Day: 19 December 2022

ଇସ୍ତଫା ଦେଲେ ୧୨, ତେଲେଙ୍ଗାନା କଂଗ୍ରେସରେ ସଙ୍କଟ

ଏଜେନ୍ସୀ : ହାଇଦ୍ରାବାଦ : ତେଲେଙ୍ଗାନା କଂଗ୍ରେସରେ ସଙ୍କଟ । ଜୋର ଧରିଛି ଗୋଷ୍ଠୀ କନ୍ଦଳ । ରାଜ୍ୟ କଂଗ୍ରେସ କମିଟିରୁ ୧୨ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି । ନିକଟରେ ରାଜ୍ୟ କଂଗ୍ରେସ କମିଟିର ପୁନର୍ଗଠନ ହୋଇଥିବା ବେଳେ ବାହାର…

ଭାରତକୁ ପାକିସ୍ତାନର ପରମାଣୁ ଯୁଦ୍ଧ ଧମକ

ଏଜେନ୍ସୀ : ନୂଆଦିଲ୍ଲୀ : ଭାରତକୁ ପାକିସ୍ତାନର ପରମାଣୁ ଆକ୍ରମଣ ଧମକ । ପାକିସ୍ତାନର ଜଣେ ମନ୍ତ୍ରୀ ଏବେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି । ପାକିସ୍ତାନର ସାମାଜିକ ସୁରକ୍ଷା ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ନେତ୍ରୀ ସାଜିଆ…

ତାଲିବାନୀ ଆତଙ୍କବାଦୀ ଜାଲରେ ଫସିଲା ପାକିସ୍ତାନ

ଏଜେନ୍ସୀ : ପେଶାୱାର୍‌ : ତାଲିବାନୀ ଆତଙ୍କବାଦୀ ଜାଲରେ ଫସିଲା । ଯେଉଁ ଆତଙ୍କବାଦୀମାନଙ୍କୁ ପାକିସ୍ତାନ ସମର୍ଥନ ସହଯୋଗ କରିଆସୁଥିଲା ଆଜି ସେଇ ରଣନୀତି ପାକିସ୍ତାନ ପାଇଁ ଘାତକ ହୋଇଛି । ରବିବାର ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନର ଉତ୍ତରପଶ୍ଚିମ ପ୍ରଦେଶ ଖୈବର୍‌…

ଭୋଜି ଖାଇ ଫେରିବା ବେଳେ କଣ୍ଟେନର୍‌କୁ ଧକ୍କା ଦେଲା ବସ୍‌

ଏଜେନ୍ସୀ : ମୁମ୍ବାଇ : ବିବାହ ଭୋଜି ଖାଇ ଫେରିବା ବେଳେ ବାଟରେ ଜଗିଥିଲା ଯମ । କଣ୍ଟେନରକୁ ଧକ୍କା ଦେଲା ପରିବାର ଓ ଅତିଥିରେ ଭର୍ତ୍ତି ଥିବା ବସ୍‌ । ଫଳରେ ଚାଲିଗଲା ଜଣକଙ୍କ ଜୀବନ । ମୁମ୍ବାଇ ପୁଣେ…

ଭୂକମ୍ପରେ ଥରିଲା ନେପାଳ

ଏଜେନ୍ସୀ : ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ନେପାଳ । ବିଳମ୍ବିତ ରାତିରେ ଏଠାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ରେକର୍ଡ କରାଯାଇଛି । ସୂଚନା ମୁତାବକ, ଗତକାଲି ରାତି ୧୦ଟା…

କଟକଣା ହଟିବା ପରେ ମାଡ଼ିବସିଲା କରୋନା, ଶ୍ମଶାନରେ ମିଳୁନି ଜାଗା

ଏଜେନ୍ସୀ : ବେଜିଂ : ପୁଣି ଆତଙ୍କ ଖେଳାଇଛି ମହାମାରୀ କରୋନା । ନିଜକୁ ବଞ୍ଚାଇବା ପାଇଁ ଭୟରେ ଘରେ ଲୋକେ ବନ୍ଦି ହୋଇପଡିଛନ୍ତି । ଚାରିଆଡେ ଶୂନ୍‌ଶାନ ହୋଇପଡିଛି ରାସ୍ତାଘାଟ । କଟକଣା ହଟିବା ପରେ ଦେଶକୁ ମାଡି ବସିଛି…

ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ୫ଲକ୍ଷ ଟଙ୍କାର ବାଣ ଜବତ

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ଗାଁରେ ଚାଲିଥିଲା ବେଆଇନ ବାଣ ଗୋଦାମ । ରାତିଅଧିଆ ପୁଲିସ ଚଢ଼ାଉ କରି ୫ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଛି ପୁଲିସ । ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି ।…

ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଚୋରା ଚାଲାଣ ହେଉଥିଲା କଇଁଛ, ଜବତ କଲା ବନ ବିଭାଗ!

ନିର୍ଭୟ ମିଡ଼ିଆ : ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ କଇଁଛ ଚୋରା ଚାଲାଣ ବେଳେ ୨୦ରୁ ଅଧିକ କଇଁଛକୁ ଜବତ କରିଛି ବନ ବିଭାଗ । ଗତକାଲି ରାତିରେ ଏପରି ଘଟଣା ଘଟିଛି । ପୂର୍ବରୁ ମତ୍ସ୍ୟ…

୫ଦିନ ପରେ ଉଦ୍ଧାର ହେଲେ ଅମୃତ, ଟ୍ୟୁସନ ଯାଇ ନିଖୋଜ ଥିଲେ

ନିର୍ଭୟ ମିଡ଼ିଆ : ନୟାଗଡ଼ : ୫ ଦିନ ପରେ ମା’ପାଖକୁ ଫେରିଲା ନିଖୋଜ ପୁଅ ଅମୃତ । ମା’ବାପା ପୁଅକୁ ପାଖରେ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନିଜ ଗାଁ କୁରାଳ…