Day: 2 December 2022

କୋର୍ଟ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : କୋର୍ଟ ପରିସରରେ ଦେହରେ କିରାସିନି ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ। ଘଟଣାଟି ଘଟିଛି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ପରିସରରେ। ମହିଳା ଜଣଙ୍କ ଗଞ୍ଜାମ ଜିଲ୍ଲା ରେଗିଡ଼ି ଅଞ୍ଚଳର ବୋଲି ଜଣାଯାଇଛି।ଆଜି ସକାଳେ ମହିଳା ଜଣଙ୍କ…

ମୁଣ୍ଡ ନୁଆଁଲେ ଜିନପିଙ୍ଗ! କୋହଳ ହେବ ‘ଜିରୋ କୋଭିଡ୍‌ ନୀତି’

ଏଜେନ୍ସୀ : ବେଜିଂ : ରାଜନୀତିକ ସ୍ୱାଧୀନତା ଓ ଲକଡାଉନ ପ୍ରତ୍ୟାହାର ଦାବିରେ ଚାଇନାରେ ଚାଲିଥିବା ବିଶାଳ ବିକ୍ଷୋଭ ଆଗରେ ଶେଷରେ ମୁନ୍ଦ ନୂଆଁଇବାକୁ ରାଜି ହୋଇଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ । ଚାଇନାରେ ଲାଗୁ ହୋଇଥିବା ଜିରୋ କୋଭିଡ୍‌ନୀତି ବିରୋଧରେ…

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାର ମାଷ୍ଟରମାଇନ୍ଦ ଗୋଲ୍ଡୀ ବ୍ରାର ଅଟକ

ଏଜେନ୍ସୀ : କାର୍ଲିଫର୍ଣ୍ଣିଆ : ସିଙ୍ଗରରୁ ରାଜନେତା ବନିଥିବା ସିଦ୍ଧୁ ମୁସେୱାଲାଙ୍କ ନିର୍ମମ ହତ୍ୟା ଘଟଣାର ମାଷ୍ଟରମାଇନ୍ଦ ଗୋଲ୍ଡୀ ବ୍ରାର ଅଟକ । ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ କାର୍ଲିଫର୍ଣ୍ଣିଆ ପୁଲିସ୍‌ ଅଟକ ରଖିଥିବା ରିପୋର୍ଟ ପ୍ରକାଶ ପାଇଛି । ମୁସେୱାଲାଙ୍କ ହତ୍ୟା…

କୋର୍ଟ ବିସ୍ଫୋରଣର ଷଡ଼ଯନ୍ତ୍ରକାରୀ ହରପ୍ରୀତ ସିଂହକୁ ଧରିଲା ଏନଆଇଏ

ଏଜେନ୍ସୀ : ନୂଆଦିଲ୍ଲୀ : ପ୍ରାୟ ୧୧ ମାସ ପରେ ଧରା ପଡ଼ିଛି ଲୁଧିଆନା କୋର୍ଟ ବିସ୍ଫୋରଣର ଷଡ଼ଯନ୍ତ୍ରକାରୀ ହରପ୍ରୀତ ସିଂହ । ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ତାକୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରିଛି । ସେ…

୫୦ କିମି ଓ ୧୬ ସିଟ୍‌ : ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ଶୋ’

ଏଜେନ୍ସୀ : ଅହମଦାବାଦ : ଦୀର୍ଘ ୨୭ ବର୍ଷ ହେଲା ଗୁଜରାଟରେ ଭାଜପା କ୍ଷମତାରେ ରହିଛି । କିନ୍ତୁ ଚଳିତ ବିଧାନସଭା ନିର୍ବାଚନ ଦଳ ପାଇଁ ସମ୍ମାନର ଲଢ଼େଇ ଭାବେ ଉଭା ହୋଇଛି । ଏଥିପାଇଁ ଭାଜପା ପୂରା ଦମରେ ଭୋଟରଙ୍କୁ…

ଅର୍ଚ୍ଚନା ନାଗ ମାମଲା: ଫିଲ୍ମ ପ୍ରଯୋଜକ ଓ ଜମି ବ୍ୟବସାୟୀଙ୍କୁ ଘାଣ୍ଟୁଛି ଇଡି

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଓ ଜମି ବ୍ୟବସାୟୀ ପ୍ରଭାତ ରଂଜନ ପତି । ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ବିଷୟରେ ଜାଣିବା ପାଇଁ…

ପଞ୍ଚଲିଙ୍ଗେଶ୍ୱର ଶୈବପୀଠର ଲକ୍ଷାଧିକ ଟଙ୍କା ଲୁଟି ନେଲେ ଲୁଟେରା

ନିର୍ଭୟ ମିଡ଼ିଆ : ନିଳଗିରି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ଛାଡ଼ିଲେନି ଲୁଟେରା । ହୁଣ୍ଡି ବାକ୍ସ ଏବଂ ପଞ୍ଚଲଡ଼ୁ ଭୋଗ ଦୋକାନର ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା । ଏହି ଘଟଣା ଶ୍ରଦ୍ଧାଳୁଙ୍କୁ ଶକ୍ତ…

ନାଳରୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ନିର୍ଭୟ ମିଡ଼ିଆ : ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ବୌଦ୍ଧ-ମନମୁନ୍ଦା ବାଇପାସ୍‌ ନାଳରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଚିତ୍ତରଞ୍ଜନ ନାୟକ । ଆଜି ସକାଳେ ଚିତ୍ତ ରଞ୍ଜନଙ୍କ ମୃତଦେହ ବୌଦ୍ଧ-ମନମୁଣ୍ଡା…

ମାଳି ପର୍ବତ ବକ୍ସାଇଟ ମାଇନ୍ସ: ପରିବେଶ ମଞ୍ଜୁରୀ ପାଇଁ ପୁଣି ହେବ ଜନଶୁଣାଣି

ନିର୍ଭୟ ମିଡ଼ିଆ : କୋରାପୁଟ : କୋରାପୁଟ ଜିଲ୍ଲା ମାଳି ପର୍ବତ ବକ୍ସାଇଟ ମାଇନ୍ସର ପରିବେଶ ମଞ୍ଜୁରୀ ପାଇଁ ପୁଣି ଥରେ ହେବ ସାନି ଜନଶୁଣାଣି । ଆସନ୍ତା ୭ ତାରିଖ ସୁଦ୍ଧା ଏହି ଜନଶୁଣାଣି ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି…

ପଦ୍ମପୁରରେ ଆଜି ହାଇ ଭୋଲଟେଜ୍‌ ପ୍ରଚାର, ମଇଦାନକୁ ଓହ୍ଲାଇବେ ନବୀନ ଓ ଅପରାଜିତା

ନିର୍ଭୟ ମିଡ଼ିଆ : ବରଗଡ଼ : ଆଜି ହାଇଭୋଲଟେଜ୍‌ କ୍ୟାମ୍ପେନରେ କମ୍ପିବ ପଦ୍ମପୁର ଉପନିର୍ବାଚନ । ପ୍ରଚାର ପାଇଁ ଆଜି ପଦ୍ମପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଇକମାଳ ଓ ଝାରବନ୍ଧରେ ଜନସଭାରେ ଯୋଗ ଦେଇ ବିଜଦ ପ୍ରାର୍ଥୀଙ୍କ ପାଇଁ…