Day: 21 October 2022

ଆଗୁଆ ଜାମିନ ଆବେଦନ ଶୁଣାଣି ପୂର୍ବରୁ ଗିରଫ ହେଲେ ଜଗବନ୍ଧୁ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ବିଭିନ୍ନ ଆଡ଼ୁ ସମାଲୋଚିତ ହେବା ପରେ ଆକ୍ସନ ମୋଡକୁ ଚାଲି ଆସିଛି କମିଶନରେଟ ପୁଲିସ୍‌ । ଦୀର୍ଘ ଦିନର ନୀରବତା ପରେ ଆଜି ସକାଳୁ ଅର୍ଚ୍ଚନାଙ୍କ ସ୍ୱାମୀ…

ଦୁଇ ବାଇକ୍‌ମୁହାଁ ମୁହିଁ ଧକ୍କା, ୩ମୃତ

ନିର୍ଭୟ ମିଡ଼ିଆ : ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଘଷିପଡ଼ା ନିକଟରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ…

ନକ୍ସଲ କ୍ୟାମ୍ପରୁ ପ୍ରବଳ ବିସ୍ଫୋରକ ସହ ଗର୍ଭ ନିରୋଧ ବଟିକା ଜବତ

ନିର୍ଭୟ ମିଡ଼ିଆ : ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଖଟୁଆପଦର ଗାଁ ନିକଟ ତୁଳସି ଜଙ୍ଗଲର ମାଟିତଳୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ଏହାସହ କିଛି ନକ୍ସଲ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ମାଲକାନଗିରି…

ବାକି ଟଙ୍କା ମାଗିବାରୁ ପ୍ଲାଷ୍ଟିକ ବ୍ୟବସାୟୀଙ୍କୁ ସଂଘବଦ୍ଧ ଆକ୍ରମଣ

ନିର୍ଭୟ ମିଡ଼ିଆ : ସୋର : ବାକି ଟଙ୍କା ମାଗିବାରୁ ଜଣେ ପ୍ଲାଷ୍ଟିକ ବ୍ୟବସାୟୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବଡ଼ଖୁରୀ ଛକ ପାଖରେ ।…

ହାତୀ ଆସିଲେ ଟୋଲ ଫ୍ରି ନମ୍ବର ଜାରି କଲା ବନ ବିଭାଗ

ନିର୍ଭୟ ମିଡ଼ିଆ : କେନ୍ଦୁଝର : ହାତୀପଲ ଗାଁ ଭିତରକୁ ପଶି ଆସିଲେ ବା ଫସଲ ନଷ୍ଟ କଲେ ବନ ବିଭାଗକୁ ଫୋନ୍‌କରି ଜଣାଇବାକୁ ଏକ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି । ଏହି ନମ୍ବରଟି ହେଉଛି ୬୩୭୦୫୯୨୦୯୯ ।…

ପ୍ଳଟ ଦର ବୃଦ୍ଧି ନେଇ ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ ବିଜଦ କର୍ପୋରେଟର

ନିର୍ଭୟ ମିଡ଼ିଆ : କଟକ : ବାଲିଯାତ୍ରା ପାଇଁ ସିଏମସି ପକ୍ଷରୁ ଡକାଯାଇଥିବା ବୈଠକରେ ତାତିଲେ ବିଜଦ କର୍ପୋରେଟର । ପ୍ଲଟ ଦର ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ ଶାସକ ଦଳର କର୍ପୋରେଟର । ଗତ ବର୍ଷ ତୁଳନାରେ ଅହେତୁକ…

ଓସିଏ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ

ନିର୍ଭୟ ମିଡ଼ିଆ : କଟକ : ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ନିର୍ବାଚନ ପାଇଁ ଆଜି ଦାଖଲ ହେବ ପ୍ରାର୍ଥିପତ୍ର । ଏଥିପାଇଁ ସମସ୍ତ ପ୍ରସ୍ତୁତି ସାରିଛନ୍ତି ଓସିଏର ନିର୍ବାଚନ ଅଧିକାରୀ । ଓସିଏ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ସମୟ…

ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ ଗିରଫ ମାମଲା..ସ୍ୱାମୀ ଜଗବନ୍ଧୁ ଚାନ୍ଦ୍‌ଙ୍କୁ ଉଠାଇନେଇ ଜେରା କରୁଛି ପୋଲିସ

ଭୁବନେଶ୍ୱର ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ ଗିରଫ ମାମଲା । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍‌ଙ୍କୁ ଉଠାଇନେଇ ଜେରା କରୁଛି ପୋଲିସ । ସକାଳୁ ସକାଳୁ କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଉଠାଇ ଆଣିଛି ଥାନାକୁ । ଏହା ପୂର୍ବରୁ…

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ର ଆନ୍ଦୋଳନକୁ ନେଇ ଲାଗୁ ହେଲା କଡା ନିୟମ ..କୌଣସି ନିଷ୍ପତ୍ତି ବିରୋଧରେ ପ୍ରତିଵାଦ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ର ଆନ୍ଦୋଳନକୁ ନେଇ କଡା ନିୟମ । ଏଣିକି ଛାତ୍ରଛାତ୍ରୀ ଆନ୍ଦୋଳନ କଲେ କିମ୍ୱା କୌଣସି ନିଷ୍ପତ୍ତି ବିରୋଧରେ ପ୍ରତିଵାଦ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଏପରିକି ବିଶ୍ଵବିଦ୍ୟାଳୟରୁ ବାସନ୍ଦ ହେବା ସହ ଅର୍ଥଦଣ୍ଡ ଓ ବହିଷ୍କାର…

ଜିହାଦକୁ ନେଇ ବିବାଦୀୟ ବୟାନ ..ବିଜେପି ଟାର୍ଗେଟରେ କଂଗ୍ରେସ

ନୂଆଦିଲ୍ଳୀ୨୧/୧୦: ଜିହାଦକୁ ନେଇ ବିବାଦୀୟ ବୟାନ ଦେଇ ଏବେ ବିବାଦରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲ। ଏକ ପୁସ୍ତକ ଉନ୍ମୋଚନ ଅବସରରେ ଜିହାଦକୁ ନେଇ ଦେଇଥିବା ବୟାନକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ବୟାନକୁ…