Day: 8 October 2022

ପଥଚାରୀ ଉପରେ ମାଡ଼ିଗଲା ବାଇକ୍‌, ୩ ମୃତ

ନିର୍ଭୟ ମିଡ଼ିଆ : ସମ୍ବଲପୁର : ରାଜପଥ ବରେଇପାଲି ନିକଟରେ ଗତକାଲି ରାତିରେ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍‌ଭାରସାମ୍ୟ ହରାଇ ପଥଚାରୀ ଉପରେ ମାଡ଼ି ଯିବାରୁ ୩ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଦୁଇ ଜଣ ବାଇକ୍‌…

ବାଇକ୍‌କୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡ଼ିଲା କାର୍‌

ନିର୍ଭୟ ମିଡ଼ିଆ : କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍‌କୁ ଧକ୍କା ଦେଇ ଏକ କାର୍‌ ରାସ୍ତା ଉପରେ…

ଆଉ ଅଟୋ ଚଳେଇପାରିବେନି ଓଲା ଏବଂ ଓବେର !

ଏଜେନ୍ସୀ : ବାଙ୍ଗାଲୋର : କାର,ଅଟୋ ଓ ବାଇକ୍‌ ମାଧ୍ୟମରେ ଯାତ୍ରୀଙ୍କୁ ସୁବିଧା ମୂଲ୍ୟରେ ଯାତ୍ରା ସେବା ଯୋଗାଇ ଦେଇ ଆସୁଥିବା ଓଲା ଏବଂ ଓବେର କମ୍ପାନୀକୁ ଝଟ୍‌କା । ଏହି ଦୁଇ କମ୍ପାନୀ ଆଉ ବେଙ୍ଗାଲୁରୁରେ ଅଟୋ ଚଳାଇ ପାରିବେ…

ଧାମନଗର ଉପ ନିର୍ବାଚନ ପୂର୍ବରୁ ବଦଳିଲେ ଧାମନଗର ଓ ତିହିଡ଼ି ବ୍ଲକର ବିଡିଓ

ନିର୍ଭୟ ମିଡ଼ିଆ : ଭଦ୍ରକ : ଧାମନଗର ଉପ ନିର୍ବାଚନ ପୂର୍ବରୁ ବଦଳିଲେ ଧାମନଗର ଓ ତିହିଡ଼ି ବ୍ଲକର ବିଡିଓ । ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ଓ ତିହିଡ଼ି ବିଡିଓ ବସନ୍ତ କୁମାର ସାହାଣୀଙ୍କୁ ବଦଳି କରାଯାଇଥିବା ସୂଚନା ଦେଇଛି…

ବସ୍‌ ଜଳି ୧୦ ମୃତ, ୩୨ ଆହତ

ଏଜେନ୍ସୀ : ନାସିକ୍‌ : ଶନିବାର ସକାଳେ ମହାରାଷ୍ଟ୍ରର ନାସିକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି । ନାସିକର ଔରଙ୍ଗାବାଦରୋଡ଼ରେ ଏକ ବସ୍‌ ଟ୍ରକକୁ ପିଟିବା…