Month: October 2022

ଉତ୍ତରକାସୀରେ ଦୁର୍ଘଟଣା, ଧସିଲା ବରଫ ଅତଡା,

ଉତ୍ତରକାସୀ ୪।୧୦: ଉତ୍ତରାଖଣ୍ଡରେ ପାଗ କଡ ଲେଉଟେଇଛି। ପାହାଡରେ ବରଫ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ନେହେରୁ ପର୍ବତାରୋହଣ ସଂସ୍ଥାନ ଏକ ପ୍ରଶିକ୍ଷଣ ଦଳ ଦ୍ରୌପଦୀ କା ଡାଣ୍ଡାରେ ହୀମସ୍ଖଳନରେ ଫଶି ଯାଇଛନ୍ତି। ପ୍ରଶିକ୍ଷଣାର୍ଥୀଙ୍କ ମଧ୍ୟରୁ ୨୯ ଜଣ କ୍ରେୱାସ୍ ଫଶି…

ଭୁଶୁଡିଲା ଡମଣା ପୂଜା ତୋରଣ । ଅଳ୍ପକେ ବର୍ତ୍ତିଗଲେ ପଥଚାରୀ ଏବଂ ବାଇକ ଆରୋହୀ

ପୂଜାରେ ଅଘଟଣ । ଭୁଶୁଡିଲା ଡମଣା ପୂଜା ତୋରଣ । ଅଳ୍ପକେ ବର୍ତ୍ତିଗଲେ ପଥଚାରୀ ଏବଂ ବାଇକ ଆରୋହୀ । ଖବର ଅନୁଯାୟୀ , ଡମଣା ଛକରେ ଥିବା ତୋରଣର ଗେଟ୍‌ ଆଜି ବର୍ଷା ପବନ ସାଙ୍ଗକୁ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା…

ପୁରୀରେ ରାଷ୍ଟ୍ରୀୟ ବେଦ ବିଦ୍ୟାଳୟ ଲୋକାର୍ପିତ, ଶ୍ରୀଜଗନ୍ନାଥ ଆଦର୍ଶ ବେଦ ବିଦ୍ୟାଳୟ ନାମରେ ନାମିତ

ପୁରୀରେ ରାଷ୍ଟ୍ରୀୟ ବେଦ ବିଦ୍ୟାଳୟ ଲୋକାର୍ପିତ ହୋଇଛି। ଏହି ବେଦ ବିଦ୍ୟାଳୟ, ଶ୍ରୀଜଗନ୍ନାଥ ଆଦର୍ଶ ବେଦ ବିଦ୍ୟାଳୟ ନାମରେ ନାମିତ ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଆଦର୍ଶ ବେଦ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି। ଶ୍ରୀସଦାଶିବ ପରିସରରେ ଅସ୍ଥାୟୀ…

ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା

ଦୁର୍ଗତୀନାଶିନୀ ମାଆ ଦୁର୍ଗାଙ୍କ ପୂଜା ପାଇଁ ଚାରିଆଡେ ଉତ୍ସବର ମାହୋଲ । କମ୍ପୁଛି ପୁରା ପରିବେଶ । ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । ମଣ୍ଡପରେ ମାଆଙ୍କର ଅଷ୍ଟମୀ ପୂଜା କରାଯାଉଛି । ଅଷ୍ଟମୀରେ ମାଆଙ୍କର ସନ୍ଧି ପୂଜା କରାଯାଏ ।…

ମା’ ମାଣିକେଶ୍ୱରୀଙ୍କର ଆଜି ପ୍ରସିଦ୍ଧ ଛତର ଯାତ୍ରା

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କର ଆଜି ପ୍ରସିଦ୍ଧ ଛତର ଯାତ୍ରା। ଭବାନୀପାଟଣା ଜେନାଖାଲରୁ ଛତର ଉଠିବା ପରେ ସହରର ମୁଖ୍ୟ ରାସ୍ତାରେ ଶହଶହ କୁକଡ଼ା, ବୋଦା ଓ ଛେଳି ବଳି ପଡ଼ିଥିଲା। ଏତେ ସଂଖ୍ୟାରେ ପଶୁବଳି ଯୋଗୁ ରକ୍ତରଂଜିତ ହୋଇଥିଲା…

ସୋମବାର ରାତିରୁ ବର୍ଷା ପରିମାଣ ବଢ଼ିବ। ୪ ଓ ୫ରେ ସମସ୍ତ ଉପକୂଳ ଜିଲ୍ଲାରେ ଭାରୀ ବର୍ଷା ହେବ। ଦୁଇ ଦିନରେ ପ୍ରାୟ ୧୩୦ ମିଲିମିଟର ବର୍ଷା ହେବାର ସମ୍ଭାବନା

ସୋମବାରଠାରୁ ରାଜ୍ୟରେ ବର୍ଷା ବଢ଼ିବ। ୩ ଓ ୪ ତାରିଖ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷିବ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍‌ଡି) ଏଭଳି ପୂର୍ବାନୁମାନ କରିଛି। ବର୍ଷା ଯୋଗୁ ପୂଜା ମଉଜ ଫିକା ପଡ଼ିବାର ଆଶଙ୍କା ବଢ଼ିଲାଣି।…

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି

ଘୋଷଣା ହେଲା ଉପନିର୍ବାଚନ ତାରିଖ। ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ । ଏନେଇ ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, କିଛି ଦିନ ତଳେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା ।…

ବାୟୁସେନାରେ ସାମିଲ ହେଲା ସ୍ୱଦେଶୀ ଯୋଦ୍ଧା

ବଢିବ କ୍ଷମତା । ଆହୁରୀ ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ଏହିକ୍ରମରେ ସାମିଲ ହେବ ସ୍ୱଦେଶୀ ହାଲୁକା ଯୁଦ୍ଧ ହେଲିକପ୍ଟର । ଏହି ହେଲିକପ୍ଟରରେ ମିଶାଇଲ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯିବାର ସାମର୍ଥ୍ୟ ରହିଛି । ହିନ୍ଦୁସ୍ତାନ ଏରୋନେଟିକ୍ସ…

ବିଜଦ ପଦ୍ମପୁର ବିଧାୟକ ବିଜୟ ରଂଜନଙ୍କ ପରଲୋକ

ବିଜଦର ବରିଷ୍ଠ ନେତା ତଥା ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥତା ଥିବାରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମୃତୁ୍ୟବେଳକୁ…

ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ଏଜେନ୍ସୀ : ନୂଆଦିଲ୍ଲୀ ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଦେଶବ୍ୟାପୀ ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଛି। ବିଶେଷ କରି ରାଜଘାଟରେ ଥିବା ଗାନ୍ଧୀଜୀଙ୍କ ସମାଧିସ୍ଥଳରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ,…