Day: 18 October 2022

ଗ୍ୟାଙ୍ଗଷ୍ଟର୍‌ଙ୍କ ଉପରେ ଏନ୍‌ଆଇଏର ଆକ୍ସନ, ୫୦ରୁ ଅଧିକ ସ୍ଥାନରେ ରେଡ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଆକ୍ସନ ମୋଡରେ ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି ତଥା ଏଏନ୍‌ଆଇ । ଗ୍ୟାଙ୍ଗଷ୍ଟର୍‌ଙ୍କ ବିରୋଧରେ ଏନ୍‌ଆଇଏ ନେଇଛି ବଡ କାର୍ଯ୍ୟାନୁଷ୍ଠାନ । ମଙ୍ଗଳବାର ସାରା ଦେଶର ପ୍ରାୟ ୫ ରାଜ୍ୟରେ ୫୦ରୁ ଅଧିକ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ…

ଆପାର୍ଟମେଣ୍ଟରେ ମାଡ଼ ହେଲା ଲଢୁଆ ବିମାନ, ୪ ମୃତ

ଏଜେନ୍ସୀ : ନୂଆଦିଲ୍ଲୀ : କ୍ରାଶ ହେଲା ରୁଷର ଲଢୁଆ ବିମାନ । ଇଞ୍ଜିନ ଖରାପ ଯୋଗୁ ଯୁଦ୍ଧ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ଜନବସତି ଅଞ୍ଚଳରେ ମାଡ ହୋଇଛି । ଦକ୍ଷିଣ ରୁଷର ୟେସ୍କେ ସହରର ଆଜୋଫ ପୋର୍ଟରେ ଲୋକେ…

ଆଇଆରସିଟିସ ଦୁର୍ନୀତି: ଅଫିସର ଓ ସାକ୍ଷୀଙ୍କୁ ଧମକାଉଛନ୍ତି ତେଜସ୍ୱୀ

ଏଜେନ୍ସୀ : ପାଟନା : ବହୁ ଚର୍ଚ୍ଚିତ ଆଇଆରସିଟିସି ଦୁର୍ନୀତି ମାମଲାରେ ଆଜି ଦିଲ୍ଲୀର ଏକ କୋର୍ଟରେ ହାଜର ହୋଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି । ସିବିଆଇର ଆବେଦନ ଉପରେ…

ବିଏମ୍‌ଡବ୍ଲୁ୍ରେ ଡେୟାର୍‌ ଡେଭିଲ୍‌ ଡ୍ରାଇଭ୍‌, ୪ ମୃତ

ଏଜେନ୍ସୀ : ଲକ୍ଷ୍ନୌ : ଦ୍ରୁତ ଗତି ମହାବିପତ୍ତି । ଏହି ସ୍ଲୋଗାନ ଯେପରି ଏବେ ସତ ପ୍ରମାଣିତ ହୋଇଛି । ଦ୍ରୁତ ଗତିରେ ଗାଡ଼ି ଚଲାଇବା ଆଉ ଅସାବଧାନତା ପାଇଁ ଚାଲି ଯାଇଛି ୪ଟି ଜୀବନ । ଉତ୍ତରପ୍ରଦେଶ ସୁଲତାନପୁରରେ…

ଘାଟିରେ ପୁଣି ଆତଙ୍କୀ ହମ୍‌ଲା, ୨ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା

ଏଜେନ୍ସୀ : ଶ୍ରୀନଗର : ପୁଣି ଜମ୍ମୁ-କଶ୍ମୀରରେ ଆତଙ୍କୀ ହମ୍‌ଲା ହୋଇଛି । ସୋପିଆନ୍‌ ଜିଲ୍ଲାରେ ଶନିବାର ଆତଙ୍କବାଦୀଙ୍କ ଦ୍ୱାରା କଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା ପରେ ଏବେ ଏହି ଜିଲ୍ଲାରେ ଆଉ ଦୁଇ ଜଣ ପ୍ରବସୀ ଶ୍ରମିକଙ୍କୁ ହତ୍ୟା…

କୋଟିଏରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

ନିର୍ଭୟ ମିଡ଼ିଆ : ବାଲେଶ୍ୱର : ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୧ କେଜି ୬୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି- ବାଲେଶ୍ୱର ଜିଲ୍ଲା…

ବିଜଦ ନେତାଙ୍କ କାର୍‌ ଉପରକୁ ବୋମାମାଡ଼

ନିର୍ଭୟ ମିଡ଼ିଆ : କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜଦ ଉପସଭାପତି କାହ୍ନୁଚରଣ ସାହୁଙ୍କ କାର୍‌ଉପରକୁ ଗତ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । ବୋମାମାଡ଼ର କାରଣ ଅସ୍ପଷ୍ଟ…

କେଦାରନାଥ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ , ୬ ମୃତ

ଏଜେନ୍ସୀ : ଡେରାଡୁନ୍‌ ଉତ୍ତରାଖଣ୍ଡରେ ବଡ ଦୁର୍ଘଟଣା । କେଦାରନାଥ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । କେଦାରନାଥ ଠାରୁ ୯ କିଲୋମିଟର ଦୂର ଗରୁଡଚଟ୍ଟିରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି ।…

ବାତ୍ୟା ଆଶଙ୍କା , ସ୍ପଷ୍ଟ କଲା ପାଣିପାଗ ବିଭାଗ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବଢ଼ିଲା ବାତ୍ୟା ସମ୍ଭାବନା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଆଜି ଏସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ଘର୍ଣ୍ଣିବଳୟ ରୂପ ନେବା ପରେ…

ଆଜିଠୁ ଜୋରଦାର ହେବ ଟ୍ରାଫିକ ଧରପଗଡ଼ , ମିଳିବନି ନିସ୍ତାର

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜିଠୁ ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ନିସ୍ତାର ନାହିଁ । ଜୋରଦାର ହେବ ଧରପଗଡ଼ ଓ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଆଜିଠୁ ସ୍ପେଶାଲ୍‌ ଡ୍ରାଇଭକୁ…