Day: 31 October 2022

ଧାମନଗର ଉପନିର୍ବାଚନ; ଆଜି ଭର୍ଚୁଆଲ ମୋଡରେ ପ୍ରଚାର କରିବେ ନବୀନ

ନିର୍ଭୟ ମିଡ଼ିଆ : ଭଦ୍ରକ : ଧାମନଗର ଉପନିର୍ବାଚନରେ ବିଜଦ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଆଜି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଏଥିଲାଗି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ…

ମୋରବି ଟ୍ରାଜେଡି ପରେ ଧବଳେଶ୍ୱର ଝୁଲାପୋଲକୁ ନେଇ ପଶିଲା ଚେତା, ଥରକେ ୨୦୦ ଯାତ୍ରୀଙ୍କୁ ଅନୁମତି

ନିର୍ଭୟ ମିଡ଼ିଆ : କଟକ : ଗୁଜରାଟର ମୋରବିରେ ଝୁଲାପୋଲ ଭୁଶୁଡିବା ପରେ ଚେତିଲା ପ୍ରଶାସନ । କଟକ ଜିଲ୍ଲା ଆଠଗଡ଼ରେ ପ୍ରସିଦ୍ଧ ଧବଳେଶ୍ୱର ଝୁଲା ପୋଲର କ୍ଷମତା କମିଥିବାରୁ ଯାତ୍ରୀଙ୍କର ଯିବାଆସିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି…

ଝୁଲା ପୋଲ ଟ୍ରାଜେଡି: ନଥିଲା ଫିଟ୍‌ନେସ୍‌ ସାର୍ଟିଫିକେଟ୍‌, କମ୍ପାନୀ ନାଁରେ ଏଫ୍‌ଆଇଆର

ଏଜେନ୍ସୀ : ଅହମ୍ମଦାବାଦ : ଗୁଜରାଟ ଝୁଲା ପୋଲ ଟ୍ରାଜେଡିରେ ଏଯାଏଁ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଏବେବି ହସ୍ପିଟାଲରେ ଅନେକ ଗୁରୁତରଙ୍କ ଚିକିତ୍ସା ଚାଲିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ଏହାରି…

ଝୁଲା ପୋଲ ଦୁର୍ଘଟଣା: ଭାଜପା ସାଂସଦଙ୍କ ୧୨ ସମ୍ପର୍କୀୟ ମୃତ

ଏଜେନ୍ସୀ : ଅହମ୍ମଦାବାଦ : ଗୁଜରାଟ ମୋର୍ବିରେ ରବିବାର ସନ୍ଧ୍ୟାରେ ହୋଇଥିବା ଝୁଲା ପୋଲ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ମଚ୍ଛୁ ନଦୀରେ ହୋଇଥିବା ଏହି ହୃଦୟବିଦାରକ ଦୁର୍ଘଟଣାରେ ଭାଜପା ସାଂସଦଙ୍କ ୧୨ ଜଣ…

ଗୁଜରାଟ ଝୁଲା ପୋଲ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୪୬କୁ ବୃଦ୍ଧି

ଏଜେନ୍ସୀ : ଅହମ୍ମଦାବାଦ : ଗୁଜରାଟ ଝୁଲାପୋଲ ଦୁର୍ଘଟଣାରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରବିବାର ସନ୍ଧ୍ୟାରେ ମୋରବିର ମଚ୍ଛୁ ନଦୀରେ ବହୁ ପୁରୁଣା ଝୁଲା ପୋଲ…

ପ୍ରଚାରକୁ ଆଉ ମାତ୍ର କେତେ ଘଣ୍ଟା ବାକି…..ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ,

୩ ତାରିଖରେ ଭୋଟ୍‌, ୬ରେ ଗଣତି । ୧ ତାରିଖ ସନ୍ଧ୍ୟାରେ ସରିବ ପ୍ରଚାର । ପ୍ରଚାରକୁ ଆଉ ମାତ୍ର କେତେ ଘଣ୍ଟା ବାକି ରହିଛି । ଧାମନଗର ବ୍ଲକର ୪୪ ପଞ୍ଚାୟତ, ତିହିଡି ବ୍ଲକର ୧୩ ପଞ୍ଚାୟତ ଓ ଧାମନଗର…