Day: 5 October 2022

ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ଦଶମୀ ପୂଜା…ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର ୦୫।୧୦ : ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ଦଶମୀ ପୂଜା। ରାଜଧାନୀ ସମେତ ରାଜ୍ୟର ସମସ୍ତ ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତୀ ନାଶିନୀ । ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ…

ଆଜି ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ …ସନ୍ଧ୍ୟା ୭ଟାରେ ତାଳଚେର ସାଉଥବଲଣ୍ଡାରେ ରାବଣ ପୋଡି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ

ଆଜି ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଳଚେର ମୁନିସିପାଲଟିର ୧୮ ନମ୍ବର ୱାର୍ଡରେ ଏକ କଲ୍ୟାଣ ମଣ୍ଡପର ଭୂମିପୂଜନ ଉତ୍ସବରେ ସାମିଲ ହେବେ । ଅପରାହ୍ନ ୪ଟା ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପରେ ପରେ କେନ୍ଦ୍ରମନ୍ତ୍ରୀ…

ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ଅନୁଷ୍ଠିତ…

ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ବା ବିଜୟାଦଶମୀ ଅନୁଷ୍ଠିତ ହେଉଛି। ଏହି ଅବସରରେ ଆଜି ମହାପ୍ରଭୁ ସୁନାବେଶ ବା ରାଜରାଜଶ୍ୱେର ବେଶରେ ସଜ୍ଜିତ ହେବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ…

୨୦୨୪ ଲୋକସଭା ନିର୍ବାଚନ ଯୋଜନା ପାଇଁ ପ୍ରସ୍ତୁତ..କେନ୍ଦ୍ରର ବିଜେପି ସରକାରକୁ ଟକ୍କର ଦେବାକୁ କେସିଆର୍‌ର ଦଳ ଗଠନ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି ଅଧ୍ୟକ୍ଷ ଚନ୍ଦ୍ରଶେଖର ରାଓ ଦଶହରା ପର୍ବ ଅବସରରେ ରାଷ୍ଟ୍ରୀୟ ଦଳ ଗଠନ କରିଛନ୍ତି। ତାଙ୍କ ରାଷ୍ଟ୍ରୀୟ ଦଳର ନାଁ ଭାରତ ରାଷ୍ଟ୍ର ସମିତି ବା ବିଆର୍‌ଏସ୍‌। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ଏବେ…

କଂଗ୍ରେସର ଗୋଷ୍ଠୀ କନ୍ଦଳ ଜାରି… ଫାଟକୁ ସଜାଡ଼ିବାକୁ ପ୍ରୟାସ

ନୂଆଦିଲ୍ଲୀ: ଥମୁନି ରାଜସ୍ଥାନର ରାଜନୈତିକ ସଙ୍କଟ। କଂଗ୍ରେସର ଗୋଷ୍ଠୀ କନ୍ଦଳ ଜାରି ରହିଛି। ରାଜସ୍ଥାନର ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଦଳରେ ଲାଗି ରହିଥିବା ଫାଟକୁ ସଜାଡ଼ିବାକୁ ପ୍ରୟାସ କରିଛନ୍ତି। ଏଥିପାଇଁ ପାଇଲଟ ଦଳ ଭିତରେ ନିଜ ବିରୋଧୀ ଗୋଷ୍ଠୀଙ୍କୁ…