Day: 7 December 2022

ଏମସିଡି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି ଆମ ଆଦମୀ ପାର୍ଟି(ଆପ୍)

ଏଜେନ୍ସୀ : ନୂଆଦିଲ୍ଲୀ : ଦୀର୍ଘ ୧୫ ବର୍ଷ ହେଲା ଦିଲ୍ଲୀ ମହାନଗର ନିଗମ(ଏମସିଡି)ରେ ବିଜେପି ଚଳାଇଥିବା ରାଜରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍) ଏମସିଡି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି। ଆପ୍ର ଦଳୀୟ ଚିହ୍ନ…

ବଢ଼ିଲା ରେପୋରେଟ୍‌ : ମହଙ୍ଗା ହେବ ହୋମ୍‌, କାର୍‌ ଓ ପର୍ସନାଲ ଲୋନ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ବଢ଼ିଲା ରେପୋ ରେଟ୍‌ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌୩୫ ବେସିସ୍‌ପଏଣ୍ଟ୍‌ବୃଦ୍ଧି କରିଛି । ଫଳରେ ମହଙ୍ଗା ହେବ ଋଣ । ଆରବିଆଇ ପକ୍ଷରୁ ରେପୋ ରେଟ୍‌ ୦.୩୫% ବୃଦ୍ଧି କରାଯାଇଛି । ବର୍ତ୍ତମାନ…

ପଡୋଶୀକୁ ହତ୍ୟା କଲା ପଡୋଶୀ

ନିର୍ଭୟ ମିଡ଼ିଆ : ବୀରମିତ୍ରପୁର : ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟି ହତ୍ୟା କଲା ପଡୋଶୀ । ଏହି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅନ୍ତର୍ଗତ ଆଣ୍ଠୁଗଢା ଗାଁରୁ । ମୃତ ବ୍ୟକ୍ତି ଜଣଙ୍କ ହେଲେ ସିଲବିରିୟୁସ…

ଜନ୍ତୁ ଶିକାର ପାଇଁ ବିଛାଯାଇଥିଲା ତାର, ପଡ଼ିଗଲେ ମହିଳା

ନିର୍ଭୟ ମିଡ଼ିଆ : ଦେବଗଡ଼ : ଜନ୍ତୁ ଶିକାର ପାଇଁ ରାସ୍ତାରେ ବିଛାଯାଇଥିଲା ବିଦ୍ୟୁତ ତାର । ତାହା ସଂସ୍ପର୍ଶରେ ଆସି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଟାଇଁସର ଗାଁରେ ।…

ଦିଲ୍ଲୀ ମହାନଗର ନିଗମ ନିର୍ବାଚନ: ଭାଜପାକୁ ପଛରେ ପକାଇଲା ଆପ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀ ମହାନଗର ନିଗମରେ(ଏମସିଡି) କିଏ ବାଜି ମାରିବ? ୩ଟି ପାଳି ଧରି ଏମସିଡିକୁ ନିଜ ଅକ୍ତିଆରରେ ରଖିଥିବା ଭାଜପା ପାଇଁ ଚଳିତ ନିର୍ବାଚନ ଟକ୍କର ଭରା ହୋଇଛି । ଭାଜପା ପାଇଁ ମୁଖ୍ୟ ଚାଲେଞ୍ଜ ହୋଇଛି…

ବାତ୍ୟା ପାଇଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀରେ ହାଇ ଆଲର୍ଟ

ଏଜେନ୍ସୀ : ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ପାଇଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀ (କେନ୍ଦ୍ର ଶାସିତ ଅଞ୍ଚଳ) ପାଇଁ ଆଲର୍ଟ ଜାରି କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ତଥା ଆଇଏମଡି ଅନୁଯାୟୀ, ଚେନ୍ନାଇରୁ…

ବ୍ଲାକ୍‌ରୋଜ ମାମଲାର ଡୋରି ବାନ୍ଧିବାକୁ ବାଧ୍ୟ ହେଲା ସିବିଆଇ

ନିର୍ଭୟ ମିଡିଆ : ଭୁବନେଶ୍ୱର : ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାର ତଦନ୍ତର ଦଫାରଫା କରିଦେଲେ ବୋଲି ଅଭିଯୋଗ କରିଛନ୍ତି ଓଡ଼ିଶା ସୂଚନା ଅଧିକାର ଅଭିଯାନର ପ୍ରଦୀପ ପ୍ରଧାନ ଓ ସତ୍ୟ ନାୟକ ।…

ଆଜିଠୁ ଶୀତ ଅଧିବେଶନ

ଏଜେନ୍ସୀ : ନୂଆଦିଲ୍ଲୀ : ବୁଧବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନ ଡିସେମ୍ବର ୨୯ ଯାଏ ଚାଲିବ । ଗୁଜରାଟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିବେଶନକୁ ମାସେ ଆଗକୁ ବଢାଯାଇଥିଲା । ଏହି ଅଧିବେଶନରେ…