Day: 3 December 2022

ମହାପ୍ରଭୁଙ୍କ ସୁନାବେଶର ଆଉ ଏକ ଆଭୂଷଣ ସେଟ୍‌ ….ଅତିରିକ୍ତ ସେଟ୍‌ର ପ୍ରାରମ୍ଭିକ ଡିଜାଇନ ପ୍ରସ୍ତୁତ

ପୁରୀ ୦୩।୧୨ : ମହାପ୍ରଭୁଙ୍କ ସୁନାବେଶର ଆଉ ଏକ ଆଭୂଷଣ ସେଟ୍‌ ତିଆରି କରାଯିବ । ଏହି ଅତିରିକ୍ତ ସେଟ୍‌ର ପ୍ରାରମ୍ଭିକ ଡିଜାଇନ ପ୍ରସ୍ତୁତ କରାଯାଉଛି । କାର୍ତ୍ତିକ ପୂର୍ଣ୍ଣିମାରେ ମା’ ସୁଭଦ୍ରାଙ୍କ ସୁନାବେଶ ଆଭୂଷଣ ଲାଗି ବେଳେ ଏହି ଆଭୂଷଣର…