Day: 5 December 2022

ବଙ୍ଗୋପ ସାଗରରେ ଆସୁଛି ବାତ୍ୟା !

ଏଜେନ୍ସୀ : ନୂଆଦିଲ୍ଲୀ : ଦକ୍ଷିଣ ଆଣ୍ଡାମାନ ସମୁଦ୍ରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଧିରେ ଧିରେ ଘନିଭୂତ ହୋଇ ଏକ ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ଏହି ସାମୁଦ୍ରିକ ଝଡ଼ ଦକ୍ଷିଣ-ପଶ୍ଚିମମୁହାଁ ହୋଇ ଉତ୍ତର…

ଧାଡ଼ିରେ ଆସି ଭୋଟ୍‌ ଦେଲେ ମୋଦି

ଏଜେନ୍ସୀ : ଅହମ୍ମଦାବାଦ : ଭୋଟ୍‌ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସାବରମତି ବିଧାନସଭା କ୍ଷେତ୍ରର ନିଶାନ ପବ୍ଲିକ୍‌ ସ୍କୁଲ ବୁଥରେ ଭୋଟ୍‌…

ମୁଣ୍ଡ ନୁଆଁଇଲେ ଇରାନ୍‌ ସରକାର, ହଟିଲା ମୋରାଲିଟି ପୁଲିସ

ଏଜେନ୍ସୀ : ତେହରାନ : ଦୀର୍ଘ ଅଢ଼େଇ ମାସର ଆନ୍ଦୋଳନ ପରେ ଶେଷରେ ମୁଣ୍ଡ ନୁଆଁଇଲେ ଇରାନ୍‌ ସରକାର । ଚାରିଆଡୁ ଚାପ ବଢ଼ିବା ପରେ ଇବ୍ରାହିମ ରଇସିଙ୍କ ଅତି ରକ୍ଷଣଶୀଳ ସରକାର ରବିବାର ମୋରାଲିଟି ପୁଲିସକୁ ଉଚ୍ଛେଦ କରିଛି ।…

ଉପନିର୍ବାଚନ: ୫ରାଜ୍ୟର ୬ ବିଧାନସଭା ଓ ୧ ଲୋକସଭା ଆସନ ପାଇଁ ଭୋଟିଂ

ଏଜେନ୍ସୀ : ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମେନପୁରୀ ଲୋକସଭା ସିଟ୍‌ ଓ ୫ ରାଜ୍ୟର ୬ଟି ବିଧାନସଭା ଆସନରେ ଆରମ୍ଭ ହୋଇଛି ଉପନିର୍ବାଚନ । ସକାଳ ୭ଟାରୁ ଏହି ସବୁ ଆସନରେ ଚାଲିଛି ଭୋଟି । ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ…

ଗୁଜରାଟ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୯୩ଟି ଆସନରେ ଚାଲିଛି ଭୋଟିଂ

ଏଜେନ୍ସୀ : ଅହମ୍ମଦାବାଦ : ଗୁଜରାଟ ବିଧାନସଭା ନିର୍ବାଚନର ଆଜି ଦ୍ୱି୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ସକାଳ ୮ଟାରୁ ଚାଲିଛି ଭୋଟି । ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ମୋଟ ୯୩ ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି ।…

ଆଜି ଲାଲୁଙ୍କ କିଡ଼ନୀ ପ୍ରତିରୋପଣ

ଏଜେନ୍ସୀ : ସିଙ୍ଗାପୁର : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଆଜି ସିଙ୍ଗାପୁରରେ ହେବ କିଡ଼ନୀ ପ୍ରତିରୋପଣ । ସିଙ୍ଗାପୁରରେ ରହୁଥିବା ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ନିଜ ପିତାଙ୍କୁ ଏକ କିଡ଼ନୀ ଦାନ କରିବେ । ଏନେଇ ରୋହିଣୀ…

କଂଗ୍ରେସ ନେତାଙ୍କୁ ଆକ୍ରମଣ ଅଭିଯୋଗ, ୧୫ କିମି ଜଙ୍ଗଲରେ ଦୌଡି ବଞ୍ଚାଇଲେ ଜୀବନ

ଏଜେନ୍ସୀ : ଅହମ୍ମଦାବାଦ : ଆଜି ଆରମ୍ଭ ହୋଇଛି ଗୁଜରାଟର ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ତେବେ ଭୋଟି ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ହିଁ ଉତ୍ତର ଗୁଜରାଟ ବନାସକାଣ୍ଟା ଦନ୍ତା ଆସନର କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନ ବିଧାୟକ…

ପିଓକେକୁ ଫେରାଇ ଆଣିବା ପାଇଁ ଏବେ ପ୍ରକୋଷ୍ଟ ସମୟ : ହରିଶ ରାୱତ

ଏଜେନ୍ସୀ : ନୂଆଦିଲ୍ଲୀ : ପାକିସ୍ତାନର ନୂତନ ସେନା ମୁଖ୍ୟ ଅମୀମ ମୁନିର ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଉପରେ ଦେଇଥିବା ବିବୃତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ । ପିଓକେକୁ ଫେରାଇ ଆଣିବା ପାଇଁ…

ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା ପଛରେ ବ୍ଲାକମେଲ୍‌ କାହାଣୀ, ବନ୍ଧା ହେଲେ ୨ ଅଭିଯୁକ୍ତ

ନିର୍ଭୟ ମିଡ଼ିଆ : ବଲାଙ୍ଗିର : ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ରଙ୍କ ମୃତୁ୍ୟ ଘଟଣାକୁ ନେଇ ୪ ମାସ ପୂର୍ବେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଏବେ ଏହା ଉପରୁ ପରଦା…

ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌, ୧୦ ଆହତ

ନିର୍ଭୟ ମିଡ଼ିଆ : କେନ୍ଦୁଝର : କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ…