Day: 1 December 2022

ସରିଲା ଅଫତାବଙ୍କ ନାର୍କୋ ଟେଷ୍ଟ, ଚେତା ଫେରିଲେ ଜେଲ ଯିବ

ଏଜେନ୍ସୀ : ନୂଆଦିଲ୍ଲୀ : ଗୁରୁବାର ଦିଲ୍ଲୀର ରୋହିଣୀର ଏକ ହସପିଟାଲରେ ଶ୍ରଦ୍ଧା ୱାକରଙ୍କ ହତ୍ୟାକାରୀ ୨୮ ବର୍ଷୀୟ ଅଭିଯୁକ୍ତଙ୍କ ଅଫତାବ ଅମିନ ପୁନାୱାଲାଙ୍କ ନାର୍କୋ ଟେଷ୍ଟ ସରିଛି। ଅଫତାବଙ୍କୁ ଏବେ ଦୁଇ ଘଣ୍ଟା ଅବଜରଭେସନରେ ରଖାଯାଇଛି। ପରେ ତାଙ୍କୁ ସାଇକୋଲୋଜିକାଲ…

ଟ୍ରେନରେ ଫେରୁଥିଲେ ୨ ବୃଦ୍ଧ ଦମ୍ପତି, ନିଶା ଦେଇ ସବୁ ଲୁଟ୍

ନିର୍ଭୟ ମିଡ଼ିଆ :ବ୍ରହ୍ମପୁର : ପୁରୀ- ଗୁଣୁପୁର ଟ୍ରେନରେ ମାତିଲେ ଲୁଟେରା। ଏଥର ଲୁଟେରାଙ୍କ ଟାର୍ଗେଟରେ ପଡ଼ିଗଲେ ୨ ବୃଦ୍ଧ ଦମ୍ପତି। ଲୁଟେରା ସେମାନଙ୍କୁ ମିଠା ମିଠା କଥା କହି ନିଶା ଦେଇ ମୋବାଇଲଠୁ ଆରମ୍ଭ କରି ସବୁ ଲୁଟି ନେଇଥିବା…

ମମିତା ହତ୍ୟା ମାମଲା: ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଦୁଇ ଗିରଫ

ନିର୍ଭୟ ମିଡ଼ିଆ : ବଲାଙ୍ଗିର : ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ପୁଲିସ୍ ଆଉ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ ଓ ଅଧ୍ୟାପକ କୃତି…

ଟିକସ ଫାଙ୍କିବା ଅଭିଯୋଗରେ ୨ ଟ୍ରକ୍ ଜବତ, ୨ କୋଟି ଜୋରିମାନା

ନିର୍ଭୟ ମିଡ଼ିଆ : ବାରିପଦା : ଟିକସ ଫାଙ୍କିବା ମହଙ୍ଗା ପଡ଼ିଲା। ଏହି ଅଭିଯୋଗରେ ଦୁଇ ଟ୍ରକ୍କୁ ଜବତ କରାଯିବା ସହ ୨ କୋଟିର ଜୋରିମାନା ନିର୍ଦ୍ଦେଶ ଦିଆଯାଇଛି। ଗୁଟକା ଓ ପାନ ମସଲା ବୋଝେଇ କରି ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ…

ଧର୍ମାନ୍ତରଣ କଲେ ୧୦ ବର୍ଷ ଜେଲ, ମିଳିବନି ଜାମିନ

ଏଜେନ୍ସୀ : ଡେରାଡୁନ : ବେଆଇନ ଧର୍ମାନ୍ତରଣ ରୋକିବା ପାଇଁ ଉତ୍ତରାଖନ୍ଦ ସରକାର ଗୋଟିଏ କଡ଼ା ବିଲ୍‌ପାରିତ କରିଛନ୍ତି । ବିଧାନସଭାରେ ଏହି ବିଲ୍‌ପାରିତ ହୋଇଥିବା ବେଳେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେବ । ଧର୍ମାନ୍ତରଣକୁ ଏଣିକି ଗୋଟିଏ…

