ରାସ୍ତାଘାଟ ଜଳମଗ୍ନ:କର୍ଣ୍ଣାଟକରେ ବନ୍ୟା ପରିସ୍ଥିତି.. ଆସନ୍ତା ୫ଦିନ ପାଇଁ ୟେଲୋ ୱର୍ଣୀଙ୍ଗ ଜାରି
ବେଙ୍ଗାଲୁରୁରେ ଉପୁଜୁଛି ବନ୍ୟା ପରିସ୍ଥିତି। ବୁଧବାର ବେଙ୍ଗାଲୁରୁରେ ପୁଣି ପ୍ରବଳ ବର୍ଷା ହୋଇଛି। ଫଳରେ ରାସ୍ତାଘାଟ ଜଳମଗ୍ନ ହୋଇଛି। ଅନେକ ସ୍ଥାନରେ କାନ୍ଥ ଭୁଷୁଡ଼ି ପଡ଼ିଥିବାର ଦେଖାଯାଇଛି। ସେପଟେ ପାଣିପାଗ ଆସନ୍ତା ୫ ଦିନ ପାଇଁ ୟୋଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛନ୍ତି।…