Month: October 2022

ତଣ୍ଟିରୁ ବାହାରିଲା ନଡ଼ିଆ ଆକାରର ଟ୍ୟୁମର

ଏଜେନ୍ସୀ : ନୂଆଦିଲ୍ଲୀ : ଜଣେ ବୃଦ୍ଧଙ୍କ ତଣ୍ଟିରେ ହୋଇଥିବା ନଡ଼ିଆ ଆକାରର ଗୋଟିଏ ଟ୍ୟୁମରକୁ ବାହାର କରିଛନ୍ତି ଡାକ୍ତରୀ ଟିମ୍‌ । ଅସ୍ତ୍ରୋପଚାର ଦ୍ୱାରା ଦିଲ୍ଲୀର ଗୋଟିଏ ଘରୋଇ ହସ୍ପିଟାଲରେ ଡାକ୍ତରମାନେ ବେଶ ସଫଳତାର ସହ ବିରାଟ ଟ୍ୟୁମରକୁ ବାହାର…

ଦଳୀୟ ନେତାଙ୍କ ବୟାନ ପାଇଁ କ୍ଷମା ମାଗିଲେ କାନିମୋଝୀ

ଏଜେନ୍ସୀ : ଚେନ୍ନାଇ : ଦଳୀୟ ନେତାଙ୍କ ଆପତ୍ତିଜନକ ବୟାନ ପାଇଁ କ୍ଷମା ମାଗିଛନ୍ତି ଡିଏମକେର ବରିଷ୍ଠ ନେତା କାନିମୋଝୀ । ଡିଏମକେର ଜଣେ ନେତା ଭାଜପାର ମହିଳା ନେତ୍ରୀମାନଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ । ଏହାକୁ ନେଇ…

ହିଜାବ ବିରୋଧୀ ଲୋକଙ୍କ ଉପରକୁ ଗୁଳିମାଡ଼: ୮ ମୃତ

ଏଜେନ୍ସୀ : ତେହେରାନ : ଇରାନରେ ଆରମ୍ଭ ହୋଇଥିବା ହିଜାବ ବିରୋଧୀ ଆନ୍ଦୋଳନ ଥମିବାର ନାଁ ନେଉନି । ବୁଧବାର ଠାରୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବାରୁ ସୁରକ୍ଷାକର୍ମୀଙ୍କ ଦମନ ଲୀଳା ଦେଖିବାକୁ ମିଳିଛି । ହିଜାବ ନ ପିନ୍ଧି…

ନନ୍ଦନକାନନରେ ହାତୀ ‘ପ୍ରେମା’ ଅସୁସ୍ଥ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ହାତୀ ପ୍ରେମା ଅସୁସ୍ଥ ହୋଇପଡ଼ିଛି । ତାର ଅବସ୍ଥା ଗୁରୁତର ରହିଛି । ଗତକାଲି ହାତୀଟି ଘାସ ଖାଉଥିବା ସମୟରେ ହଠା ତଳେ ପଡ଼ି ଅଚେତ…

ଡିସେମ୍ବର ପହିଲାରୁ କୋଣାର୍କରେ ଇକୋ ରିଟ୍ରିଟ୍‌

ନିର୍ଭୟ ମିଡ଼ିଆ : କୋଣାର୍କ : କୋଣାର୍କରେ ଡିସେମ୍ବର ପହିଲାରୁ ହେବ ଇକୋ ରିଟ୍ରିଟର ଚତୁର୍ଥ ସଂସ୍କରଣ । ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତ ହୋଇଥିବା ଗତକାଲି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଚଳିତବର୍ଷ ଇକୋ ରିଟ୍ରିଟ୍‌କୁ ଅଧିକ…

ପୁଣି ଜଣେ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୬ଟି ସ୍ଥାନରେ ରେଡ୍‌

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ଅଧିକାରୀଙ୍କ ଘରେ ପଶିଛି ଭିଜିଲାନ୍ସ । ଏଥର ଭିଜିଲାନ୍ସ ସ୍କାନରରେ ପଡ଼ିଥିବା ଅଧିକାରୀଜଣକ ହେଉଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଭୁବନେଶ୍ୱର…

ମୋ’ ସେବା କେନ୍ଦ୍ରରେ ହେବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବୁକିଂ

ନିର୍ଭୟ ମିଡ଼ିଆ : ଭୁବନେୱର : ରାଜ୍ୟର ସମସ୍ତ ମୋ’ ସେବା କେନ୍ଦ୍ରରେ ମିଳିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପାଇଁ ବୁକିଂ ସୁବିଧା । ଫଳରେ ଗାଡି ମାଲିକମାନେ ନିଜ ନିଜର ଗାଡି ପାଇଁ ନିକଟସ୍ଥ ମୋ’ ସେବା କେନ୍ଦ୍ରକୁ ଯାଇ…

ଯାତ୍ରା ଦେଖିବାକୁ ଯାଉଥିବା ୫ସାଙ୍ଗ ଉପରେ ଚଢ଼ିଗଲା ଟ୍ରକ

ନିର୍ଭୟ ମିଡ଼ିଆ : ଖଲ୍ଲିକୋଟ : ଯାତ୍ରା ଦେଖିବା ସହ ମଜାମସ୍ତି କରିବାକୁ ଘରୁ ବାହାରିଥିଲେ ୫ ସାଙ୍ଗ । ୨ଟି ଗାଡ଼ିରେ ନିଶବ୍ଦ ରାତିରେ ସେମାନେ ଯାତ୍ରା ସ୍ଥଳ ଅଭିମୁଖେ ବାହାରିଥିଲେ । ମାତ୍ର ସେମାନଙ୍କ ହସଖୁସି ବେଶି ସମୟ…

ମଝି ଆକାଶରେ ମାଡ଼ ହେଲା ପକ୍ଷୀ, ଏମରଜେନ୍ସି ଲ୍ୟାଣ୍ଡିଂ କଲା ବିମାନ

ଏଜେନ୍ସୀ : ନୂଆଦିଲ୍ଲୀ : ମଝି ଆକାଶରେ ବିମାନ ସହ ମାଡ ହେଲା ପକ୍ଷୀ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଅହମ୍ମଦାବାଦରୁ ଦିଲ୍ଲୀ ଯାଉଥିବା ଆକାଶ ଏୟାର ବିମାନରେ ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି । ଫଳରେ ଦିଲ୍ଲୀ ବିମାନବନ୍ଦରରେ ଏହାର…

ହେଟ୍ ସ୍ପିଚ୍ ମାମଲା: ଆଜମ ଖାନ ଦୋଷୀ ସାବ୍ୟସ୍ତ

ଏଜେନ୍ସୀ : ଲକ୍ଷ୍ନୌ : ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନ୍। ତାଙ୍କୁ ତିନୋଟି ଧାରାରେ ରାମପୁର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ହେପାଜତକୁ ନିଆଯାଇଛି।…