ଦିଲ୍ଲୀ ଅବକାରୀ ନୀତି ମାମଲା: ସାମ୍ନାକୁ ଆସିଲା କେସିଆରଙ୍କ ଝିଅ କବିତାଙ୍କ ନାଁ

ଏଜେନ୍ସୀ : ହାଇଦ୍ରାବାଦ : ଦିଲ୍ଲୀ ଅବାକରୀ ନୀତି ଦୁର୍ନୀତି ଘଟଣାରେ ଏବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଧାୟକ କବିତାଙ୍କ ନାଁ ଯୋଡ଼ି ହୋଇ ଯାଇଛି । ଅବକାରୀ ନୀତି ଦୁର୍ନୀତି ଘଟଣାରେ ତାଙ୍କ ଭୂମିକା ରହିଥିବାରୁ ଇଡି…

ଗୁଜରାଟର ୮୯ ଆସନ ପାଇଁ ଭୋଟି ଆରମ୍ଭ, ସିଲ୍‌ ହେବ ୭୮୮ ପ୍ରାର୍ଥୀଙ୍କ ଭାଗ୍ୟ

ଏଜେନ୍ସୀ : ଅହମଦାବାଦ : ଭାଜପାର ଗଡ଼ ଗୁଜରାଟରେ କିଏ ଗଠନ କରିବ ସରକାର? କ’ଣ ବିଜେପି ୨୭ ବର୍ଷ ହେଲା ଜାରି ରଖିଥିବା ବିଜୟ ଧାରାକୁ କାଏମ ରଖିବ ନା ବିରୋଧୀ ଏଥର କମବ୍ୟାକ କରିବେ? ଏ ପ୍ରଶ୍ନର ଉତ୍ତର…

ଭାରତ-ଆମେରିକା ଯୁଦ୍ଧାଭ୍ୟାସକୁ ଦେଖି ଚିନ୍ତାରେ ଚାଇନା

ଏଜେନ୍ସୀ : ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଏଲଏସିରେ ଭାରତ-ଆମେରିକା ମିଳିତ ଯୁଦ୍ଧାଭ୍ୟାସକୁ ନେଇ ଆପତ୍ତି ଉଠାଇଛି ଚାଇନା । ଏପରି ମିଳିତ ସମରାଭ୍ୟାସ ସୀମାରେ ଶାନ୍ତି ସ୍ଥାପନ ପାଇଁ କରାଯାଇଥିବା ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଙ୍ଘନ ବୋଲି ବେଜିଂ ଦାବି କରିଛି ।…

ଆଇଏସଆଇଏସ ମୁଖ୍ୟ ଅବୁ ହାସନ ନିହତ, ଘୋଷଣା ହେଲା ନୂଆ ମୁଖିଆଙ୍କ ନାଁ

ଏଜେନ୍ସୀ : ଦୁବାଇ : ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି ଆଇଏସଆଇଏସ୍‌ମୁଖ୍ୟ ଅବୁ ହାସନ ଅଲ-ହାଶିମି ଅଲ କୁ୍ୟରେସି । ଯୁଦ୍ଧରେ ଅବୁ ହାସନର ମୃତ୍ୟୁ ଘଟିଥିବା ଆତଙ୍କବାଦୀ ସଂଗଠନ ଆଇଏସଆଇଏ ସୂଚନା ଦେଇଛି । ସଂଗଠନର ଜଣେ ମୁଖପାତ୍ର କହିଛି…

ଭାଜପାରେ ଯୋଗ ଦେଲେ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ

ନିର୍ଭୟ ମିଡ଼ିଆ : ବରଗଡ଼ : ଭାଜପାରେ ଯୋଗ ଦେଲେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ । ଆଜି ପଦ୍ମପୁର ପୁରୋହିତ କଲ୍ୟାଣ ମନ୍ଦପରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଞ୍ଜୟ ଭୋଇ ହାତ ଛାଡ଼ି ପଦ୍ମ ଧରିଛନ୍ତି ।…