Day: 26 October 2022

ଚଳନ୍ତା ଇ-ସ୍କୁଟରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡେଲିଭରୀ ବୟ

ଏଜେନ୍ସୀ :ଲକ୍ଷ୍ନୌ : ଚାହୁଁ ଚାହୁଁ ଜଳିଗଲା ଇ-ସ୍କୁଟର। ଚଳନ୍ତା ଇ-ସ୍କୁଟରରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲେ ଡେଲିଭରୀ ବୟ। ଏଭଳି କିଛି ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶ ନଏଡାର ସେକ୍ଟର-୭୩ରେ। ବିଗ୍ ବାସ୍କେଟରେ ଜଣେ ଡେଲିଭରୀ ବୟ ନିଜ ଇ-ସ୍କୁଟର୍ରେ କିଛି…

ଲାଇନଚ୍ୟୁତ ହେଲା ଟ୍ରେନର ୫୩ ବଗି

ଏଜେନ୍ସୀ : ନୂଆଦିଲ୍ଲୀ : ଝାଡଖଣ୍ଡର କୋଡର୍ମା ନିକଟରେ ବଡ ଦୁର୍ଘଟଣା। ଗୁରପା ରେଲୱେ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍। ପାଖାପାଖି ୫୩ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ…

ନୋଟ୍‌ରେ ରହୁ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ: କେଜ୍ରିୱାଲ

ଏଜେନ୍ସୀ : ନୂଆଦିଲ୍ଲୀ : ଭାରତୀୟ ନୋଟ୍‌ରେ ଗାନ୍ଧିଜୀଙ୍କ ସହ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରହିବା ଉଚିତ । ଏହା ଦ୍ୱାରା ସୁଖ ସମୃଦ୍ଧି ଆସିବ । ସମଗ୍ର ଦେଶବାସୀ ସେମାନଙ୍କ ଆଶୀର୍ବାଦ ପାଇବେ । ଭାରତ ବିକଶିତ ଦେଶ…

ଆସାମରେ ସିତ୍ରାଙ୍ଗର ତାଣ୍ଡବ, ୮୩ ଗାଁ ପ୍ରଭାବିତ

ଏଜେନ୍ସୀ : ଗୌହାଟୀ : ବାଂଲାଦେଶ ପରେ ଆସାମରେ ବାତ୍ୟା ସିତ୍ରାଙ୍ଗର ତାଣ୍ଡବ । ପ୍ରବଳ ବର୍ଷା ଓ ପବନ ଯୋଗୁଁ ୮୩ ଗାଁ ପ୍ରଭାବିତ ହୋଇଛି । ଘର ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ହଇରାଣ ହେଉଛନ୍ତି ଲୋକେ…

ଅଶାନ୍ତ ସମୁଦ୍ରରେ ୨ ଦିନ ଭାସିଲେ ୨୦ ମତ୍ସ୍ୟଜୀବୀ

ନିର୍ଭୟ ମିଡ଼ିଆ : ପାରାଦୀପ : ଅଶାନ୍ତ ସମୁଦ୍ରର ଘୁ ଘୁ ଗର୍ଜନ ଥରହର କରି ଦେଉଛି । ଭୟଙ୍କର ଶବ୍ଦ ଆଉ କ୍ଷୀପ୍ର ବେଗରେ କୂଳମୁହାଁ ହେଉଛି ଅଶାନ୍ତ ଢେଉ । ସମୁଦ୍ରର ଏଭଳି ଉଗ୍ର ରୂପ ଯେ ଦେଖିବ…

ଝାଡୁ ମାରିବା ବାହାନାରେ କଏଦୀ ଚମ୍ପଟ!

ନିର୍ଭୟ ମିଡ଼ିଆ : ନୟାଗଡ଼ : ଝାଡ଼ୁ ମାରିବାର ବାହାନା ଦେଖାଇ ଜେଲରୁ ଚମ୍ପଟ ମାରିଲେ ବିଚାରାଧୀନ କଏଦୀ । ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ସବ୍‌ଜେଲରୁ । ଚମ୍ପଟ କଏଦୀ ଜଣଙ୍କ ହେଲେ ଗଣିଆ ଥାନା ଅଞ୍ଚଳର…

କଂସା, ପିତଳ ବୋଝେଇ ଟ୍ରକ୍‌କୁ ଜାଳିଦେଲେ

ନିର୍ଭୟ ମିଡ଼ିଆ : ରେଢ଼ାଖୋଲ : ଏକ କଂସା,ପିତଳ,ଷ୍ଟିଲ ସାମଗ୍ରୀ ବୋଝେଇ ଏକ ମିନି ଟ୍ରକରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନାରୁ ମାତ୍ର ୨୦୦ ମିଟର ଦୂରରେ ଥିବା କଇଥସାହିର ମସଜିଦ…

କଂଗ୍ରେସରେ ଆରମ୍ଭ ହେଲା ଖଡ୍‌ଗେ ଯୁଗ

ଏଜେନ୍ସୀ : ନୂଆଦିଲ୍ଲୀ : କଂଗ୍ରେସରେ ଆରମ୍ଭ ହେଲା ଖଡ୍‌ଗେ ଯୁଗ । କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ମଲ୍ଲିକାର୍ଜୁନ ଖାଡଗେ । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧି ତାଙ୍କୁ ଧରାଇଲେ ଦଳର ମଙ୍ଗ । ଖାଡଗେ…

ଆଜି କଂଗ୍ରେସ ମଙ୍ଗ ଧରିବେ ଖଡ୍‌ଗେ

ଏଜେନ୍ସୀ : ନୂଆଦିଲ୍ଲୀ : ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏଥିଲାଗି ଦିଲ୍ଲୀ ଏଆଇସିସି ମୁଖ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଦୀର୍ଘ ୨୫ ବର୍ଷ ପରେ ଅଣଗାନ୍ଧୀ ପରିବାରର ଜଣେ…

ସୁନକ ସରକାରରେ ପୁଣି ଥରେ ସାମିଲ ହେଲେ ସୁଏଲା

ଏଜେନ୍ସୀ : ଲଣ୍ଡନ : ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକ ଦାୟିତ୍ୱ ନେବା ପରେ ଆଉ ଜଣେ ଭାରତୀୟ ବଂଶୋଭବ ସାଂସଦ ତାଙ୍କ ସରକାରରେ ପ୍ରବେଶ କରିଛନ୍ତି । କଞ୍ଜରଭେଟିଭ ପାର୍ଟିର ସାଂସଦ ସୁଏଲା ବ୍ରାବରମନଙ୍କୁ ସୁନକଙ୍କ କ୍ୟାବିନେଟରେ…