Day: 20 December 2022

ସୀମାରେ ଡ୍ରୋନ୍‌ ଓ ଯୁଦ୍ଧ ବିମାନ ସହ ଜଗିଛି ଚୀନ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଚଳଚଞ୍ଚଳ ହୋଇଛି ଡ୍ରାଗନବାହିନୀ । ତୱାଙ୍ଗ ସଘଂର୍ଷ ପରେ ସୀମାରେ ପଇଁତରା ମାରୁଛି ଚୀନ୍‌ର ଯୁଦ୍ଧ ବିମାନ । ଅରୁଣାଚଳପ୍ରଦେଶ ଉପରେ ତୀକ୍ଷ୍ନ ନଜର ରଖିଛି ଡ୍ରାଗନ । ଡ୍ରୋନ୍‌ ଓ ଯୁଦ୍ଧ ବିମାନ ମୁତୟନ…

କ୍ୟାପିଟାଲ ହିଂସା ପାଇଁ ଟ୍ରମ୍ପଙ୍କୁ ଦାୟୀ କଲା ତଦନ୍ତ କମିଟି

ଏଜେନ୍ସୀ : ୱାଶିଂଟନ୍‌ : ବଢ଼ିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ । ଗତବର୍ଷ ଜାନୁଆରୀ ୬ ତାରିଖରେ ଆମେରିକାର କ୍ୟାପିଟାଲ ବିଲ୍ଡିଂ ପରିସରେ ହୋଇଥିବା ହିଂସା ମାମଲାରେ ଟ୍ରମ୍ପଙ୍କୁ ଦାୟୀ କରିଛି ତଦନ୍ତ କମିଟି । ବର୍ତ୍ତମାନ…

ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ବେଡ୍‌

ଏଜେନ୍ସୀ : ବେଜିଂ : ଚୀନରେ ପୁଣି କୋଭିଡ୍‌ ବିସ୍ଫୋରଣ । ହୁ ହୁ ହୋଇ ବଢ଼ୁଛି କରୋନା କେସ୍‌ । ଚୀନ ଯେତେ ଲୁଚାଇଲେ ବି କରୋନା ମାମଲା ଏତେ ବଢ଼ିଛି ଯେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସି ପାରୁନି…

ଏନ୍‌କାଉଣ୍ଟର୍‌ରେ ଟଳିଲେ ୩ ଲସ୍କର ଆତଙ୍କବାଦୀ

ଏଜେନ୍ସୀ : ଶ୍ରୀନଗର : ଭାରତୀୟ ସେନାକୁ ମିଳିଲା ବଡ ସଫଳତା । ଏନ୍‌କାଉଣ୍ଟରରେ ଟଳିଲେ ୩ ଲସ୍କର-ଏ-ତୋଇବା ଆତଙ୍କବାଦୀ । ଆଜି ଭୋରୁ ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲା ମଞ୍ଝା ମାର୍ଗ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି…

ସରକାର କଲେନି ଶୀତଳଭଣ୍ଡାର , କୋବି ବିଲରେ ଚଢ଼ାଇଦେଲେ ଟ୍ରାକ୍ଟର

ନିର୍ଭୟ ମିଡିଆ : ବରଗଡ଼ : ଓଡ଼ିଶାକୁ ବାରମ୍ବାର ମିଳୁଛି କୃଷି କର୍ମଣ ପୁରଷ୍କାର । ଏହାକୁ ନେଇ ଡେଙ୍ଗୁରା ପିଟୁଛନ୍ତି ରାଜ୍ୟ ସରକାର । ଚାଷୀମାନଙ୍କ ପାଇଁ ଘୋଷଣା ହେଉଛି ମାଳମାଳ ଯୋଜନା । ଆଉ ଏହାର ଫଳ ଚାଷୀ…

୨୧ରେ ଉପଜିଲାପାଳଙ୍କୁ ସ୍ମାରକପତ୍ର, ମଣ୍ଡିକୁ ଅସ୍ତ୍ର କରି ଆନ୍ଦୋଳନ ପାଇଁ ସଜବାଜ

ନିର୍ଭୟ ମିଡିଆ : ଭୁବନେଶ୍ୱର : ବିଜୁ ଜନତା ଦଳ ସରକାର ବିରୋଧରେ ରାସ୍ତାକୁ ଯିବା ପାଇଁ ମଣ୍ଡିକୁ ଅସ୍ତ୍ର କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଭାଜପା କାର୍ଯ୍ୟକର୍ତ୍ତାମାନେ ୨୨ରୁ ୨୮ ପର୍ଯ୍ୟନ୍ତ ମଣ୍ଡି ପରିଦର୍ଶନ କରିବେ ।…

ପିକଅପ୍‌ ଭ୍ୟାନ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା, ୨ ଗୁରୁତର

ନିର୍ଭୟ ମିଡ଼ିଆ : ସୋନପୁର : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଘନଦୀ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଏକ ପିକଅପ୍‌ ଭ୍ୟାନ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ପିକଅପ୍‌ ଭ୍ୟାନ୍‌ ଡ୍ରାଇଭର ଓ…

ଇଡକଲ୍‌ ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡ୍‌କଲ୍‌ ଅମ୍ପାଭାଲି ଲାଇମ ଷ୍ଟୋନ୍‌ ମାଇନ୍ସର ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ସାନ୍ତରାଙ୍କ ନିଜ ଘର, ପୈତୃକ…

୧୨ ଘଣ୍ଟା ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି ଆଦିବାସୀ ସଂଘ

ନିର୍ଭୟ ମିଡ଼ିଆ : ବାରିପଦା : ଆଦିବାସୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ମୟୂରଭଞ୍ଜ…

ହତ୍ୟା ନା ଆତ୍ମହତ୍ୟା କଲେ ଗୋବିନ୍ଦ!

ନିର୍ଭୟ ମିଡ଼ିଆ : କଣ୍ଟାବାଞ୍ଜି : ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାନ୍ଦର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି । ହତ୍ୟା ମାମାଲରେ ଜେଲରେ ସଜା କାଟୁଥିଲେ ଗୋବିନ୍ଦ ସାହୁ । କଣ୍ଟାବାଞ୍ଜି…