Day: 9 October 2022

ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ଫୁଟି ବାଳକ ଗୁରୁତର

ନିର୍ଭୟ ମିଡ଼ିଆ : ଢେଙ୍କାନାଳ : ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ବିସ୍ଫୋରଣ ହେବାରୁ ଜଣେ ୧୧ ବର୍ଷର ବାଳକ ଗୁରୁତର ହୋଇଛି । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ଗାଁରେ ।…

ଆଜି ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ମା’ ସମଲେଇ

ନିର୍ଭୟ ମିଡ଼ିଆ : ସମ୍ବଲପୁର ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କର ଆଜି ରାଜରାଜେଶ୍ୱରୀ ବେଶ । ସନ୍ଧ୍ୟାରେ ଆଜି ଆଳତି ସହ ଧ୍ୱଜାରୋହଣ ଅନୁଷ୍ଠିତ ହେବ । ମନ୍ଦିର ଚୂଡ଼ାରେ ଲାଗିଥିବା ପତାକା ବା ଧ୍ୱଜାକୁ ପରିବର୍ତ୍ତନ କରାଯାଇ ନୂଆ…

ହାତୀ ମୃତ୍ୟୁ ପରେ ଚେତିଲା ବନ ବିଭାଗ ; ଯୋଡ଼ାରେ ଲାଗିଲା ହ୍ୟାଙ୍ଗିଂ ସୋଲାର ଫେନ୍ସି

ନିର୍ଭୟ ମିଡ଼ିଆ : କେନ୍ଦୁଝର : କେନ୍ଦୁଝର ଯୋଡ଼ାରେ ଟ୍ରେନ୍‌ ଧକ୍କାରେ ୩ଟି ହାତୀଙ୍କ ମୃତ୍ୟୁ ଘଟଣା ପରେ ଚେତିଛି ବନ ବିଭାଗ । ରେଳ ଧାରଣା ନିକଟରେ ଟ୍ରେଞ୍ଚ ଖୋଳା ଯିବା ସହ ଲଗାଯାଇଛି ହ୍ୟାଙ୍ଗିଂ ସୋଲାର ଫେନ୍ସି ।…

ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ, ସତର୍କ କଲା ପାଣିପାଗ କେନ୍ଦ୍ର

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବର୍ଷାରେ ଭିଜିଲା କୁମାର ପୂର୍ଣ୍ଣିମା । ଆଜି ଉପକୂଳ ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରରୁ…