Month: October 2022

ୱାଟର ଫିଲଟର ପ୍ଲାଣ୍ଟରୁ କ୍ଲୋରିନ ଗ୍ୟାସ୍‌ ଲିକ

ଏଜେନ୍ସୀ : ଭୋପାଲ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ୨୮ ବର୍ଷ ପରେ ପୁଣି ଥରେ ହୋଇଛି ଗ୍ୟାସ୍‌ ଟ୍ରାଜେଡି । ଏଥିନିମନ୍ତେ ଲୋକେ ଖୁବ୍‌ ଭୟଭୀତ ହୋଇ ପଡ଼ିଛନ୍ତି । ଭୋପାଲର ଏକ ୱାଟର ଫିଲଟର ପ୍ଲାଣ୍ଟରୁ ନିର୍ଗତ କ୍ଲୋରିନ…

ପୋଲ ତଳକୁ ଖସିଲା ବାଇକ୍‌

ନିର୍ଭୟ ମିଡ଼ିଆ : ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ବାରିପଦା ଦେଉଳି ରାସ୍ତା ରକ୍ଷେତ୍ରପାଟଣା ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ପୋଲ ତଳକୁ ଏକ ବାଇକ୍‌ ଭାରସାମ୍ୟ ଖସି ପଡ଼ିବାରୁ ବାଇକ୍‌ ଚାଳକର…

ବନ୍ଧାହେଲେ ନକଲି ଡାକ୍ତର, ଜବତ ହେଲା ୨ଲକ୍ଷ ଟଙ୍କାର ମେଡିସିନ୍‌

ନିର୍ଭୟ ମିଡ଼ିଆ : ଦେବଗଡ : ଦେବଗଡ଼ ଜିଲ୍ଲା କଦମଦର୍ହ ଗାଁରେ ବେଆଇନ କ୍ଲିନିକ କରି ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତରକୁ ଗିରଫ କରିଛି ପୁଲିସ । ତାଙ୍କଠାରୁ ପ୍ରାୟ ୨ଲକ୍ଷ ଟଙ୍କାର ଔଷଧ ଜବତ କରାଯାଇଛି । ଅଭିଯୁକ୍ତ…

ହବିଷିଆଳୀ ଗାଇଲେ ନବୀନ ଭଜନ

ର୍ନିଭୟ ମିଡ଼ିଆ : ପୁରୀ : କାର୍ତ୍ତିକ ମାସରେ ଭଗବାନଙ୍କ ଭଜନ କୀର୍ତ୍ତନ ବଦଳରେ ହବିଷିଆଳୀ ଗାଇଲେ ନବୀନ ଭଜନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ହବିଷିଆଳୀମାନେ ଭଜନ ଗାନ କରିଛନ୍ତି । ହବିଷିଆଳୀଙ୍କ ପାଇଁ ହୋଇଥିବା ଶିବିରରେ ଜିଲ୍ଲାପାଳ…

ଗୁଣି ଗାରେଡ଼ି ସନ୍ଦେହରେ ୪ ଜଣଙ୍କୁ ନିର୍ଦ୍ଧୁମ ଛେଚିଲେ

ନିର୍ଭୟ ମିଡ଼ିଆ : ଆସିକା : ପ୍ରେତାତ୍ମା କଥାକୁ ବିଶ୍ୱାସ କରି ୪ ଜଣ ବ୍ୟକ୍ତିଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ନିର୍ଦ୍ଧୁମ ପିଟିଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଧିଆପଲ୍ଲୀ ଗାଁରେ…

କେରଳରେ ଦୁଇ ଓଡ଼ିଆ ଶ୍ରମିକ ମୃତ

ନିର୍ଭୟ ମିଡ଼ିଆ : ଭଞ୍ଜନଗର : କେରଳରେ ଦୁଇ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଏକଲପୁରର ସୁଶାନ୍ତ ନାୟକ ଓ କୁସନଗାଡ଼ିଆର ଶଙ୍କର ନାୟକ । ଛାତ ଭୁଶୁଡ଼ି ପଡ଼ିବାରୁ…

ମସଜିଦ ଉପରେ ଆଖି ବୁଜା ଗୁଳି ମାଡ଼ରେ ୧୫ ମୃତ

ଏଜେନ୍ସୀ : ତେହେରାନ୍‌ : ଇରାନର ସିରାଜ ସହରରେ ଗତକାଲି ସନ୍ଧ୍ୟାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ୧୦ ଜଣଙ୍କ ଅବସ୍ଥା ଗୁରୁତର ଅଛି । ୩ ବନ୍ଧୁକଧାରୀ ଏପରି ନାରକୀୟ କାଣ୍ଡ…

ଚଳନ୍ତା ଇ-ସ୍କୁଟରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡେଲିଭରୀ ବୟ

ଏଜେନ୍ସୀ :ଲକ୍ଷ୍ନୌ : ଚାହୁଁ ଚାହୁଁ ଜଳିଗଲା ଇ-ସ୍କୁଟର। ଚଳନ୍ତା ଇ-ସ୍କୁଟରରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲେ ଡେଲିଭରୀ ବୟ। ଏଭଳି କିଛି ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶ ନଏଡାର ସେକ୍ଟର-୭୩ରେ। ବିଗ୍ ବାସ୍କେଟରେ ଜଣେ ଡେଲିଭରୀ ବୟ ନିଜ ଇ-ସ୍କୁଟର୍ରେ କିଛି…

ଲାଇନଚ୍ୟୁତ ହେଲା ଟ୍ରେନର ୫୩ ବଗି

ଏଜେନ୍ସୀ : ନୂଆଦିଲ୍ଲୀ : ଝାଡଖଣ୍ଡର କୋଡର୍ମା ନିକଟରେ ବଡ ଦୁର୍ଘଟଣା। ଗୁରପା ରେଲୱେ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍। ପାଖାପାଖି ୫୩ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ…

ନୋଟ୍‌ରେ ରହୁ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ: କେଜ୍ରିୱାଲ

ଏଜେନ୍ସୀ : ନୂଆଦିଲ୍ଲୀ : ଭାରତୀୟ ନୋଟ୍‌ରେ ଗାନ୍ଧିଜୀଙ୍କ ସହ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରହିବା ଉଚିତ । ଏହା ଦ୍ୱାରା ସୁଖ ସମୃଦ୍ଧି ଆସିବ । ସମଗ୍ର ଦେଶବାସୀ ସେମାନଙ୍କ ଆଶୀର୍ବାଦ ପାଇବେ । ଭାରତ ବିକଶିତ ଦେଶ…