Day: 22 December 2022

ଶ୍ରଦ୍ଧା ହତ୍ୟାକାଣ୍ଡ: ଜାମିନ ଆବେଦନ ଫେରାଇ ନେଲା ଅଭିଯୁକ୍ତ

ଏଜେନ୍ସୀ : ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲା ଜେଲ୍‌ରୁ ମୁକୁଳିବାକୁ ଚାହୁଁନାହାନ୍ତି । ଏଥିପାଇଁ ସେ ନିଜ ଜାମିନ ଆବେଦନକୁ ଫେରାଇ ନେଇଛନ୍ତି । ଅଫତାବ ଓ ତାଙ୍କ ଓକିଲଙ୍କ…

ବଢୁଛି କରୋନାର ପ୍ରକୋପ, ଚିନ୍ତାରେ ଡବ୍ଲୁଏଚଓ

ଏଜେନ୍ସୀ : ନୂଆଦିଲ୍ଲୀ : ଚୀନ୍‌ରେ ତାଣ୍ଡବ ରଚିଛି ମହାମାରୀ କରୋନା । ବଢୁଥିବା ସଂକ୍ରମଣକୁ ନେଇ ଏବେ ପୂରା ବିଶ୍ୱରେ ହାହାକାର ସୃଷ୍ଟି ହୋଇଛି । କରୋନା ସଂକ୍ରମଣ ପୁଣି ଥରେ ସାରା ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି ।…

କରୋନାକୁ ନେଇ ସରକାର ଆଲର୍ଟ, ସମୀକ୍ଷା କରିବେ ମୋଦି

ଏଜେନ୍ସୀ : ନୂଆଦିଲ୍ଲୀ : ସାରା ବିଶ୍ୱକୁ ପୁଣି ଥରେ କଲବଲ କରିବା ଆରମ୍ଭ କରିଛି ମହାମାରୀ କରୋନା । ଦେଶରେ ଚୀନ୍‌ରେ ଆତଙ୍କ ଖେଳାଇଥିବା ଓମିକ୍ରନ୍‌ର ସବ୍‌ଭାରିଏଣ୍ଟ ବିଏଫ୍‌.୭ ଚିହ୍ନଟ ହେବା ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି ସରକାର ।…

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବାଲେଶ୍ୱରରେ ସ୍କୁଲ୍‌ ବନ୍ଦ !

ନିର୍ଭୟ ମିଡ଼ିଆ : ବାଲେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଗସ୍ତରେ ଆସୁଛନ୍ତି । ସେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା…

ମୋ’ ବସରେ ଲାଗିଲା ନିଆଁ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱରର ତମାଣ୍ଡ ଥାନା ସମ୍ମୁଖରେ ଗୁରୁବାର ସକାଳେ ମୋ ବସରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବସ୍‌ରେ କିପରି ନିଆଁ ଲାଗିଲା, ତାହା ଅସ୍ପଷ୍ଟ ରହିଛି…