Month: October 2022

ବଲିଉଡ୍‌ର ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କ ପରଲୋକ

ଏଜେନ୍ସୀ : ମୁମ୍ବାଇ : ବଲିଉଡ ଜଗତର ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କର ଆଜି ପରଲୋକ ଘଟିଛି । ହିନ୍ଦୀ ସିନେମା ଜଗତରେ ଅରୁଣ ଏକ ଜଣାଶୁଣା ନାଁ ଥିଲେ । ତାଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କଠାରୁ ଆରମ୍ଭ କରି ଅଭିନେତା…

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସତ୍ୟପାଲ ମଲିକ୍, କହିଲେ ବର୍ତ୍ତମାନ ମୁଁ ଚିନ୍ତା ମୁକ୍ତ

ବୁଲନ୍ଦସହର ୭/୧୦: ଅବସର ପରେ ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଅଧିକ ଆକ୍ରମଣାତ୍ମକ ହୋଇପଡିଛନ୍ତି । ସତ୍ୟପାଲ ମଲିକ କହିଛନ୍ତି ଯେ ମୁଁ ଇସ୍ତଫା ଦେବା ପରେ ବର୍ତ୍ତମାନ ମୁଁ ଚିନ୍ତା ମୁକ୍ତ । ଏବେ ମୋ ଇଚ୍ଛା ଯାହା…

ନଭେମ୍ୱର ୩ ତାରିଖରେ ଧାମନଗର ଉପନିର୍ବାଚନ ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ

ଭଦ୍ରକ ୦୭/୧୦: ନଭେମ୍ୱର ୩ ତାରିଖରେ ଧାମନଗର ଉପନିର୍ବାଚନ । ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ ହେବ । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ଅଧିକାରୀ ଭଦ୍ରକ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ ।…

ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲ୍ଲା ମାଲ ନଦୀରେ ଭସାଣି ବେଳେ ଆସିଲା ବନ୍ୟା, ୭ ମୃତ, ବହୁ ନିଖୋଜ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

କୋଲକାତା: ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲ୍ଲାର ମାଲ ନଦୀରେ ବୁଧବାର ରାତି ପ୍ରାୟ ୯ଟା ବେଳେ ମା’ ଦୁର୍ଗାଙ୍କ ବିସର୍ଜନ ଉତ୍ସବ ଚାଲିଥିବାବେଳେ ବନ୍ୟା ଜଳ ଆସିବାରୁ ଭାସିଯାଇ ୭ଜଣଙ୍କ ମୃତ୍ୟୁ ହୋଇଥିବା ଏକ ସୂତ୍ରରୁ ଜଣାପଡିଛି। ତେବେ ସେଠାରେ ଥିବା ଅନେକ…

ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା କଟକରେ ଆରମ୍ଭ

କଟକ: ମା ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା କଟକରେ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା। କଟକ ସହର ଏବେ ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଛି। ବିଭିନ୍ନ ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ…

ଭାରତୀୟ ବଂଶୋଦ୍ଭବ ପରିବାରର ୪ଜଣ ସଦସ୍ୟଙ୍କୁ କାଲିଫର୍ଣ୍ଣିଆର ଫଳ ବଗିଚାରୁ ମୃତାବସ୍ଥାରେ ଉଦ୍ଧାର

ନୂଆଦିଲ୍ଲୀ: ନିଖୋଜ ହୋଇଯାଇଥିବା ଜଣେ ୮ ମାସର ଝିଅ ସମେତ ଆମେରିକାସ୍ଥିତ ଭାରତୀୟ ବଂଶୋଦ୍ଭବ ପରିବାରର ୪ଜଣ ସଦସ୍ୟଙ୍କୁ କାଲିଫର୍ଣ୍ଣିଆର ଗୋଟାଏ ଫଳ ବଗିଚାରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା କଥା ବିଭିନ୍ନ ରିପୋର୍ଟରୁ ସଂଗ୍ରହ କରି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’…

ଆଜିଠାରୁ ଶ୍ରୀମନ୍ଦିରରେ ବାଳଧୂପ ଏବଂ ରାଧାଦାମୋଦର ବେଶ ଅନୁଷ୍ଠିତ…ଲାଗି ହେବ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ .

ପୁରୀ ୦୬।୧୦: ଆଜିଠାରୁ ଶ୍ରୀମନ୍ଦିରରେ ବାଳଧୂପ ଏବଂ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ। କାର୍ତ୍ତିକ ମାସରେ ଶ୍ରୀଜୀଉମାନଙ୍କ ରାଧା ଦାମୋଦର ବେଶ ହୋଇଥାଏ। ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ। ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ,…

ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା। ଭସାଣୀ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି

ଭୁବନେଶ୍ୱର ୦୬।୧୦: ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା। ଦଶହରାରେ ମା’ଙ୍କ ଘଟ ବିସର୍ଜନ ସରିଛି । ଭସାଣୀ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସେଥିପାଇଁ ଟ୍ବିନ ସିଟିରେ ବ୍ୟାପକ ଆୟୋଜନ । ଘଣ୍ଟ ଘଣ୍ଟା ସହ ପାରମ୍ପରିକ…

ଗୁରୁବାର ମେକ୍ସିକୋରେ ଆଖିବୁଜା ଗୁଳିମାଡ ହୋଇଥିବା ଘଟଣାରେ ଡ୍ରଗ୍ସ ତସ୍କରୀଙ୍କ ହାତ ଥିବା ଅନୁମାନ

ମେକ୍ସିକୋ : ଆମେରିକାରେ ଗୁଳିମାଡର ପ୍ରଭାବ ଏବେ ପଡୋଶୀ ଦେଶରେ ମଧ୍ୟ ଦେଖିବାକୁ ମିଳିଛି । ଗୁରୁବାର ମେକ୍ସିକୋରେ ଆଖିବୁଜା ଗୁଳିମାଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମେକ୍ସିକୋ ସିଟି ହଲରେ ଆତତାୟୀ ଗୁଳିମାଡ କରିଥିଲେ । ଯେଉଁଥିରେ ମେୟରଙ୍କ…

ଆଜନ ପାଇଁ ଅଟକିଲେ ଅମିତ ଶାହ।

ଜମ୍ମୁ: ଆଜନ ପାଇଁ ଅଟକିଲେ ଅମିତ ଶାହ। କଶ୍ମୀର ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାରମୁଲ୍ଲାରେ ଗତକାଲି ଭାଷଣ ଦେଉଥିବା ବେଳେ ମସଜିଦ୍‌ରେ ଆଜନ ସ୍ୱର ଆସିବା ପରେ ଶାହ ନିଜ ଭାଷଣକୁ ଅଟକାଇ ଦେଇଥିଲେ। ଯେତେବେଳେ ଶାହ…