Day: 28 October 2022

ଟ୍ରକ୍ ଧକ୍କାରେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ

ନିର୍ଭୟ ମିଡ଼ିଆ : ଢେଙ୍କାନାଳ : କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ବ୍ୟାଙ୍କ କର୍ମଚାରୀ ଓ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଢେଙ୍କାନାଳ ସଦର ଦେଇ ଯାଇଥିବା ୫ ନମ୍ୱର ଜାତୀୟ ରାଜପଥରେ ଘଟିଛି।…

ହିମାଚଳ ପ୍ରଦେଶ: ଶେଷ ପର୍ୟ୍ୟାୟରେ ନିର୍ବାଚନ ପାଇଁ ପ୍ରସ୍ତୁତି

ଏଜେନ୍ସୀ : ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ନିର୍ବାଚନ ପାଇଁ ପ୍ରସ୍କୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ସମସ୍ତ ୬୮ଟି ଯାକ ବିଧାନସଭା ଆସନରେ ପ୍ରାର୍ଥୀପତ୍ର ଗୁଡ଼ିକର ଯାଞ୍ଚ ଶେଷ ହୋଇଛି। ଯାଞ୍ଚ ପରେ ସ୍ୱାଧୀନ ପ୍ରାର୍ଥୀମାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳରୁ…

ହେତୁବାଦୀଙ୍କୁ ଲିଗାଲ ନୋଟିସ୍; ନିଃସର୍ତ୍ତ କ୍ଷମା ପ୍ରାର୍ଥନା ନ କଲେ ମାମଲା ଧମକ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ସୂର୍ୟ୍ୟପରାଗ ସମୟରେ ପାକ୍ ତ୍ୟାଗ ନିଷେଧ ଥିବା ବେଳେ କେତେ ଜଣ ହେତୁବାଦୀ ଚିକେନ ବିରିୟାନି ଖାଇଥିଲେ । ପାକ୍ତ୍ୟାଗକୁ ସେମାନେ ବିଜ୍ଞାନ ସମ୍ମତ ବୋଲି ଅସ୍ୱୀକାର କରିବା ସହ ଏହାକୁ ଖୋଲାଖୋଲି ଉଲ୍ଲଂଘନ…

ନଭେମ୍ବର ୨ ସୁଦ୍ଧା ଶାଶୁଘର ଚାବି ଫେରାଇଦେବାକୁ ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ନିର୍ଭୟ ମିଡ଼ିଆ : କଟକ : ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନଭେମ୍ବର ୨ ତାରିଖ ସୁଦ୍ଧା ଶାଶୁ ଘର ଚାବି ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଚାବି ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ…

ବାଲିରେ ପରସ୍ପରକୁ ଭେଟିବେ ମୋଦି ଓ ସୁନକ

ଏଜେନ୍ସୀ : ନୂଆଦିଲ୍ଲୀ : ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକ ଓ ତାଙ୍କ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ଟେଲିଫୋନରେ କଥା ହୋଇଛନ୍ତି । ଗୁରୁବାର ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ…

ଆମେରିକାରେ ଚାଲିଗଲା ୩ ଭାରତୀୟ ଛାତ୍ରଙ୍କ ଜୀବନ

ଏଜେନ୍ସୀ : ନ୍ୟୁୟର୍କ : ଆମେରିକାରୁ ଆସିଛି ଦୁଃଖଦ ଖବର । ଏଠାରେ ପାଠପଢୁଥିବା ୩ ଜଣ ଭାରତୀୟ ଛାତ୍ର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ୱେଷ୍ଟର୍ଣ୍ଣ ମାସଚୁସେଟ୍ଟସ୍‌ ନିକଟରେ ଛାତ୍ରମାନେ ଯାଉଥିବା କାରଟି ଆଉ ଗୋଟିଏ ଗାଡ଼ିରେ ପିଟି…

ତଣ୍ଟିରୁ ବାହାରିଲା ନଡ଼ିଆ ଆକାରର ଟ୍ୟୁମର

ଏଜେନ୍ସୀ : ନୂଆଦିଲ୍ଲୀ : ଜଣେ ବୃଦ୍ଧଙ୍କ ତଣ୍ଟିରେ ହୋଇଥିବା ନଡ଼ିଆ ଆକାରର ଗୋଟିଏ ଟ୍ୟୁମରକୁ ବାହାର କରିଛନ୍ତି ଡାକ୍ତରୀ ଟିମ୍‌ । ଅସ୍ତ୍ରୋପଚାର ଦ୍ୱାରା ଦିଲ୍ଲୀର ଗୋଟିଏ ଘରୋଇ ହସ୍ପିଟାଲରେ ଡାକ୍ତରମାନେ ବେଶ ସଫଳତାର ସହ ବିରାଟ ଟ୍ୟୁମରକୁ ବାହାର…

ଦଳୀୟ ନେତାଙ୍କ ବୟାନ ପାଇଁ କ୍ଷମା ମାଗିଲେ କାନିମୋଝୀ

ଏଜେନ୍ସୀ : ଚେନ୍ନାଇ : ଦଳୀୟ ନେତାଙ୍କ ଆପତ୍ତିଜନକ ବୟାନ ପାଇଁ କ୍ଷମା ମାଗିଛନ୍ତି ଡିଏମକେର ବରିଷ୍ଠ ନେତା କାନିମୋଝୀ । ଡିଏମକେର ଜଣେ ନେତା ଭାଜପାର ମହିଳା ନେତ୍ରୀମାନଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ । ଏହାକୁ ନେଇ…

ହିଜାବ ବିରୋଧୀ ଲୋକଙ୍କ ଉପରକୁ ଗୁଳିମାଡ଼: ୮ ମୃତ

ଏଜେନ୍ସୀ : ତେହେରାନ : ଇରାନରେ ଆରମ୍ଭ ହୋଇଥିବା ହିଜାବ ବିରୋଧୀ ଆନ୍ଦୋଳନ ଥମିବାର ନାଁ ନେଉନି । ବୁଧବାର ଠାରୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବାରୁ ସୁରକ୍ଷାକର୍ମୀଙ୍କ ଦମନ ଲୀଳା ଦେଖିବାକୁ ମିଳିଛି । ହିଜାବ ନ ପିନ୍ଧି…

ନନ୍ଦନକାନନରେ ହାତୀ ‘ପ୍ରେମା’ ଅସୁସ୍ଥ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ହାତୀ ପ୍ରେମା ଅସୁସ୍ଥ ହୋଇପଡ଼ିଛି । ତାର ଅବସ୍ଥା ଗୁରୁତର ରହିଛି । ଗତକାଲି ହାତୀଟି ଘାସ ଖାଉଥିବା ସମୟରେ ହଠା ତଳେ ପଡ଼ି ଅଚେତ…