ଆଜି ବଲାଙ୍ଗୀର ୧୨ଘଣ୍ଟିଆ ବନ୍ଦ ପାଳନ……ବଲାଙ୍ଗୀର ଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି October 20, 2022 ବଲାଙ୍ଗୀର ଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆଜି ବଲାଙ୍ଗୀର ୧୨ ଘଣ୍ଟିଆ ବନ୍ଦ ପାଳନ । ବଲାଙ୍ଗୀର ଏକ୍ସନ କମିଟି ଓ ଜିଲ୍ଳା ଓକିଲ ସଙ୍ଘର ବନ୍ଦ ଡାକରାରେ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ…
ବାତ୍ୟା ‘ସିତ୍ରାଙ୍ଗ’କୁ ନେଇ ବଢୁଛି ସସ୍ପେନ୍ସ…ସୃଷ୍ଟି ହେଲା ଲଘୁଚାପ October 20, 2022 ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’କୁ ନେଇ ବଢୁଛି ସସ୍ପେନ୍ସ। ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୁର୍ଣ୍ଣିବଳୟଟି ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହି ଘୁର୍ଣ୍ଣିବଳୟଟି ବାୟୁମଣ୍ଡଳର ୭.୬ କିମି ଯାଏ ବ୍ୟାପିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…
କଂଗ୍ରେସର ନୂଆ ଅଧ୍ୟକ୍ଷ ମଲ୍କିକାର୍ଜୁନ ଖଡଗେ October 19, 2022 ଏଜେନ୍ସୀ : ନୂଆଦିଲ୍ଲୀ : ମଲ୍ଲିକାର୍ଜୁନ ଖଡଗେ ହେଲେ କଂଗ୍ରେସର ନୂଆ ଅଧ୍ୟକ୍ଷ । ୨୪ ବର୍ଷ ପରେ ଦେଶର ସର୍ବପୁରାତନ ଦଳର ନେତୃତ୍ୱ ନେବେ ଜଣେ ଅଣଗାନ୍ଧୀ ତଥା ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । ଗତ ୧୭…
ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ, ସତର୍କ ରହିବାକୁ ପରାମର୍ଶ October 19, 2022 ଏଜେନ୍ସୀ : ମୁମ୍ବାଇ : ପୁଣି କାୟା ମେଲାଇଲାଣି ମହାମାରୀ କରୋନା । ମହାରାଷ୍ଟ୍ର ଓ କେରଳରେ ବଢ଼ି ଚାଲିଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସରକାର ଆଡଭାଇଜରୀ ଜାରି କରିଛନ୍ତି । ପୁଣେ ପରେ ଏବେ ମୁମ୍ବାଇରେ କରୋନାର…
ଆତଙ୍କବାଦୀ ଦମନରେ ଭାରତ ରାସ୍ତାରେ ପୁଣି କଣ୍ଟା ହେଲା ଚାଇନା October 19, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଆତଙ୍କବାଦୀ ଦମନ ଅଭିଯାନରେ ବାହାରିଥିବା ଭାରତ ପାଇଁ ପୁଣି ଥରେ କଣ୍ଟା ସାଜିଛି ଚାଇନା । ଜାତିସଂଘରେ ଚାଇନାର ପୁଣି ଥରେ ଆତଙ୍କବାଦୀ ପ୍ରୀତି ସ୍ପଷ୍ଟ ହୋଇଛି । ପାକିସ୍ତାନ ପର୍ଯ୍ୟବସିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା…
କାଲି ଶ୍ରମିକଙ୍କୁ ହତ୍ୟା କରିଥିଲା, ଆଜି ଏନ୍କାଉଣ୍ଟରରେ ଟଳିଲା ଆତଙ୍କବାଦୀ October 19, 2022 ଏଜେନ୍ସୀ : ଶ୍ରୀନଗର : ଏନ୍କାଉଣ୍ଟରରେ ଟଳିଲା ହାଇବ୍ରିଡ୍ ଆତଙ୍କବାଦୀ । ଜମ୍ମୁକଶ୍ମୀର ସୋପିଆନ୍ ଜିଲ୍ଲାରେ ଆତଙ୍କୀ ଇମ୍ରାନ୍ ବସିର୍ ଗନିକୁ ଗୁଳି କରି ହତ୍ୟା କରାଯାଇଛି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ଗୁଳିବିନିମୟ ହୋଇଥିଲା । ଏହି…
ମଝି ଆକାଶରେ ସାପ ଆତଙ୍କ, ଯାତ୍ରୀ ଭୟଭୀତ October 19, 2022 ଏଜେନ୍ସୀ : ନୂଆଦିଲ୍ଲୀ : ମଝି ଆକାଶରେ ଆତଙ୍କ । ଉଡ଼ନ୍ତା ବିମାନ ଭିତରେ ଆବିର୍ଭାବ ହେଲା ସାପ । ହଠାତ୍ ସାପକୁ ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ଫ୍ଲୋରିଡାର ଟାମ୍ପାରୁ ନ୍ୟୁଜର୍ସ ଅଭିମୁଖେ ଯାଉଥିବା ‘ୟୁନାଇଟେଡ୍ ଏୟାର୍ଲାଇନ୍ସ୍’ର ୨୦୩୮…
ହିମାଚଳପ୍ରଦେଶ: ୬୨ଟି ଆସନଲାଗି ପ୍ରାର୍ଥୀ ଘୋଷଣା କଲା ଭାଜପା October 19, 2022 ଏଜେନ୍ସୀ : ନୂଆଦିଲ୍ଲୀ : ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୨ଟି ଆସନଲାଗି ପ୍ରାର୍ଥୀ ଘୋଷଣା କରିଛି ଭାଜପା । ହିମାଚଳ ପ୍ରଦେଶରେ ମୋଟ ୬୮ ଆସନରୁ ପ୍ରାୟ ସର୍ବାଧିକ ତଥା ୬୨ଟି ଆସନ ଲାଗି ଭାଜପା ପ୍ରାର୍ଥୀ ତାଲିକା ପ୍ରକାଶ…
ଖଡ଼ଗେ ନା ଥରୁର୍, ଆଜି ଖୋଲିବ ଭାଗ୍ୟ October 19, 2022 ଏଜେନ୍ସୀ : ନୂଆଦିଲ୍ଲୀ : ୨୪ ବର୍ଷ ପରେ କଂଗ୍ରେସକୁ ମିଳିବ ନୂଆ ସଭାପତି । ଅଣ ଗାନ୍ଧି ପରିବାରରୁ ହେବେ ଦଳର ସଭାପତି । ଖଡ଼ଗେ ନାଁ ଥରୁର୍ କିଏ ହେବେ କଂଗ୍ରେସର ନୂଆ ମୁଖିଆ । ସେ ସମ୍ପର୍କରେ…
ବିଜଦରୁ ଦିଦା ହେଲେ ରାଜେନ୍ଦ୍ର ଦାସ October 19, 2022 ନିର୍ଭୟ ମିଡ଼ିଆ : ଧାମନଗର : ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଦଳରୁ ବହିଷ୍କାର କଲା ବିଜଦ । ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜେନ୍ଦ୍ର ଦାସ ବିଜଦରୁ ବହିଷ୍କୃତ ହେଲେ । ସେ ଏବେ ଧାମନଗର ଉପନିର୍ବାଚନରେ ସ୍ୱାଧିନ ଭାବେ…