Day: 9 October 2022

ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ୟ୍ୟବଂଶୀ ସୂରଜ ଧାମନଗରରୁ ଭାଜପା ପ୍ରାର୍ଥୀ

ନିର୍ଭୟ ମିଡିଆ : ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା । ବିଷ୍ଣୁ ସେଠୀଙ୍କ ପୁଅ ସୂର୍ୟ୍ୟବଂଶୀ ସୂରଜ ଭାଜପାରୁ ପ୍ରାର୍ଥୀ ହୋଇଛନ୍ତି । ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି…

ଜଣେ ବ୍ୟକ୍ତିଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ

ନିର୍ଭୟ ମିଡିଆ : ଭଞ୍ଜନଗର : ହାତୀ ଘଉଡାଇବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡି ଦେଲା। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ବନାଞ୍ଚଳ କ୍ଷେତମୁଣ୍ଡଳୀ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପବିତ୍ର…

ରାଜଧାନୀବାସୀଙ୍କୁ ସିଏନଜି ଝଟକା

ଏଜେନ୍ସୀ : ନୂଆଦିଲ୍ଲୀ : ବଢ଼ିଲା ସିଏନଜି ଓ ପିଏନଜି ମୂଲ୍ୟ ବୃଦ୍ଧି। ରାଜଧାନୀରେ ସିଏନଜି ଦର କେଜି ପ୍ରତି ୩ଟଙ୍କା ବଢିଥିବା ବେଳେ ସିଏନଜି କିଲୋ ପ୍ରତି ୭୮.୬୧ରେ ପହଞ୍ଚିଛି। ସେହିପରି ଗୁରୁଗ୍ରାମରେ କିଲୋ ପିଛା ୮୬.୯୪ରେ ପହଞ୍ଚିଛି। ନୋଏଡା,…

ଦଳୀୟ ଚିହ୍ନ ଉପରେ ରୋକ ପରେ ନୂଆ ନାଁ ଦେଲେ ଉଦ୍ଧବ!

ଏଜେନ୍ସୀ : ମୁମ୍ବାଇ : ମହାରାଷ୍ଟ୍ରରେ ଜାରି ରହିଛି ଶିବସେନାର ଦଳୀୟ ଚିହ୍ନକୁ ନେଇ ବିବାଦ। ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ଗୋଷ୍ଠୀରେ ଶିବସେନାର ନାଁ ଓ ଚିହ୍ନକୁ ନେଇ ଲାଗି ରହିଥିବା ବିବାଦ ଭିତରେ ଗତକାଲି ଏକ ନୂଆ…

ଦେଶର ପ୍ରଥମ ସୋଲାର ଗାଁ, ଘୋଷଣା କରିବେ ମୋଦି

ଏଜେନ୍ସୀ : ଅହମ୍ମଦାବାଦ : ସୂର୍ଯ୍ୟ ମନ୍ଦିର ପାଇଁ ପରିଚିତ ଗୁଜରାଟର ମେହସାଣା ଜିଲ୍ଲାର ମୋଢେରା ଏବେ ଦେଶର ପ୍ରଥମ ସୋଲାର ଗାଁ ହେବାକୁ ଯାଉଛି । ଦିନର ୨୪ ଘଣ୍ଟା ଏବଂ ସପ୍ତାହର ୭ ଦିନ ସୌର ଉର୍ଜାରେ ପାରିଚାଳିତ…

ଅଳ୍ପକେ ବର୍ତ୍ତିଲେ ଇମ୍ରାନ୍‌ଖାନ୍‌, ଏମରଜେନ୍ସି ଲ୍ୟାଣ୍ଡିଂ କଲା ହେଲିକପ୍ଟର

ଏଜେନ୍ସୀ : ଇସଲାମାବାଦ : ବଡ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ । ତାଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ରାୱଲପିନ୍ଦିରେ ଏହାକୁ ଜରୁରୀ ଅବତରଣ କରାଯାଇଛି । ଇମରାନ ଖାନଙ୍କ ତେହରିକ-ଏ-ଇନସାଫ(ପିଟିଆଇ)…

ପରିବା କିଣିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଏଜେନ୍ସୀ : ଚେନ୍ନାଇ : ରାଜନୀତିରେ ନେତାମାନଙ୍କୁ ଅନେକ ସମୟରେ ଆରୋପ ପ୍ରତ୍ୟାରୋପ, ଧାରଣା, ବିକ୍ଷୋଭ, ହୋହଲ୍ଲା କରୁଥିବା ଦେଖିବାକୁ ମିଳେ । ହେଲେ ବେଳେ ବେଳେ କିଛି ରୋଚକ ଓ ଭଲ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସେ । ଏପରି…

ଶୋଭାଯାତ୍ରା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୬ ମୃତ

ଏଜେନ୍ସୀ : ଲକ୍ଷ୍ନୌ : ଶୋଭାଯାତ୍ରା ବେଳେ ଅଘଟଣ । ହାଇଭୋଲ୍‌ଟେଜ୍‌ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ୬ଜଣଙ୍କ ଜୀବନ । ଏଭଳି କିଛି ଅଘଟଣ ଘଟିଛି ଉତ୍ତରପ୍ରଦେଶର ବହରାଇଚ ମାସୁକପୁରାରେ ବାରାଫତଙ୍କ ଶୋଭାଯାତ୍ରା ବେଳେ । ଏହି ଦୁର୍ଘଟଣାରେ ୨…

କଦଳୀ ବେପାରୀଙ୍କ ଉପରକୁ ଚଢ଼ିଗଲା କାର୍‌

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : କଦଳୀ ବେପାରୀଙ୍କ ଉପରକୁ ମାଡ଼ିଗଲା କାର୍‌ । ଘଟଣାସ୍ଥଳରେ କଦଳୀ ବେପାରୀଙ୍କର ମୃତ୍ୟୁ ଘଟିଛି । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ସ୍ଥିତ ରାଜମହଲ-କଳ୍ପନା ଓଭରବ୍ରିଜ୍‌ ଉପରେ । କଦଳୀ…

ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ୍‌

ନିର୍ଭୟ ମିଡ଼ିଆ : ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ନମ୍ବର ଜାତୀୟ ରାଜପଥର ଭେଜିଆ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି । ଏକ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡ଼ିବାରୁ ୭ଜଣ…