Month: October 2022

ଆଜିଠୁ ଜୋରଦାର ହେବ ଟ୍ରାଫିକ ଧରପଗଡ଼ , ମିଳିବନି ନିସ୍ତାର

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜିଠୁ ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ନିସ୍ତାର ନାହିଁ । ଜୋରଦାର ହେବ ଧରପଗଡ଼ ଓ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଆଜିଠୁ ସ୍ପେଶାଲ୍‌ ଡ୍ରାଇଭକୁ…

ଆଜିଠୁ ଧାମନଗର ଉପନିର୍ବାଚନ ପ୍ରଚାର ଆରମ୍ଭ, ମଇଦାନରେ ୫ ପ୍ରାର୍ଥୀ

ନିର୍ଭୟ ମିଡ଼ିଆ : ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ଅଙ୍କକଷା ସରିଥିବା ବେଳେ ଏବେ ଭୋଟ ମାଗିବାର ବେଳ । ଗତକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ଆଜିଠାରୁ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି । ୩…

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ୨୦ରେ ଲଘୁଚାପ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହା ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି । ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୦ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା…

ଡିସିଡବ୍ଲୁ ଅଧ୍ୟକ୍ଷାଙ୍କ ଘର ଉପରେ ହମ୍‌ଲା, ଗାଡି ଭଙ୍ଗାରୁଜା

ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀ ମହିଳା ଆୟୋଗ ତଥା ଡିସି ଡବ୍ଲୁ ଅଧ୍ୟକ୍ଷାଙ୍କ ଘରେ ହମ୍‌ଲା । କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି ହମ୍‌ଲା କରିବା ସହ ଗାଡି ଭଙ୍ଗାରୁଜା କରିଥିବା ଡିସିଡବ୍ଲୁ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ଅଭିଯୋଗ…

ଆଉ ଘରେ ରଖିପାରିବେନି ୨ରୁ ଅଧିକ ପୋଷା କୁକୁର

ଏଜେନ୍ସୀ : ଗାଜିଆବାଦ : ଏକାଧିକ ବିଦେଶୀ କୁକୁର ପାଳିବାର ସୌକ ରଖୁଥିବା ବ୍ୟକ୍ତିଙ୍କୁ ଚେତାବନୀ । ଆଉ ଘରେ ରଖିପାରିବେନି ଦୁଇରୁ ଅଧିକ ପୋଷା କୁକୁର । ଏମିତି ଏକ ନିଦେ୍ର୍ଦଶନାମା ଜାରି କରିଛି ଉତ୍ତରପ୍ରଦେଶର ଗାଜିଆବାଦ ପୌର ପ୍ରଶାସନ…

ସିସୋଦିଆକୁ ଗୁଜରାଟ ଯିବାକୁ ଦଉନି ଭାଜପା

ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀ ମଦ ନୀତିକୁ ନେଇ ସିବିଆଇର ସମନ ପରେ ଆଜି ହାଜର ହୋଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଆଜି ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ସିସୋଦିଆ । ହାଜର ପୂର୍ବରୁ ସିସୋଦିଆ ଦିଲ୍ଲୀ ସ୍ଥିତି…

ଆଜି କୃଷକମାନଙ୍କୁ ମୋଦି ଭେଟିଦେବେ ଦ୍ୱାଦଶ କିସ୍ତି

ଏଜେନ୍ସୀ : ନୂଆଦିଲ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀ- ୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ନୂଆଦିଲ୍ଲୀର ପୁସା ସ୍ଥିତ ମେଳା ପଡିଆ, ଆଇଏଆର୍‌ଆଇରେ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରାୟ ଦେଶ ବ୍ୟାପୀ…

ଗଛରେ ପିଟି ହେଲା ଆମ୍ବୁଲାନ୍ସ, ଆଖି ବୁଜିଲେ ରୋଗୀଙ୍କ ସମତେ ୨ ଜଣ

ନିର୍ଭୟ ମିଡ଼ିଆ : ଧର୍ମଗଡ଼ : ରୋଗୀଙ୍କୁ ଆମ୍ବୁଲାନ୍ସରେ ନେବା ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ । ଏଥିରେ ଜଣେ ମହିଳା ରୋଗୀଙ୍କ ସମେତ ଗାଡ଼ି ହେଲପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଏପରି…

ରାସ୍ତା ମରାମତି ପାଇଁ ରାସ୍ତା ଅବରୋଧ

ନିର୍ଭୟ ମିଡ଼ିଆ : ବୀରମିତ୍ରପୁର : ରାସ୍ତା ମରାମତି ପାଇଁ ରାସ୍ତା ଅବରୋଧ । ୩ କିମି ବ୍ୟାପି ରାସ୍ତା ଶୋଚନୀୟ ହୋଇ ପଡ଼ିଥିବା ବେଳେ ମରାମତି ପାଇଁ ଶୁଣୁନି ପ୍ରଶାସନ । ଶେଷରେ ଆଜି ସକାଳୁ ରାସ୍ତାକୁ ଓହ୍ଲାଇଛି ସୁନ୍ଦରଗଡ଼…

ସଭାପତି ପଦ ଲାଗି ଚାଲିଛି ମତଦାନ

ଏଜେନ୍ସୀ : ନୂଆଦିଲ୍ଲୀ : କଂଗ୍ରେସ ସଭାପତି ପଦ ନିର୍ବାଚନରେ ଆଜି ଭୋଟ୍‌ ଗ୍ରହଣ ଚାଲିଛି । ଏଆଇସିସି ମୁଖ୍ୟାଳୟ, ପିସିସି କାର୍ଯ୍ୟାଳୟ ସମେତ ଦେଶବ୍ୟାପୀ ୬୫ଟି ମତଦାନ କେନ୍ଦ୍ରରେ ଅନୁବନ୍ଧିତ ସଭ୍ୟମାନେ ଆସି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି ।…