Day: 21 December 2022

ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ରାହୁଲଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି

ଏଜେନ୍ସୀ : ନୂଆଦିଲ୍ଲୀ : କରୋନା ନିୟମ ମାନ, ନଚେତ ବନ୍ଦ କର ଭାରତ ଯୋଡୋ ଯାତ୍ରା । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ଏଭଳି କିଛି ଅପିଲ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ସାରା…

ବିଜ୍ଞାପନ ହୋର୍ଡିଂ ଉପରକୁ ଚଢ଼ି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଜିଦ ଧରିଲେ ମୁକ୍ତିକାନ୍ତ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ଶିଶୁ ଭବନ ଛକରେ ଥିବା ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳଙ୍କ ଅଭିନବ ପ୍ରତିବାଦ ଓ ଆତ୍ମହତ୍ୟା ଧମକ । ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଦୃଶ୍ୟ…

ସ୍ୱାଭିମାନ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବିନିକା ବନ୍ଦ ଡାକରା

ନିର୍ଭୟ ମିଡ଼ିଆ : ବିନିକା : ୨୨୦ କେଭି ଓପିଟିସିଏଲର ବିଦ୍ୟୁତ ଟାୱାରକୁ ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ୱାଭିମାନ ମଞ୍ଚ ପକ୍ଷରୁ ଆଜି ୧୨ଘଣ୍ଟିଆ ବିନିକା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା…

ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନିର୍ଭୟ ମିଡ଼ିଆ : ଭବାନୀପାଟଣା : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍‌ କେଶବ ମାଝୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । କେଶବଙ୍କ ଘର ଓ ଅଫିସ ସମେତ…

ଚିଲିକାରେ ଆଜିଠୁ ଡଲ୍‌ଫିନ୍‌ ଗଣନା ଆରମ୍ଭ

ନିର୍ଭୟ ମିଡ଼ିଆ : ବ୍ରହ୍ମଗିରି : ଚିଲିକାରେ ଆଜିଠୁ ଆରମ୍ଭ ହୋଇଛି ଡଲ୍‌ଫିନ୍‌ ଗଣନା । ଗଣନା କାର୍ଯ୍ୟରେ ଲାଗିଛନ୍ତି ୧୮ଟି ଟିମ୍‌ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ବନ ବିଭାଗ ପକ୍ଷରୁ ଗଣତି ଚାଲିଥିବା ବେଳେ ଏହା ୩…

କମିବ ଶୀତ, ବଢ଼ିବ ତାପମାତ୍ରା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ଶୀତର ପ୍ରଭାବ କମିବ । ବଢ଼ିବ ରାତିର ତାପମାତ୍ରା । ଭୁବନେଶ୍‌ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଅନୁସାରେ,…

ହୋମଗାର୍ଡଙ୍କୁ ଚପାଇ ଦେଲା ପିକ୍‌ଅପ୍‌ ଭ୍ୟାନ୍‌

ନିର୍ଭୟ ମିଡ଼ିଆ : କେନ୍ଦ୍ରାପଡ଼ା : ଚେକିଂ କରୁଥିବା ବେଳେ ହୋମଗାର୍ଡଙ୍କୁ ଚପାଇ ଦେଇ ପଳାଇଲା ପିକଅପ୍‌ ଭ୍ୟାନ । ଘଟଣାସ୍ଥଳରେ ହୋମଗାର୍ଡଙ୍କର ମୃତ୍ୟୁ ଘଟିଛି । ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ବଳଭଦ୍ରପୁର ଠାରେ । ମୃତ ହୋମଗାର୍ଡ…