Day: 10 December 2022

ବିଜୟୀ ହେବା ପରେ ବାଚସ୍ପତିଙ୍କୁ ଭେଟିଲେ ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ୱର: ପଦମପୁରରେ ବିଜୟୀ ହେବା ପରେ ବାଚସ୍ପତିଙ୍କୁ ଭେଟିଲେ ବିଧାୟିକା ବର୍ଷା ସିଂ ବରିହା । ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବର୍ଷା । ଆସନ୍ତା ସୋମବାର ବର୍ଷା ବିଧାୟିକା ଭାବେ ଶପଥ…

ଦୀର୍ଘ ୮୦ ଘଣ୍ଟାରୁ ଅଧିକ ସମୟର କଷ୍ଟସାଧ୍ୟ ଅପରେସନ …. ଜୀବନ ଯୁଦ୍ଧରେ ହାରିଗଲା ୮ ବର୍ଷର ବାଳକ ତନ୍ମୟ ସାହୁ

ଭୋପାଲ: ଜୀବନ ଯୁଦ୍ଧରେ ହାରିଗଲା ୮ ବର୍ଷର ବାଳକ ତନ୍ମୟ ସାହୁ। ଦୀର୍ଘ ୮୦ ଘଣ୍ଟାରୁ ଅଧିକ ସମୟର କଷ୍ଟସାଧ୍ୟ ଅପରେସନ ସତ୍ତ୍ୱେ ବୋରେୱେଲ ଭିତରେ ଫସି ଯାଇଥିବା ତନ୍ମୟକୁ ବଞ୍ଚାଇ ପାରିନି ପ୍ରଶାସନ। ଶେଷରେ ବରୱେଲ ଭିତରୁ ଉଦ୍ଧାର ହୋଇଛି…

ବାତ୍ୟା ମାଣ୍ଡୋସ… ଭୀଷଣ ବାତ୍ୟାର ରୂପ

ଚେନ୍ନାଇ: ଭୀଷଣ ବାତ୍ୟାର ରୂପ ନେଇ ମାଣ୍ଡୋସ ଶୁକ୍ରବାର ରାତିରେ ତାମିଲନାଡୁର ମାମଲାପୁରମ ଠାରେ ଲ୍ୟାଣ୍ଡଫଲ କରିଛି। ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୮୫ କିମି ରହିଥିଲା। ଏଥିସହ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ଲ୍ୟାଣ୍ଡଫଲ…

ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା… ଅଭିଯୁକ୍ତ ସରୋଜ ସେଠୀଙ୍କୁ ମିଳିଲା ଅନ୍ତରୀଣ ଜାମିନ୍

ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ମିଳିଲା ଅନ୍ତରୀଣ ଜାମିନ୍ । ସରୋଜଙ୍କୁ ହାଇକୋର୍ଟ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। ତେବେ ଜାମିନ୍‌ରେ ଯିବା ପୂର୍ବରୁ କଣ ସବୁ ସର୍ତ୍ତ ରହିବ,…

ଶୀତରେ ଥରୁଛି ସାରା ଓଡ଼ିଶା

ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଛି। ଏହି ସମୟରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍. ଆର.…