜପଥର ସଂପ୍ରସାରଣ କାମ ଚାଲିଥିବା ଜାଣିପାରିଲାନି କାର୍‌ ଡ୍ରାଇଭର । ଫଳରେ ଦୁଇଟି କାର୍‌ ମଧ୍ୟରେ ଧକ୍କା ହେବାରୁ ୩ଜଣ ଆହତ ହୋଇଛନ୍ତି…

୨୬ ବର୍ଷରେ ପଦାର୍ପଣ କଲା ବିଜଦ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବିଜଦକୁ ଆଜି ୨୫ ପୂରି ୨୬ ଚାଲିଲା । ଆଜି ପୁରୀରେ ଦଳ ପାଳିବ ସିଲଭର ଜୁବଲି । ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି । ୨୬ ବର୍ଷରେ ଦଳ ପାଦ ଦେବା ଅବସରରେ…

ଘନ କୁହୁଡ଼ି ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜ୍ୟବାସୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ଶୀତ ସାମାନ୍ୟ କମିଥିବା ବେଳେ ଆଗକୁ ଆହୁରି କମିବ । ଏକ ଗୁରୁଚାପ ବଳୟ ଓଡ଼ିଶା ଉପକୂଳ ଆଖପାଖରେ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ କୁହୁଡ଼ି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର…