Day: 14 October 2022

ଜ୍ଞାନବ୍ୟାପୀ ମସଜିଦ ବିବାଦ: ହିନ୍ଦୁ ପକ୍ଷର ଆବେଦନ ଖାରଜ

ଏଜେନ୍ସୀ : ଲକ୍ଷ୍ନୌ : ଜ୍ଞାନବ୍ୟାପୀ ମସଜିଦ ବିବାଦରେ ବଡ଼ ରାୟ ଦେଇଛନ୍ତି ବାରାଣସୀ କୋର୍ଟ। ମସଜିଦ ମଧ୍ୟରୁ ମିଳିଥିବା ବଡ଼ ପଥର ଖଣ୍ଡ ଓ ଅନ୍ୟାନ୍ୟ ଜିନିଷର ବିଜ୍ଞାନିକ ଭିତ୍ତିକ ତଦନ୍ତ କରିବାକୁ ହିନ୍ଦୁ ପକ୍ଷ କରିଥିବା ଆବେଦନକୁ ଆଜି…

ହିମାଚଳ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ, ଗୁଜରାଟ ପାଇଁ ହେଲାନି

ଏଜେନ୍ସୀ : ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବିଧାନସଭା ତାରିଖ ଘୋଷଣା କରିଛନ୍ତି।…

ଯାତ୍ରୀବାହୀ ବସ୍ ବିସ୍ଫୋରଣ, ୧୧ ମୃତ

ଏଜେନ୍ସୀ : ମାଲି : କେନ୍ଦ୍ରୀୟ ମାଲିରେ ହୋଇଥିବା ଭୟଙ୍କର ବିସ୍ଫୋରଣେ ଗୋଟିଏ ଯାତ୍ରୀବାହୀ ବସ୍ ଛିନଛତ୍ର ହୋଇଯାଇଛି। ଏଯାଏ ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକ ଅବସ୍ଥା…

୨୦ ତାରିଖରେ ଆଉ ଏକ ଲଘୁଚାପ!

ନିର୍ଭୟ ମିଡିଆ : ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ। ୨୦ ତାରିଖରେ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବରିଷ୍ଠ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ…

ଅବକାରୀ ନୀତି ମାମଲା : ପୁଣି ୨୫ଟି ସ୍ଥାନରେ ଇଡିର ରେଡ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପୁଣି ଥରେ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଆଜି ଇଡିର ଏକାଧିକ ଟିମ୍‌ଏକକାଳୀନ ଦିଲ୍ଲୀର ୨୫ଟି ସ୍ଥାନରେ ରେଡ୍‌କରିଛନ୍ତି । ଏହାପୂର୍ବରୁ ଇଡିର ଅଧିକାରୀମାନେ…

ଧାମନଗର ଉପନିର୍ବାଚନ: ନାମାଙ୍କନ ଦାଖଲ କଲେ ବିଜଦ ପ୍ରାର୍ଥୀ ଅବନ୍ତୀ

ନିର୍ଭୟ ମିଡ଼ିଆ : ଭଦ୍ରକ : ରୋଚକ ମୋଡ଼ରେ ଧାମନଗର ଉପନିର୍ବାଚନ । ପୂର୍ବତନ ବିଧାୟକ ତଥା ଅସନ୍ତୁଷ୍ଟ ବିଜଦ ନେତା ରାଜେନ୍ଦ୍ର ଦାସ ପଦଯାତ୍ରାରେ ସମର୍ଥକଙ୍କ ସହ ଆସି ଆଜି ନାମାଙ୍କନ ଦାଖଲ କରିବା ପରେ ବିଜଦର ବାହାରିଥିଲା ବିରାଟ…

ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ

ନିର୍ଭୟ ମିଡ଼ିଆ : ଭଦ୍ରକ : ପୂର୍ବତନ ବିଧାୟକ ତଥା ଅସନ୍ତୁଷ୍ଟ ବିଜଦ ନେତା ରାଜେନ୍ଦ୍ର ଦାସଙ୍କର ମାନଭଞ୍ଜନ କରିପାରିଲା ନାହିଁ ବିଜଦ । ଶେଷରେ ଦଳକୁ ମିଳିଲା ଶକ୍ତ ଧକ୍କା । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଧାମନଗର…

ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନକୁ ମିଳିଲା ବୋମା ଧମକ

ଏଜେନ୍ସୀ : ନୂଆଦିଲ୍ଲୀ : ପୁଣି ଗୋଟିଏ ଯାତ୍ରୀବାହୀ ବିମାନରେ ବୋମା ଥିବାର ଧମକ ମିଳିଛି । ରୁଷର ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଥିବା ଗୋଟିଏ ଧମକଭରା ଇ-ମେଲ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ମିଳିବା ପରେ…

ପାକିସ୍ତାନ ଡ୍ରୋନକୁ ଗୁଳି କରି ଖସାଇଲା ବିଏସ୍‌ଏଫ

ଏଜେନ୍ସୀ : ଅମୃତସର : ପୁଣିଥରେ ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର ପଣ୍ଡ ହୋଇଛି । ଡ୍ରୋନ ଦ୍ୱାରା ଭାରତୀୟ ସୀମା ଉପରେ ନଜର ଓ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ପାକିସ୍ତାକୁ ଆଜି ବଡ଼ ଝଟକା ଲାଗିଛି । ବିଏସ୍‌ଏଫ ଯବାନମାନେ…

ଦୁଷ୍କର୍ମ ମାମଲା ରୁଜୁ ହେବା ପରେ ବିଧାୟକ ଫେରାର

ଏଜେନ୍ସୀ : ଥିରୁଅନନ୍ତପୁରମ : ଅଡ଼ୁଆରେ କଂଗ୍ରେସ ବିଧାୟକ ଏଲଡୋସ କୁନ୍ନାପ୍ପଲ୍ଲୀ । କେରଳର ପେରୁମବାଭୋରରୁ ବିଧାୟକ ଭାବେ ନିର୍ବାଚନ ଜିତିଥିବା ଏଲଡୋସଙ୍କ ନାଁରେ ରୁଜୁ ହୋଇଛି ଦୁଷ୍କର୍ମ ମାମଲା । ଜିଲ୍ଲା କ୍ରାଇମବ୍ରାଞ୍ଚ ପ୍ରଥମେ ବିଧାୟକଙ୍କ ନାଁରେ ଅପହରଣ ଓ…