Day: 24 December 2022

ରାଶନକାର୍ଡ ଥିବା ହିତାଧିକାରୀଙ୍କୁ ମାଗଣାରେ ମିଳିବ ରାସନ୍

ପୂର୍ବରୁ ଚାଉଳ କିଲୋ ପ୍ରତି ୩ ଟଙ୍କା, ଗହମ କିଲୋପ୍ରତି ୨ଟଙ୍କା ଦରରେ ଯୋଗାଇ ଦିଆଯାଉଥିଲା। ତେବେ ଆସନ୍ତା ୨୦୨୩ ଡିସେମ୍ବର ଯାଏଁ କିନ୍ତୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ ରାସନ୍। ଫଳରେ ଦେଶର ୮୧ କୋଟିରୁ ଅଧିକ ହିତାଧୀକାରୀ ଏହାର…

ଦୁର୍ଘଟଣାର ଶିକାର ହେଲେ ବିଜେପି ବିଧାୟକ .. ୪ ଜଣ ଆହତ

ଦୁର୍ଘଟଣାର ଶିକାର ହେଲେ ବିଜେପି ବିଧାୟକ। ଖାଇକୁ ଖସିଲା ତାଙ୍କ ଫର୍ଚୁନର୍ କାର୍। ମହାରାଷ୍ଟ୍ର ସତାରା ଜିଲ୍ଲାର ଫଲଟନ୍ ନିକଟରେ ବିଜେପି ବିଧାୟକ ଜୟକୁମାର ଗୋରେଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ପୁଲିସ ସୂଚନା…

ଆଜିଠାରୁ ଆରମ୍ଭ ଗୋପାଳପୁର ବେଳାଭୂମି ମହୋତ୍ସବ

ଆଜିଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। ୨୮ ତାରିଖ ଯାଏ ଏହି ମହୋତ୍ସବ ଚାଲିବ। ଏହି ମହୋତ୍ସବରେ ବଲିଉଡ ଓଲିଉଡ କଳାକାରଙ୍କର ସମାଗମ ହୋଇଥାଏ। କରୋନାର ଦୁଇ ବର୍ଷ ପରେ ଆୟୋଜନ ହୋଇଥିବାରୁ ପ୍ରବଳ ଭିଡ଼ ହୋଇପାରେ। ଭିଡ଼ ନିୟନ୍ତ୍ରଣ…

ଆଜି ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ ଡାକରା .. ରାସ୍ତା ମରାମତି ଦାବିରେ ବନ୍ଦ ପାଳନ

ପାଲଲହଡାରୁ ପତିରିକୁ ସଂଯୋଗ କରୁଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ଆନ୍ଦୋଳକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ କଲେଜ ଛକ, ଶିଗଡି ଛକ ଓ ବାଇପାସ ଛକରେ ରାସ୍ତା ଅବରୋଧ କରାଯାଇଛି . ପାଲଲହଡ଼ା ବିଧାୟକ ମୁକେଶ ପାଳଙ୍କ ନେତୃତ୍ୱରେ ଆଜି…

ଆଜିଠୁ ୪ ଦିନିଆ ରିମାଣ୍ଡରେ ଯିବେ ଜଗବନ୍ଧୁ ଚାନ୍ଦ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପୁଣି ରିମାଣ୍ଡରେ ଯିବେ ଜଗବନ୍ଧୁ ଚାନ୍ଦ। ଆଜିଠୁ ଇଡି ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେବ । ଗତକାଲି ଜଗବନ୍ଧୁଙ୍କ ୯ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା। ପରେ ଇଡି ତାଙ୍କୁ କୋର୍ଟରେ…