Day: 19 October 2022

କଂଗ୍ରେସର ନୂଆ ଅଧ୍ୟକ୍ଷ ମଲ୍କିକାର୍ଜୁନ ଖଡଗେ

ଏଜେନ୍ସୀ : ନୂଆଦିଲ୍ଲୀ : ମଲ୍ଲିକାର୍ଜୁନ ଖଡଗେ ହେଲେ କଂଗ୍ରେସର ନୂଆ ଅଧ୍ୟକ୍ଷ । ୨୪ ବର୍ଷ ପରେ ଦେଶର ସର୍ବପୁରାତନ ଦଳର ନେତୃତ୍ୱ ନେବେ ଜଣେ ଅଣଗାନ୍ଧୀ ତଥା ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । ଗତ ୧୭…

ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ, ସତର୍କ ରହିବାକୁ ପରାମର୍ଶ

ଏଜେନ୍ସୀ : ମୁମ୍ବାଇ : ପୁଣି କାୟା ମେଲାଇଲାଣି ମହାମାରୀ କରୋନା । ମହାରାଷ୍ଟ୍ର ଓ କେରଳରେ ବଢ଼ି ଚାଲିଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସରକାର ଆଡଭାଇଜରୀ ଜାରି କରିଛନ୍ତି । ପୁଣେ ପରେ ଏବେ ମୁମ୍ବାଇରେ କରୋନାର…

ଆତଙ୍କବାଦୀ ଦମନରେ ଭାରତ ରାସ୍ତାରେ ପୁଣି କଣ୍ଟା ହେଲା ଚାଇନା

ଏଜେନ୍ସୀ : ନୂଆଦିଲ୍ଲୀ : ଆତଙ୍କବାଦୀ ଦମନ ଅଭିଯାନରେ ବାହାରିଥିବା ଭାରତ ପାଇଁ ପୁଣି ଥରେ କଣ୍ଟା ସାଜିଛି ଚାଇନା । ଜାତିସଂଘରେ ଚାଇନାର ପୁଣି ଥରେ ଆତଙ୍କବାଦୀ ପ୍ରୀତି ସ୍ପଷ୍ଟ ହୋଇଛି । ପାକିସ୍ତାନ ପର୍ଯ୍ୟବସିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା…

କାଲି ଶ୍ରମିକଙ୍କୁ ହତ୍ୟା କରିଥିଲା, ଆଜି ଏନ୍‌କାଉଣ୍ଟରରେ ଟଳିଲା ଆତଙ୍କବାଦୀ

ଏଜେନ୍ସୀ : ଶ୍ରୀନଗର : ଏନ୍‌କାଉଣ୍ଟରରେ ଟଳିଲା ହାଇବ୍ରିଡ୍‌ ଆତଙ୍କବାଦୀ । ଜମ୍ମୁକଶ୍ମୀର ସୋପିଆନ୍‌ ଜିଲ୍ଲାରେ ଆତଙ୍କୀ ଇମ୍ରାନ୍‌ ବସିର୍‌ ଗନିକୁ ଗୁଳି କରି ହତ୍ୟା କରାଯାଇଛି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ଗୁଳିବିନିମୟ ହୋଇଥିଲା । ଏହି…

ମଝି ଆକାଶରେ ସାପ ଆତଙ୍କ, ଯାତ୍ରୀ ଭୟଭୀତ

ଏଜେନ୍ସୀ : ନୂଆଦିଲ୍ଲୀ : ମଝି ଆକାଶରେ ଆତଙ୍କ । ଉଡ଼ନ୍ତା ବିମାନ ଭିତରେ ଆବିର୍ଭାବ ହେଲା ସାପ । ହଠାତ୍‌ ସାପକୁ ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ଫ୍ଲୋରିଡାର ଟାମ୍ପାରୁ ନ୍ୟୁଜର୍ସ ଅଭିମୁଖେ ଯାଉଥିବା ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’ର ୨୦୩୮…

ହିମାଚଳପ୍ରଦେଶ: ୬୨ଟି ଆସନଲାଗି ପ୍ରାର୍ଥୀ ଘୋଷଣା କଲା ଭାଜପା

ଏଜେନ୍ସୀ : ନୂଆଦିଲ୍ଲୀ : ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୨ଟି ଆସନଲାଗି ପ୍ରାର୍ଥୀ ଘୋଷଣା କରିଛି ଭାଜପା । ହିମାଚଳ ପ୍ରଦେଶରେ ମୋଟ ୬୮ ଆସନରୁ ପ୍ରାୟ ସର୍ବାଧିକ ତଥା ୬୨ଟି ଆସନ ଲାଗି ଭାଜପା ପ୍ରାର୍ଥୀ ତାଲିକା ପ୍ରକାଶ…

ଖଡ଼ଗେ ନା ଥରୁର୍‌, ଆଜି ଖୋଲିବ ଭାଗ୍ୟ

ଏଜେନ୍ସୀ : ନୂଆଦିଲ୍ଲୀ : ୨୪ ବର୍ଷ ପରେ କଂଗ୍ରେସକୁ ମିଳିବ ନୂଆ ସଭାପତି । ଅଣ ଗାନ୍ଧି ପରିବାରରୁ ହେବେ ଦଳର ସଭାପତି । ଖଡ଼ଗେ ନାଁ ଥରୁର୍‌ କିଏ ହେବେ କଂଗ୍ରେସର ନୂଆ ମୁଖିଆ । ସେ ସମ୍ପର୍କରେ…

ବିଜଦରୁ ଦିଦା ହେଲେ ରାଜେନ୍ଦ୍ର ଦାସ

ନିର୍ଭୟ ମିଡ଼ିଆ : ଧାମନଗର : ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଦଳରୁ ବହିଷ୍କାର କଲା ବିଜଦ । ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜେନ୍ଦ୍ର ଦାସ ବିଜଦରୁ ବହିଷ୍କୃତ ହେଲେ । ସେ ଏବେ ଧାମନଗର ଉପନିର୍ବାଚନରେ ସ୍ୱାଧିନ ଭାବେ…

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି, ବଜାୟ ରହିଲା ବିଧାୟକ ପଦ

ନିର୍ଭୟ ମିଡ଼ିଆ : କଟକ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି । ଭିଜିଲାନ୍ସ କୋର୍ଟର ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେଇଥିବାବେଳେ ଏବେ ତାଙ୍କର ବିଧାୟକ ପଦ ବଜାୟ ରହିଛି । ଆସନ୍ତା ଫେବୃୟାରୀ ୨୨ ତାରିଖରେ ପରବର୍ତ୍ତୀ…