Day: 7 October 2022

ଯୋଗୀଙ୍କ ସୂଚନା: ରାମ ମନ୍ଦିରର ଅଧା କାମ ସରିଲାଣି

ଏଜେନ୍ସୀ : ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଚାଲିଥିବା ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାମ ୫୦% ସରିଲାଣି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ରାମ ମନ୍ଦିର ଟ୍ରଷ୍ଟର କହିବା କଥା ୨୦୨୪ ମସିହା ମକର…

ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣା

ଏଜେନ୍ସୀ : ନୂଆଦିଲ୍ଲୀ : ଶୁକ୍ରବାର ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଜଣେ ବ୍ୟକ୍ତି ଓ ଦୁଇ ସଂଗଠନକୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ବେଲାରୁଷର ଆଲେସ୍ ବାଲିଆସ୍କି ଏବଂ ରୁଷର ମାନବାଧିକାର ସଂଗଠନ…

ସିଜିଏଲ ପରୀକ୍ଷାରେ ହିନ୍ଦୀ, ଇଂଲିସ ଭାଷା ବାଧ୍ୟତାମୂଳକକୁ ନେଇ ଆପତ୍ତି ଉଠାଇଲେ କାନିମୋଝି

ଏଜେନ୍ସୀ : ନୂଆଦିଲ୍ଲୀ : ଡିଏମକେ ସାଂସଦ କନିମୋଝି ସରକାରୀ ଚାକିରି ପାଇଁ ଭାଷାଗତ ବାଧ୍ୟତାମୂଳକକୁ ନେଇ ଆପତ୍ତି ଉଠାଇଛନ୍ତି। ମିଳିତ ସ୍ନାତକସ୍ତର (ସିଜିଏଲ) ପରୀକ୍ଷାରେ ହିନ୍ଦୀ ଓ ଇଂଲିସ ଭାଷାର ବାଧ୍ୟତାମୂଳକକୁ ନେଇ ଅଭିଯୋଗ ଉଠାଇଛନ୍ତି କାନିମୋଝି। ଏହି ପରୀକ୍ଷାରେ…

ରାଷ୍ଟ୍ରପତିଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ, କଂଗ୍ରେସ ନେତାଙ୍କୁ ନୋଟିସ୍

ଏଜେନ୍ସୀ : ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ନେଇ କଂଗ୍ରେସ ନେତା ଉଦିତ ରାଜ ଅଡୁଆରେ । ଜାତୀୟ ମହିଳା କମିଶନ ଏଥିଲାଗି ଉଦିତ ରାଜଙ୍କୁ ନୋଟିସ ଜାରି କରିଛନ୍ତି। ଏନେଇ ଜବାବ ରଖିବାକୁ…

ଝାଡ଼ାବାନ୍ତିରେ ଜଣେ ମୃତ, ୯ଆକ୍ରାନ୍ତ

ନିର୍ଭୟ ମିଡ଼ିଆ : ସୋର : ବାଲେଶ୍ୱର ଜିଲା ଖଇରା ବ୍ଲକ ଅନ୍ତର୍ଗତ ନାକପଦା ଗାଁରେ ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତମାନଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତ ମହିଳା…

ହାତୀ ଭାଙ୍ଗିଲା ଘର, ମାଡ଼ ଖାଇଲେ ବନ କର୍ମଚାରୀ

ନିର୍ଭୟ ମିଡ଼ିଆ : ବଣାଇ : ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ବନ କର୍ମଚାରୀଙ୍କୁ ପିଟିଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ଡେଙ୍ଗେଇଢିପା ଗାଁରେ । ଗ୍ରାମବାସୀଙ୍କ ଆକ୍ରମଣରେ ୫ଜଣ ବନ କର୍ମଚାରୀ ଆହତ…

ପରିବାର ଲୋକଙ୍କୁ ବନ୍ଦୀ କରି ଘରେ କଳାକନା ବୁଲାଇଦେଲେ ଲୁଟେରା

ନିର୍ଭୟ ମିଡ଼ିଆ : କାମାକ୍ଷାନଗର : ଗୋଟିଏ ଘରେ ପରିବାର ଲୋକଙ୍କୁ ବନ୍ଦୀ କରି କଳାକନା ବୁଲାଇଦେଲେ ଦୁର୍ବୃତ୍ତ । ଜଣେ ବ୍ୟବସାସୀଙ୍କ ଘରୁ ନଗଦ ୭ ଲକ୍ଷ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନାଗହଣା ଦୁର୍ବୃତ୍ତମାନେ ଲୁଟିନେଇଥିବା ଅଭିଯୋଗ…

ପରବର୍ତ୍ତୀ ଉତ୍ତରାଧିକାରୀ ବାଛିବା ପାଇଁ ପ୍ରଧାନ ବିଚାରପତିଙ୍କୁ ଜଣାଇଲେ ସରକାର

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ କିଏ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି । ସେନେଇ ଉତ୍ତରାଧିକାରୀ ଚୟନ କରିବାକୁ ବର୍ତ୍ତମାନ ଥିବା ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ଙ୍କୁ କେନ୍ଦ୍ର ସରକାର ଜଣାଇଥିବା ବିଶେଷସୂତ୍ରରୁ ସୂଚନା ମିଳିଛି ।…

ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ନଭେମ୍ବର ୩ରେ ଭୋଟ୍‌

ନିର୍ଭୟ ମିଡ଼ିଆ : ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଜିଠାରୁ ଆସନ୍ତା ୧୪ ତାରିଖ ଯାଏ ନାମାଙ୍କନ ପତ୍ର…

ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ୍‌ ଦର

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ : ପୁଣି ବଢ଼ିପାରେ ତୈଳଦର । ପେଟ୍ରୋଲ ଓ ଡିଜେଲ୍‌ ଦର ପୁଣିଥରେ ବଢ଼ିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । କେବଳ ଭାରତ ନୁହେଁ, ବିଶ୍ୱସ୍ତରରେ ପେଟ୍ରୋଲିୟମଜାତ ସାମଗ୍ରୀର ଦର ବୃଦ୍ଧି ହୋଇପାରେ ।…