Month: October 2022

ଜାତିସଂଘରେ ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ବର୍ଷିଲା ଭାରତ

ଏଜେନ୍ସୀ : ନୂଆଦିଲ୍ଲୀ : ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଛି ପାକସ୍ତାନ । ତେବେ ଭାରତ ପାକିସ୍ତାନଙ୍କୁ କଡା ଜବାବ ଦେଇ ମୁହଁ ବନ୍ଦ କରିଦେଇଛି । ମିଳିତ ଜାତିସଂଘର ସାଧରଣ ପରିଷଦ ବୈଠକରେ…

ହବିଷ୍ୟାଳିଙ୍କୁ ବୃନ୍ଦାବତି ନିବାସରୁ କଲ୍ୟାଣମଣ୍ଡପକୁ ସ୍ଥାନାନ୍ତର

ନିର୍ଭୟ ମିଡ଼ିଆ : ପୁରୀ : କରୋନା କଟକଣା ଯୋଗୁ ୨ ବର୍ଷ ବନ୍ଦ ରହିବା ପରେ ଏଥର ପୁରୀରେ ଜମିଛି ହବିଷ୍ୟାଳିଙ୍କ ଭିଡ଼ । କାର୍ତ୍ତିକ ବ୍ରତ ଆରମ୍ଭରୁ ପୁରୀକୁ ହବିଷ୍ୟାଳିଙ୍କ ଆଗମନ ହେଉଛି । କାର୍ତ୍ତିକ ମାସରେ ମହାପ୍ରଭୁଙ୍କ…

ଏଥର ଦୀପାବଳିରେ ସୂର୍ଯ୍ୟପରାଗ, କାର୍ତ୍ତିକ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଏବର୍ଷ ଦୀପାବଳି ଦିନ ଅର୍ଥାତ୍‌ ଅକ୍ଟୋବର ୨୫ ତାରିଖରେ ପଡୁଛି କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟପରାଗ । ଏହି ସମୟରେ ପାକତ୍ୟାଗ ଓ ଦେବ ନୀତି ନିଷେଧ ଥିବାରୁ ରାଜ୍ୟବାସୀ କିଭଳି ପାଳିବେ ତାକୁ…

ଓକିଲଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି କାମାକ୍ଷାନଗର ବନ୍ଦ

ନିର୍ଭୟ ମିଡ଼ିଆ : ଢେଙ୍କାନାଳ : ଜଣେ ଓକିଲଙ୍କୁ ମରଣାତ୍ମକ ଆକ୍ରମଣକୁ ୧୫ ଦିନ ବିତି ସାରିଥିଲେ ବି ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରୁନି । ଓକିଲଜଣକ ମରଣ ସହ ସଂଘର୍ଷ କରୁଥିବା ବେଳେ ପୁଲିସ୍‌ଟାଳଟୁଳ ନୀତି ଅବଲମ୍ବନ କରୁଛି ।…

କେନାଲରେ ୩ଜଣ ନିଖୋଜ ଘଟଣା: ମିଳିଲା ୨ଜଣଙ୍କ ମୃତଦେହ

ନିର୍ଭୟ ମିଡ଼ିଆ : ଚୌଦ୍ୱାର : କଟକ ଜିଲ୍ଲା ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ୩ଜଣ ଭାସିଯିବା ଘଟଣାରେ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକମାନେ ତ୍ରିଲୋଚନ ମହଲା ଓ ବାଦଲ ସାହୁ । ତ୍ରିଲୋଚନଙ୍କ…

ହିଜାବ ବିବାଦ: ଭିନ୍ନ ମତ ରଖିଲେ ଦୁଇ ଜଣିଆ ଖଣ୍ଡପୀଠ

ଏଜେନ୍ସୀ : ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ବିବାଦକୁ ନେଇ ଆଜି ସୁପ୍ରିମକୋର୍ଟରେ ହୋଇପାରିଲାନି ଶୁଣାଣି । ୨ ଜଣିଆ ଖଣ୍ଡପୀଠଙ୍କ ଭିନ୍ନ ମତ ହେତୁ ମାମଲା ବଡ ବେଞ୍ଚକୁ ଯାଇଛି । ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠକୁ…

ତୀର୍ଥଯାତ୍ରୀ ବସ୍‌କୁ ଧକ୍କା ଦେଲା କଣ୍ଟେନର

ନିର୍ଭୟ ମିଡ଼ିଆ : ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ୍‌ ନିକଟରେ ଆଜି ଭୋରରୁ ସଡ଼କ ଦୁର୍ଘଟଣା ଘଟିଛି । ଏକ ତୀର୍ଥଯାତ୍ରୀ ବସ୍‌କୁ କଣ୍ଟେନର ପଛପଟୁ ଧକ୍କା ଦେବାଫଳରେ ୭ଜଣ…

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ , ୨ଯାତ୍ରୀବାହୀ ଟ୍ରେନ୍‌ ରଦ୍ଦ

ନିର୍ଭୟ ମିଡ଼ିଆ : ସମ୍ବଲପୁର : ସମ୍ବଲପୁର-ଝାରସୁଗୁଡ଼ା ରେଳ ଲାଇନର ସରଲା ୟାର୍ଡଠାରେ ଏକ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ କିଛି କ୍ଷୟକ୍ଷତି…

କେନାଲରେ ବୁଡ଼ି ୩ଯୁବକ ନିଖୋଜ

ନିର୍ଭୟ ମିଡ଼ିଆ : ଚୌଦ୍ୱାର : କଟକ ଜିଲ୍ଲା ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବୁଡ଼ି ୩ଜଣ ଯୁବ ନିଖୋଜ ହୋଇଯାଇଛନ୍ତି । ପୁଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗତକାଲି ରାତିଠୁ ନିଖୋଜ ଯୁବକମାନଙ୍କୁ ଖୋଜାଖୋଜି…

ହାଇଦ୍ରାବାଦ ଚାଲାଣ ହେଉଥିବା ୨୭ ଦାଦନ ଶ୍ରମିକ ଉଦ୍ଧାର

ନିର୍ଭୟ ମିଡ଼ିଆ : କଣ୍ଟାବାଞ୍ଜି : ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବାର ନାଁ ଧରୁନି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣବେଳେ ବେହେରେନସିଲେଟ ଗାଁରୁ ୨୭ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୁଲିସ…