Day: 14 December 2022

ଶିମିଳିପାଳରେ ହାତୀକୁ ପୋଡ଼ି ଦେବା ଘଟଣା: ହାଇକୋର୍ଟଙ୍କ ଭତ୍ସନା ପରେ ବନ୍ଧା ହେଲେ ୩ ବନ କର୍ମଚାରୀ

ନିର୍ଭୟ ମିଡ଼ିଆ : ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ହାତୀକୁ ପୋଡ଼ି ଦେବା ଘଟଣାରେ ହାଇକୋର୍ଟଙ୍କ ଭତ୍ସନା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବନ ବିଭାଗ । ନିଲମ୍ବିତ ବନ କର୍ମଚାରୀଙ୍କୁ ଆଜି ଗିରଫ କରିଛି ବନ ବିଭାଗ ।…

୫୦ ଜଣଙ୍କୁ ନେଇ ଯାଉଥିବା ବସ୍‌ ସହ ଟ୍ରକ୍‌ର ଧକ୍କା, ଚାଲିଗଲା ୬ ଜଣଙ୍କ ଜୀବନ

ଏଜେନ୍ସୀ : ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଫିରୋଜାବାଦରେ ଘଟିଛି ବଡ଼ ଦୁର୍ଘଟଣା । ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ସହ ଟ୍ରକ୍‌ର ଧକ୍କା ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…

ଆଜି ୪ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ନିର୍ଭୟ ମିଡ଼ିଆ : ପୁରୀ : ଶ୍ରୀଜିଉଙ୍କ ବନକ ଲାଗି ନୀତି ପାଇଁ ଆଜି ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପୌଷ କୃଷ୍ଣ ପକ୍ଷ…

ଇସ୍ରୋ ବୁଲିବେ ରାଜ୍ୟର ୨୦ ଯୁବ ଜ୍ୟୋର୍ତିବିଜ୍ଞାନୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର- ଇସ୍ରୋ ପରିଦର୍ଶନରେ ଯିବେ ରାଜ୍ୟର ୨୦ ଯୁବ ଜ୍ୟୋର୍ତିବିଜ୍ଞାନୀ । ଟାଟା ଷ୍ଟିଲ୍‌ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ -ୟାଟସ ୨୦୨୨ ପ୍ରତିଯୋଗିତାରେ ବିଜେତା ଭାବେ ଚୟନ ହୋଇଛନ୍ତି…

ଓକିଲ ଆନ୍ଦୋଳନ ; ଆଜି ଭିସିରେ ହାଜର ହେବେ ଡିଜିପି ଓ ଉତ୍ତରାଞ୍ଚଳ ଆଇଜି

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ସମ୍ବଲପୁର ଓକିଲ ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଡିଜିପି ଓ ଉତ୍ତରାଞ୍ଚଳ ଆଇଜି ଭିଡିଓ କନଫରେନ୍ସିଂରେ ଅଦାଲତରେ ହାଜର ହେବେ । ଅନ୍ୟପକ୍ଷରେ ଓକିଲମାନେ ସେମାନଙ୍କ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି…

ଶିମିଳିପାଳ ଏବେ ଶିକାରୀଙ୍କ ଭୂସ୍ୱର୍ଗ: ଜବତ ହେଲା ମହାବଳ ବାଘ ଚମଡ଼ା

ନିର୍ଭୟ ମିଡ଼ିଆ : ବାରିପଦା : ଶିକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ । ଶିକାରୀମାନେ ଶିମିଳିପାଳରେ ଦନ୍ତା ଶିକାର ପରେ ପ୍ରମାଣ ନଷ୍ଟ ପାଇଁ ଏହାକୁ ପୋଡ଼ି ଦେଇଥିଲେ ବନ କର୍ମଚାରୀ । ଏପରି ଘଟଣା ସମଗ୍ର ରାଜ୍ୟରେ…