Day: 17 December 2022

ମହାରାଷ୍ଟ୍ରରେ ଶାସକ-ବିରୋଧୀ ମୁହାମୁହିଁ

ଏଜେନ୍ସୀ : ମୁମ୍ବାଇ : ଆଜି ମହାରାଷ୍ଟ୍ରରେ ଶାସକ-ବିରୋଧୀ ମୁହାମୁହିଁ ହେଉଛନ୍ତି। ଉଭୟ ପରସ୍ପର ବିରୋଧରେ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବାରୁ ପୁଲିସ ପାଇଁ ଚିନ୍ତା ବଢ଼ିଛି। ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି (ଏମଭିଏ) ପକ୍ଷରୁ ଏକ ‘ହାଲା…

ଦିଲ୍ଲୀବାସୀଙ୍କୁ ମହଙ୍ଗା ମାଡ଼।

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ମହଙ୍ଗା ମାଡ଼। ପୁଣି ବଢ଼ିଲା ସିଏନଜି ମୂଲ୍ୟ। ଶନିବାର ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) ଦିଲ୍ଲୀ-ଏନସିଆରରେ ସିଏନଜି ମୂଲ୍ୟ ବୃଦ୍ଧି କରିଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) ଦିଲ୍ଲୀରେ ସିଏନଜି ମୂଲ୍ୟ ୭୮.୬୧ରୁ କିଲୋପ୍ରତି ୭୯.୫୬ ଟଙ୍କାକୁ ବୃଦ୍ଧି…

ଶ୍ରଦ୍ଧାଞ୍ଜଳି ଆଜି ତୃତୀୟ ଥର ପାଇଁ ଇଡି କାର୍ଯ୍ୟାଳୟରେ ହାଜର

ବାରମ୍ବାର ନୋଟିସ ସତ୍ତ୍ୱେ ଦୀର୍ଘ ଦିନ ହେବ ଇଡିକୁ ଧରାଛୁଆଁ ଦେଉ ନ ଥିବା ଶ୍ରଦ୍ଧାଞ୍ଜଳି ଆଜି ତୃତୀୟ ଥର ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ପୂର୍ବରୁ ୨ ଥର ହାଜର ହୋଇ ବ୍ଲାକମେଲ୍‌ କୁଇନ୍‌ ଅର୍ଚ୍ଚନାଙ୍କ ହନିଟ୍ରାପ୍‌ ଗୁମର…

ସୀମା ଟପିଲା ବର୍ବରତା

ବିଚ୍‌ ରାସ୍ତାରେ ଖୁଲମଖୁଲା ଗୁଣ୍ଡାଗର୍ଦ୍ଦି କଲେ କିଛି ଯୁବକ ।ସୀମା ଟପିଲା ବର୍ବରତା । ପୂର୍ବତନ ସରପଞ୍ଚ ଥିବା ଜଣେ ବୃଦ୍ଧଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ପିଟିଛନ୍ତି। ବୃଦ୍ଧଜଣକ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହୋଇ ଘରକୁ…

କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି

ଅମରାବତୀ: ଜଗନମୋହନ ରେଡ୍ଡିଙ୍କ ପାର୍ଟି ୱାଏସଆରସିପି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାର୍ଟି ଟିଡିପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି . ଆନ୍ଧ୍ରପ୍ରଦେଶର ପଲ୍‌ନାଡୁ ଜିଲ୍ଲା ଅନ୍ତର୍ଗତ ମାଚର୍ଲାରେ ‘ଇଧେମି କର୍ମା’ ସମୟରେ ଶାସକ ‘ଯୁବଜନ ଶ୍ରମିକ ରାୟତୁ…

ଆମେ ପ୍ରତିଶ୍ରୁତି ଦେଉଛୁ.. ୨୦୨୪ ଶେଷ ପୂର୍ବରୁ ଭାରତର ସଡକ ଭିତ୍ତିଭୂମି ଆମେରିକାର ମାନ ସହ ସମାନ ହେବ:ନୀତିନ ଗଡକରୀ

ନୂଆଦିଲ୍ଲୀ: ୨୦୨୪ ଶେଷ ପୂର୍ବରୁ ଭାରତର ସଡକ ଭିତ୍ତିଭୂମି ଆମେରିକାର ମାନ ସହ ସମାନ ହେବ। ଏହା ଆମେ ପ୍ରତିଶ୍ରୁତି ଦେଉଛୁ। ଲଜିଷ୍ଟିକ୍ ମୂଲ୍ୟ ପ୍ରସଙ୍ଗ ସମ୍ପର୍କରେ ସେ କହିଛନ୍ତି ଯେ ୨୦୨୪ ଶେଷ ସୁଦ୍ଧା ଏହା ୯ ପ୍ରତିଶତ ପର୍ଯ୍ୟନ୍ତ…