Day: 9 December 2022

ସିନ୍ଧେକେଲା ଆଇଆଇସି ସସ୍‌ପେଣ୍ଡ

ନିର୍ଭୟ ମିଡ଼ିଆ : ବଲାଙ୍ଗୀର : ୨୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଥିବା ବଲାଙ୍ଗିର ଜିଲ୍ଲା ସିନେ୍ଧକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରାଙ୍କୁ ନିଲମ୍ବନ କରାଯାଇଛି । ଡିଜିପି ସୁନିଲ ବଂଶଲ ଆଲୋକ…

ହିମାଚଳପ୍ରଦେଶ ପରାଜୟ ପଛରେ କାରଣ ଖୋଜିବ ଭାଜପା

ଏଜେନ୍ସୀ : ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ଭାଜପା ନିର୍ବାଚନ ହାରିବା ପରେ ଏହାକୁ ଗମ୍ଭୀରତାର ସହ ନେଇଛି ଦଳ । ନିର୍ବାଚନ ପରିଚାଳନାରେ ଦଳଭିତରେ କେଉଁଠି ତ୍ରୁଟି ରହିଲା ଖୋଜିବା ଆରମ୍ଭ କରିଛି ଦଳ । ସେହିପରି ଦଳ ଭିତରେ…

ବୁର୍ଖା ପିନ୍ଧି ନାଚିବାରୁ ୪ କଲେଜ ଛାତ୍ର ନିଲମ୍ବିତ

ଏଜେନ୍ସୀ : ବେଙ୍ଗାଲୁରୁ : ମହଙ୍ଗା ପଡ଼ିଲା କଲେରେ ବୁର୍ଖା ପିନ୍ଧି ନାଚିବା । ବୁର୍ଖା ପିନ୍ଧି ମଞ୍ଚରେ ନାଚିବାରୁ କର୍ଣ୍ଣାଟକର ଏକ ଇଞ୍ଜିନିୟରିଂ କଲେଜରେ ୪ ଜଣଙ୍କୁ ନିଲମ୍ବନ କରାଯାଇଛି । କଲେଜର ଏକ କାର୍ଯ୍ୟକ୍ରମରେ ଏମାନେ ବୁର୍ଖା ପିନ୍ଧି…

ହିମାଚଳରେ କିଏ ହେବେ ମୁଖ୍ୟମନ୍ତ୍ରୀ, ଆଜି କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି

ଏଜେନ୍ସୀ : ସିମଲା : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ଆରମ୍ଭ ହୋଇଛି ସରକାର ଗଠନର ପ୍ରକ୍ରିୟା । ତେବେ ତାପୂର୍ବରୁ ଦଳରୁ କଏ ହେବେ ମୁଖ୍ୟମନ୍ତ୍ରୀ ଚେହେରା ସେନେଇ ଆଜି ବିଧାୟକ ଦଳ ବୈଠକ ଡକାଯାଇଛି…

ବିବାହ ଉତ୍ସବରେ ବିସ୍ଫୋରଣ, ଚାଲିଗଲା ୫ ଜୀବନ

ଏଜେନ୍ସୀ : ଯୋଧପୁର : ଫିକା ପଡ଼ିଲା ବିବାହ ଉତ୍ସବ । ହସଖୁସିର ମାହୋଲରେ ଲାଗି ଗଲା ନିଆଁ । ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟି ଚାଲିଗଲା ୫ ଜୀବନ । ଗୁରୁବାର ଅପରାହ୍ନରେ ରାଜସ୍ଥାନର ଯୋଧପୁରରେ ଏମିତି ଏକ ଅଭାବନୀୟ…

୪ ଦିନ ହେଲାଣି , ୪୦୦ ଫୁଟ ଗଭୀର କୂଅରେ ଜୀବନ ସହ ଲଢୁଛି ତନ୍ମୟ

ଏଜେନ୍ସୀ : ଭୋପାଳ : ଚାରି ଦିନ ହେଲାଣି ଚାଲିଛି ଅପରେସନ ତନ୍ମୟ । ୪୦୦ ଫୁଟ ଗଭୀର ବୋରୱେଲରେ ଖସି ପଡ଼ିଥିବା ୮ ବର୍ଷ ବୟସର ପିଲା ତନ୍ମୟକୁ ଉଦ୍ଧାର ପାଇଁ ସବୁ ପ୍ରକାର କସରତ ଚାଲିଛି । ଏହି…

ଆଉ ମୁଲ ଲାଗିବେନି ଇଫୁ ; ଡାକ୍ତରୀ ପଢ଼ା ଖର୍ଚ୍ଚ ତୁଲାଇବେ ସରକାର

ନିର୍ଭୟ ମିଡ଼ିଆ : ବାଲିଗୁଡ଼ା : ଦୂର ହେବ ଦୁଃଖ । ବଦଳିବ ଭାଗ୍ୟ । ପାହାଡ଼ି ମୁଲକର ପୁଅ ଇଫୁ ମଳିକ ହେବ ଡାକ୍ତର । ନିଜ ମେଡିକାଲ ପଢ଼ା ପାଇଁ ଆଉ ମୁଲ ଲାଗିବନି ଇଫୁ । ଇଫୁ…

ନକଲି ଔଷଧ କାରବାର ଘଟଣା: ବିହାରରୁ ଜଣେ ଗିରଫ

ନିର୍ଭୟ ମିଡ଼ିଆ : କଟକ : କଟକରେ ନକଲି ଔଷଧ କାରବାର ଘଟଣାରେ ଆଉ ଜଣଙ୍କୁ ଗିର‘ କରାଯାଇଛି । ତାଙ୍କ ନାଁ ବିକାଶ କୁମାର । ବିକାଶଙ୍କ ଘର ବିହାରର ଭାଗବତ ନଗର ଅଞ୍ଚଳରେ । ବିକାଶଙ୍କୁ ମିଶାଇ ମୋଟ…

ଭାଜପା ମହିଳା ବିରୋଧୀ ହୋଇଥିଲେ ନରେନ୍ଦ୍ର ମୋଦି ପ୍ରଧାନ ସେବକ ହୋଇ ନ ଥାନ୍ତେ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନରେ ଶାସକ ବିଜଦ ବାଜି ମାରି ନେଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ରାଜନୀତି । ବର୍ଷା ସିଂ ବରିହାଙ୍କ ପ୍ରତି ଭାଜପା ନେତା ଅସମ୍ମାନସୂଚକ ଶବ୍ଦ ପ୍ରୟୋଗ…

ଆଜିଠୁ ମାଟ୍ରିକ ସମ୍ମେଟିଭ-୧ ଖାତା ଦେଖା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷାର ଖାତା ଦେଖା । ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖାଯାଉଛି । ୧୨୪୦ଶିକ୍ଷକ ଖାତା ମୂଲ୍ୟାୟନ ପକ୍ରିୟାରେ ନିୟୋଜିତ ହୋଇଛନ୍ତି । ସକାଳ ୯ଟାରୁ ଖାତା ଦେଖା…