Day: 7 October 2022

ଦିଲ୍ଲୀ, ପଞ୍ଜାବ ସମେତ ଦେଶର ୩୫ଟି ସ୍ଥାନରେ ଇଡି ରେଡ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ମଦନୀତିକୁ ନେଇ ଦିଲ୍ଲୀ-ଏନସିଆର, ପଞ୍ଜାବ ସମେତ ଦେଶର ୩୫ଟି ସ୍ଥାନରେ ରେଡ୍‌ କରିଛି ଇଡି । ମଦ କାରବାରରେ ବେଆଇନ ଟଙ୍କା କାରବାର ହୋଇଥିବା ଅଭିଯୋଗରେ ଏହି ମାରାଥନ୍‌ ରେଡ୍‌ ହୋଇଛି । ଏହି ରେଡକୁ…

ବଲିଉଡ୍‌ର ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କ ପରଲୋକ

ଏଜେନ୍ସୀ : ମୁମ୍ବାଇ : ବଲିଉଡ ଜଗତର ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କର ଆଜି ପରଲୋକ ଘଟିଛି । ହିନ୍ଦୀ ସିନେମା ଜଗତରେ ଅରୁଣ ଏକ ଜଣାଶୁଣା ନାଁ ଥିଲେ । ତାଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କଠାରୁ ଆରମ୍ଭ କରି ଅଭିନେତା…

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସତ୍ୟପାଲ ମଲିକ୍, କହିଲେ ବର୍ତ୍ତମାନ ମୁଁ ଚିନ୍ତା ମୁକ୍ତ

ବୁଲନ୍ଦସହର ୭/୧୦: ଅବସର ପରେ ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଅଧିକ ଆକ୍ରମଣାତ୍ମକ ହୋଇପଡିଛନ୍ତି । ସତ୍ୟପାଲ ମଲିକ କହିଛନ୍ତି ଯେ ମୁଁ ଇସ୍ତଫା ଦେବା ପରେ ବର୍ତ୍ତମାନ ମୁଁ ଚିନ୍ତା ମୁକ୍ତ । ଏବେ ମୋ ଇଚ୍ଛା ଯାହା…

ନଭେମ୍ୱର ୩ ତାରିଖରେ ଧାମନଗର ଉପନିର୍ବାଚନ ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ

ଭଦ୍ରକ ୦୭/୧୦: ନଭେମ୍ୱର ୩ ତାରିଖରେ ଧାମନଗର ଉପନିର୍ବାଚନ । ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ ହେବ । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ଅଧିକାରୀ ଭଦ୍ରକ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ ।…