Day: 4 October 2022

ପଦାର୍ଥ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଘୋଷଣା । ୩ ବୈଜ୍ଞାନିକ ପାଇବେ ସମ୍ମାନ

ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଘୋଷଣା । ୨୦୨୨ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ୩ ଜଣ ବୈଜ୍ଞାନିକ ମିଳିତ ଭାବେ ବିଶ୍ୱର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବେ । ବୈଜ୍ଞାନିକ ଆଲାଏନ ଆସ୍ପେକ୍ଟ, ବୈଜ୍ଞାନିକ ଜନ ଏଫ୍‌ କ୍ଲାଉଜର ଏବଂ ବୈଜ୍ଞାନିକ…

ଆଜି ପୀଠରେ ମା’ଙ୍କର ମହାଦଶମୀ ,ମଣ୍ଡପରେ ମହାନବମୀ। ଶ୍ଲୋକ ଓ ଚଣ୍ଡୀପାଠରେ କମ୍ପୁଛି ବିଭିନ୍ନ ପୂଜାମଣ୍ଡପ।

ଆଜି ହେଉଛି ପବିତ୍ର ମହାନବମୀ। ଶ୍ଲୋକ ଓ ଚଣ୍ଡୀପାଠରେ କମ୍ପୁଛି ବିଭିନ୍ନ ପୂଜାମଣ୍ଡପ। ମହାନବମୀରେ ମହାମାୟାଙ୍କ ପୂଜାର୍ଚ୍ଚନା ଲାଗି ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ସବୁଠି ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଛି ଜଗତଜନନୀ…

ସକ୍ରିୟ ଲଘୁଚାପ.. ପ୍ରଭାବରେ ଆଗାମୀ ଦୁଇ ଦିନ ପ୍ରବଳ ବର୍ଷିବ।

କେନ୍ଦ୍ରୀୟ ବଙ୍ଗୋପ ସାଗର ଏବଂ ଆଖପାଖ ଅଞ୍ଚଳରେ ସକ୍ରିୟ ଲଘୁଚାପ । ପ୍ରଭାବରେ ଉପକୂଳ ଓଡିଶା ବର୍ଷା ଲାଗି ରହିଛି । ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ରାତିରୁ ବର୍ଷା ହେଉଛି । ଘଣ୍ଟା ପ୍ରତି ୨ ରୁ ୩…

ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ

ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ । ରାଜ୍ୟ ସରକାର ଦୁଇ ଜଣ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ହକି ବିଶ୍ୱକପ୍‌ର ପରିଚାଳନା ଦାୟିତ୍ୱ ଦେଇଛନ୍ତି । ଭୁପେନ୍ଦ୍ର ସିଂହ ପୁନିଆ ଏବଂ ରଘୁ ଜି. OSD ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟସରକାର…

ଉତ୍ତରକାସୀରେ ଦୁର୍ଘଟଣା, ଧସିଲା ବରଫ ଅତଡା,

ଉତ୍ତରକାସୀ ୪।୧୦: ଉତ୍ତରାଖଣ୍ଡରେ ପାଗ କଡ ଲେଉଟେଇଛି। ପାହାଡରେ ବରଫ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ନେହେରୁ ପର୍ବତାରୋହଣ ସଂସ୍ଥାନ ଏକ ପ୍ରଶିକ୍ଷଣ ଦଳ ଦ୍ରୌପଦୀ କା ଡାଣ୍ଡାରେ ହୀମସ୍ଖଳନରେ ଫଶି ଯାଇଛନ୍ତି। ପ୍ରଶିକ୍ଷଣାର୍ଥୀଙ୍କ ମଧ୍ୟରୁ ୨୯ ଜଣ କ୍ରେୱାସ୍ ଫଶି…

ଭୁଶୁଡିଲା ଡମଣା ପୂଜା ତୋରଣ । ଅଳ୍ପକେ ବର୍ତ୍ତିଗଲେ ପଥଚାରୀ ଏବଂ ବାଇକ ଆରୋହୀ

ପୂଜାରେ ଅଘଟଣ । ଭୁଶୁଡିଲା ଡମଣା ପୂଜା ତୋରଣ । ଅଳ୍ପକେ ବର୍ତ୍ତିଗଲେ ପଥଚାରୀ ଏବଂ ବାଇକ ଆରୋହୀ । ଖବର ଅନୁଯାୟୀ , ଡମଣା ଛକରେ ଥିବା ତୋରଣର ଗେଟ୍‌ ଆଜି ବର୍ଷା ପବନ ସାଙ୍ଗକୁ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା…

ପୁରୀରେ ରାଷ୍ଟ୍ରୀୟ ବେଦ ବିଦ୍ୟାଳୟ ଲୋକାର୍ପିତ, ଶ୍ରୀଜଗନ୍ନାଥ ଆଦର୍ଶ ବେଦ ବିଦ୍ୟାଳୟ ନାମରେ ନାମିତ

ପୁରୀରେ ରାଷ୍ଟ୍ରୀୟ ବେଦ ବିଦ୍ୟାଳୟ ଲୋକାର୍ପିତ ହୋଇଛି। ଏହି ବେଦ ବିଦ୍ୟାଳୟ, ଶ୍ରୀଜଗନ୍ନାଥ ଆଦର୍ଶ ବେଦ ବିଦ୍ୟାଳୟ ନାମରେ ନାମିତ ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଆଦର୍ଶ ବେଦ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି। ଶ୍ରୀସଦାଶିବ ପରିସରରେ ଅସ୍ଥାୟୀ…