Month: October 2022

ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ଫୁଟି ବାଳକ ଗୁରୁତର

ନିର୍ଭୟ ମିଡ଼ିଆ : ଢେଙ୍କାନାଳ : ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ବିସ୍ଫୋରଣ ହେବାରୁ ଜଣେ ୧୧ ବର୍ଷର ବାଳକ ଗୁରୁତର ହୋଇଛି । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ଗାଁରେ ।…

ଆଜି ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ମା’ ସମଲେଇ

ନିର୍ଭୟ ମିଡ଼ିଆ : ସମ୍ବଲପୁର ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କର ଆଜି ରାଜରାଜେଶ୍ୱରୀ ବେଶ । ସନ୍ଧ୍ୟାରେ ଆଜି ଆଳତି ସହ ଧ୍ୱଜାରୋହଣ ଅନୁଷ୍ଠିତ ହେବ । ମନ୍ଦିର ଚୂଡ଼ାରେ ଲାଗିଥିବା ପତାକା ବା ଧ୍ୱଜାକୁ ପରିବର୍ତ୍ତନ କରାଯାଇ ନୂଆ…

ହାତୀ ମୃତ୍ୟୁ ପରେ ଚେତିଲା ବନ ବିଭାଗ ; ଯୋଡ଼ାରେ ଲାଗିଲା ହ୍ୟାଙ୍ଗିଂ ସୋଲାର ଫେନ୍ସି

ନିର୍ଭୟ ମିଡ଼ିଆ : କେନ୍ଦୁଝର : କେନ୍ଦୁଝର ଯୋଡ଼ାରେ ଟ୍ରେନ୍‌ ଧକ୍କାରେ ୩ଟି ହାତୀଙ୍କ ମୃତ୍ୟୁ ଘଟଣା ପରେ ଚେତିଛି ବନ ବିଭାଗ । ରେଳ ଧାରଣା ନିକଟରେ ଟ୍ରେଞ୍ଚ ଖୋଳା ଯିବା ସହ ଲଗାଯାଇଛି ହ୍ୟାଙ୍ଗିଂ ସୋଲାର ଫେନ୍ସି ।…

ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ, ସତର୍କ କଲା ପାଣିପାଗ କେନ୍ଦ୍ର

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବର୍ଷାରେ ଭିଜିଲା କୁମାର ପୂର୍ଣ୍ଣିମା । ଆଜି ଉପକୂଳ ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରରୁ…

ଗୁଜରାଟ ଉପକୂଳରେ ପାକିସ୍ତାନୀ ବୋଟ, ଧରା ପଡ଼ିଲା ୩୬୦ କୋଟି ଟଙ୍କାର ହେରୋଇନ୍

ଏଜେନ୍ସୀ : ଅହମଦାବାଦ : ପୁଣିଥରେ ଗୁଜରାଟ ଉପକୂଳରୁ ଜବତ ହୋଇଛି ୩ ଶହ କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ। ତଟରକ୍ଷୀ ବାହିନୀ ଓ ଗୁଜରାଟ ଏଟିଏସ୍ ମିଳିତ ଭାବେ ଅପରେସନ କରି ଗୋଟିଏ ପାକିସ୍ତନୀ ବୋଟ୍କୁ କାବୁ କରିଥିଲେ। ଯାଞ୍ଚ…

ଲିଙ୍କ ଖୋଲୁ ଖୋଲୁ ଆକାଉଣ୍ଟରୁ ଗାଏବ୍ ସାଢ଼େ ୪ ଲକ୍ଷ

ନିର୍ଭୟ ମିଡିଆ : ପାରାଦୀପ : ଲିଙ୍କ ଖୋଲୁ ଖୋଲୁ ଆକାଉଣ୍ଟରୁ ଗାଏବ୍ ହୋଇଗଲା ସାଢ଼େ ୪ ଲକ୍ଷ। ଛତିଶଗଡ଼ରେ ସାଇବର ଠକେଇର ଶିକାର ହେଲେ ଜଗତସିଂହପୁର ଜିଲ୍ଲାର ଜଣେ ଯୁବକ। ମୋବାଇଲକୁ ଆସିଥିବା ଲିଙ୍କକୁ ଖୋଲିବାରୁ ଆକାଉଣ୍ଟରୁ ଉଡ଼ିଗଲା ସାଢ଼େ…

ବାଲ୍ୟ ବିବାହ କ୍ଷେତ୍ରରେ ସବୁଠାରୁ ଆଗରେ ଝାଡ଼ଖଣ୍ଡ

ଏଜେନ୍ସୀ : ନୂଆଦିଲ୍ଲୀ : ଭାରତରେ ବାଲ୍ୟ ବିବାହ ହେଉଛି ବେଆଇନ। ବାଲ୍ୟ ବିବାହ ଧରାପଡ଼ିଲେ ଆଇନଗତ ଦଣ୍ଡ ମଧ୍ୟ ରହିଛି। ତଥାପି ଦେଶରେ ଏହି ବ୍ୟାଧିକୁ ରୋକି ହେଉନି। ବାଲ୍ୟ ବିବାହ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଝାଡ଼ଖଣ୍ଡ। କେନ୍ଦ୍ରଗୃହମନ୍ତ୍ରଣାଳୟ…

ଘର ଭିତରେ ମଦର ଭଣ୍ଡାର , ଖସିଗଲେ ମାଫିଆ

ନିର୍ଭୟ ମିଡ଼ିଆ : ଆଠଗଡ଼ : ବାହାରୁ ଦେଖିଲେ ସୁନ୍ଦର ଦୁଇ ମହଲା ଘର, ଆଉ ଭିତରେ ଚାଲିଛି ଦେଶି ମଦର କୁଟିର ଶିଳ୍ପ । ଘର ଭିତରେ ବ୍ୟାରେଲ ବ୍ୟାରେଲ ମଦ । ଯୁଆଡେ ଆଖିବୁଲାଇବ ସିଆଡେ ଥୁଆ ହୋଇଛି…

ବାୟୁ ସେନାର ଜନ୍ମଦିନରେ ନୂଆ ବ୍ରାଞ୍ଚ ଭେଟିଦେଲେ କେନ୍ଦ୍ର ସରକାର

ଏଜେନ୍ସୀ : ନୂଆଦିଲ୍ଲୀ : ଆଜି ଭାରତୀୟ ବାୟୁ ସେନାର ୯୦ ତମ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ଏକ ନୂଆ ବ୍ରାଞ୍ଚ ଭେଟି ଦେଇଛନ୍ତି । ବାୟୁସେନା ଅଧିକାରୀ(ଆଇଏଫ)ଙ୍କ ଲାଗି ‘ୱିପନ ସିଷ୍ଟମ ବ୍ରାଞ୍ଚ’ ଖୋଲିବା ଲାଗି କେନ୍ଦ୍ର ସରକାର…

କେରଳରୁ ୧୨ଶହ କୋଟିର ହିରୋଇନ ଜବତ

ଏଜେନ୍ସୀ : ଥିରୁଅନନ୍ତପୁରମ୍‌ : କେରଳରେ ନାର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ (ଏନସିବି)ଏବଂ ନୌସେନା ପକ୍ଷରୁ ୨ଶହ କେଜିରୁ ଅଧିକ ହିରୋଇନକୁ ଜବତ କରାଯାଇଛି । ଏହା ଏକ ଇରାନୀ ଜାହାଜରୁ ମିଳିଛି । ଆଫଗାନିସ୍ତାନରୁ ଏହି ଜାହାଜରେ ଭାରତ ଆସୁଥିଲା ଏହି…