Month: October 2022

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ

ଏଜେନ୍ସୀ : ନୂଆଦିଲ୍ଲୀ : ଆଜି ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଏହି ଅବସରରେ ୩ ଅର୍ଥନୀତିଜ୍ଞଙ୍କୁ ମିଳିତ ଭାବେ ଏହି ନୋବେଲ ପୁରସ୍କାର ମିଳିବା ନେଇ ମୋହର ବାଜିଛି। ସେମାନେ ହେଲେ ବେନ୍ ବେର୍ଣ୍ଣାଙ୍କେ, ଡଗଲାସ୍ ଡାଇମଣ୍ଡ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ‘ସୈତାନ’ ସହ ତୁଳନା କଲା ଶିବସେନା

ଏଜେନ୍ସୀ : ମୁମ୍ବାଇ : ଶିବସେନାର ନିର୍ବାଚନୀ ଚିହ୍ନ ଧନୁ ଓ ତୀରକୁ ରଦ୍ଦ କରିଛନ୍ତି ନିର୍ବାଚନ କମିସନ । ଶିବସେନାର ପ୍ରକୃତ ମାଲିକାନାକୁ ନେଇ ଉଭୟ ସିନ୍ଦେ ଓ ଉଦ୍ଧବଙ୍କ ଗୋଷ୍ଟୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ଏନେଇ…

ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ଏଜେନ୍ସୀ : ଶ୍ରୀନଗର : ନିପାତ ହେଲେ ୨ ଆତଙ୍କବାଦୀ । ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାରେ ସୋମବାର ଭୋରୁ ସୁରକ୍ଷାକର୍ମୀ -ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନଙ୍କ ସମ୍ପର୍କରେ…

ଭୟଙ୍କର ଭୂସ୍ଖଳନ, ୨୨ ମୃତ

ଏଜେନ୍ସୀ : ନୂଆଦିଲ୍ଲୀ : ପ୍ରବଳ ବର୍ଷା ପରେ ଭୟଙ୍କର ଭୂସ୍ଖଳନ । ନଦୀ କୂଳ ଲଙ୍ଘିବାରୁ କେନ୍ଦ୍ରୀୟ ଭେନଜୁଏଲାରେ ବ୍ୟାପକ ଭୂସ୍ଖଳନ ହୋଇଛି । ଏଥିରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି ।…

ଆଜିଠୁ ଗଜଲକ୍ଷ୍ମୀ ପୂଜା, ଦୁଲୁକୁଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲା

ନିର୍ଭୟ ମିଡ଼ିଆ : ଢେଙ୍କାନାଳ/ କେନ୍ଦ୍ରାପଡ଼ା : ଦୁଲୁକୁଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲା । ଆଜିଠାରୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିବା ବେଳେ ଏଥିନିମନ୍ତେ ଏହି ୨ ଜିଲ୍ଲା ବେଶ୍‌ ଉତ୍ସବମୁଖର ହୋଇଉଠିଛି । ତୁଳସୀକ୍ଷେତ୍ର କେନ୍ଦ୍ରାପଡା ସମେତ…

ଭିଡ଼ ଯୋଗୁ ଅତିଷ୍ଠ ଯାତ୍ରୀ ଟ୍ରେନ୍‌କୁ ଅଟକାଇଦେଲେ

ନିର୍ଭୟ ମିଡ଼ିଆ : ଭଦ୍ରକ : ଟ୍ରେନ୍‌ ଜାମ୍‌ଥିବାରୁ ଅତିଷ୍ଠ ହେଲେ ଯାତ୍ରୀ । ନିଜ ଲକ୍ଷ୍ୟପଥରେ ଯିବାକୁ ଟ୍ରେନ୍‌ଚଢ଼ି ନ ପାରିବାରୁ ଉତ୍ତ୍ୟକ୍ତ ଯାତ୍ରୀ ଟ୍ରେନ୍‌କୁ ଅଟକାଇଦେଲେ । ବାଲେଶ୍ୱର -ଭୁବନେଶ୍ୱର ମେମୁ ଟ୍ରେନକୁ ଆଜି ସକାଳୁ ଦୁଲାଖାପାଟଣା ଷ୍ଟେସନରେ…

ଜମିରେ ପାଣି ମଡ଼ାଉଥିଲେ ଚାଷୀ, ମାରିଲା କରେଣ୍ଟ

ନିର୍ଭୟ ମିଡ଼ିଆ : ବଲାଙ୍ଗିର : ନିଜ ଜମିରେ ପାଣି ମଡ଼ାଉଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଆଖି ବୁଜିଛନ୍ତି ଚାଷୀ । ହେଲେ ପରିବାର ଲୋକେ ହତ୍ୟା ଅଭିଯୋଗ ପରି ସଙ୍ଗୀନ ଆରୋପ ଲଗାଇଛନ୍ତି । ଏପରି ଏକ…

ମୋକିମଙ୍କୁ ଆଶ୍ୱସ୍ତି: ଜାମିନ ମଞ୍ଜୁର, ୧୩ରେ ପରବର୍ତ୍ତୀ ଶୁଣାଣି

ନିର୍ଭୟ ମିଡ଼ିଆ : କଟକ : ଓଆରଏଚ୍‌ଡିସି ଦୁର୍ନୀତି ମାମଲାରେ ମେଟ୍ରୋ ବିଲ୍‌ଡର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏମ୍‌ଡି ତଥା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ଭିଜିଲାନ୍ସ କୋର୍ଟଙ୍କ ଦ୍ୱାରା ହୋଇଥିବା ଦଣ୍ଡାଦେଶ ବିରୋଧରେ ମୋକିମ ହାଇକୋର୍ଟଙ୍କ…

ଉତ୍ତର ପ୍ରଦେଶରେ ବନ୍ୟା ପରିସ୍ଥିତି ,ଗଲାଣି ୩୪ ଜୀବନ

ଏଜେନ୍ସୀ : ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଉଦ୍‌ବେଗନକ ରହିଛି । ବନ୍ୟାରେ ପ୍ରାୟ ଏଯାବତ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରାଜଧାନୀ…

ମୁଲାୟମ ସିଂହଙ୍କ ପରଲୋକ

ଏଜେନ୍ସୀ : ଲକ୍ଷ୍ନୌ : ଆଉନାହାନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ୮୨ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି । କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା…