Day: 14 October 2022

ଆମେରିକାରେ ଜଣେ ନାବାଳକର ଗୁଳିମାଡ଼ରେ ୫ ମୃତ

ଏଜେନ୍ସୀ : ୱାଂଶିଟନ୍‌ : ଯୁକ୍ତରାଷ୍ଟ୍ର ଆମେରିକାରେ ପୁଣି ଫୁଟିଛି ଗୁଳି । ଏଥର ଜଣେ ନାବାଳକର ଆଖିବୁଜା ଗୁଳି ମାଡ଼ରେ ଜଣେ ପୁଲିସ୍‌ ଅଧିକାରୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏପରି ଛାତିଥରା ଘଟଣା ଗତକାଲି ରାତିରେ…

୩ ବର୍ଷ ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ମନେ ପକାଇଲା ପ୍ରଶାସନ

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ୩ ବର୍ଷ ପରେ ବ୍ରହ୍ମପୁର ଜିଲ୍ଲା ପ୍ରଶାସନର ବିବାଦୀୟ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କଥା ମନେ ପଡ଼ିଲା । ବିଜଦରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବାରମ୍ବାର ଆକ୍ରମଣ ପରେ ଜିଲ୍ଲାସ୍ତରୀୟ ବୈଠକକୁ ତାଙ୍କୁ…

ଗ୍ୟାସ ସିଲିଣ୍ଡର ଫାଟି ଭାଇଭଉଣୀ ଗୁରୁତର

ନିର୍ଭୟ ମିଡ଼ିଆ : ବାଲେଶ୍ୱର : ଗ୍ୟାସ ସିଲିଣ୍ଡର ଫାଟି ଭାଇଭଉଣୀ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ କୁଅଁରପୁରରେ ଗାଁରେ । ଆହତ ଦୁଇଜଣଙ୍କୁ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ…

ବିଦ୍ୟୁତ ଆଘାତରେ ଦନ୍ତା ହାତୀ ମୃତ!

ନିର୍ଭୟ ମିଡ଼ିଆ : ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ ରାଙ୍କିଆ ଗାଁରେ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଗତକାଲି ରାତିରେ ଦନ୍ତା…

ନାମାଙ୍କନ ଦାଖଲ କରିବେ ରାଜୁ ଦାସ

ନିର୍ଭୟ ମିଡ଼ିଆ : ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ବିଜଦ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଚରମ ସୀମାରେ ପହଞ୍ଚିଛି ବିଜଦର ଅନ୍ତଦ୍ୱର୍ନ୍ଦ୍ୱ । ଦଳ ପକ୍ଷରୁ ଟିକେଟ ନ ମିଳିବାରୁ ପୂର୍ବତନ ବିଧାୟକ ତଥା…