Day: 13 October 2022

ତୀର୍ଥଯାତ୍ରୀ ବସ୍‌କୁ ଧକ୍କା ଦେଲା କଣ୍ଟେନର

ନିର୍ଭୟ ମିଡ଼ିଆ : ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ୍‌ ନିକଟରେ ଆଜି ଭୋରରୁ ସଡ଼କ ଦୁର୍ଘଟଣା ଘଟିଛି । ଏକ ତୀର୍ଥଯାତ୍ରୀ ବସ୍‌କୁ କଣ୍ଟେନର ପଛପଟୁ ଧକ୍କା ଦେବାଫଳରେ ୭ଜଣ…

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ , ୨ଯାତ୍ରୀବାହୀ ଟ୍ରେନ୍‌ ରଦ୍ଦ

ନିର୍ଭୟ ମିଡ଼ିଆ : ସମ୍ବଲପୁର : ସମ୍ବଲପୁର-ଝାରସୁଗୁଡ଼ା ରେଳ ଲାଇନର ସରଲା ୟାର୍ଡଠାରେ ଏକ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ କିଛି କ୍ଷୟକ୍ଷତି…

କେନାଲରେ ବୁଡ଼ି ୩ଯୁବକ ନିଖୋଜ

ନିର୍ଭୟ ମିଡ଼ିଆ : ଚୌଦ୍ୱାର : କଟକ ଜିଲ୍ଲା ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବୁଡ଼ି ୩ଜଣ ଯୁବ ନିଖୋଜ ହୋଇଯାଇଛନ୍ତି । ପୁଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗତକାଲି ରାତିଠୁ ନିଖୋଜ ଯୁବକମାନଙ୍କୁ ଖୋଜାଖୋଜି…

ହାଇଦ୍ରାବାଦ ଚାଲାଣ ହେଉଥିବା ୨୭ ଦାଦନ ଶ୍ରମିକ ଉଦ୍ଧାର

ନିର୍ଭୟ ମିଡ଼ିଆ : କଣ୍ଟାବାଞ୍ଜି : ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବାର ନାଁ ଧରୁନି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣବେଳେ ବେହେରେନସିଲେଟ ଗାଁରୁ ୨୭ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୁଲିସ…

ଜଳିଗଲା ବସ୍‌, ୧୭ ଜୀବନ୍ତ ଦଗ୍ଧ

ଏଜେନ୍ସୀ : ଇସଲାମାବାଦ : ବସ୍‌ଯୋଗେ ନିଜ ଘରକୁ ଫେରୁଥିଲେ ବନ୍ୟା ପ୍ରପୀଡ଼ିତ । ହେଲେ ବାଟରେ ଜଗି ରହିଥିଲା ମୃତ୍ୟୁ । ଦ୍ରୁତ ଗତିରେ ଯାଉଥିବା ବସ୍‌ଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଥିବା ବେଳେ ୧୭ ଯାତ୍ରୀ ଜୀବନ୍ତ…