ଖାଇକୁ ଖସିଲା ମିନି ବସ୍, ୧୧ ମୃତ September 14, 2022 ଏଜେନ୍ସୀ : ଶ୍ରୀନଗର : ଭୟଙ୍କର ସଡକ ଦୁର୍ଘଟଣା । ଖାଇକୁ ଖସିଲା ମିନି ବସ୍ । ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ସକାଳୁ ଜମ୍ମୁକଶ୍ମୀରର ପୁଞ୍ଚ ଅଞ୍ଚଳରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।…
କଲରାପତରିଆ ବାଘର ଗଳିତ ମୃତଦେହ ଠାବ, ନଖ ଗାଏବ September 14, 2022 ନିର୍ଭୟ ମିଡ଼ିଆ : ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବନାଞ୍ଚଳର ବାଘପାଲି ଜଙ୍ଗଲରେ ଏକ କଲରାପତରିଆ ବାଘର ଗଳିତ ମୃତଦେହ ଠାବ ହୋଇଛି । ବାଘଟିର ମୃତ୍ୟୁ କେବେ ହୋଇଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ତାହା…
ମାଲକାନଗିରିରେ ଚିହ୍ନଟ ହେଲେଣି ୬୨ଡେଙ୍ଗୁ ଆକ୍ରାନ୍ତ September 14, 2022 ନିର୍ଭୟ ମିଡ଼ିଆ : ମାଲକାନଗିରି : ମାଲକାନଗିରି ଜିଲ୍ଲା ପିଛା ଛାଡ଼ୁନି ରୋଗ ଆତଙ୍କ । ଗୋଟିଏ ପଟେ ଅଜଣା ରୋଗ ଆତଙ୍କରେ ଲୋକେ କଲବଲ ହେଉଥିବା ବେଳେ ଅନ୍ୟପଟେ ଡରାଉଛି ଡେଙ୍ଗୁ । ମାସକୁ ମାସ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା…
କେଜ୍ରିୱାଲଙ୍କ ବଡ଼ ଘୋଷଣା, ସବୁ ଆସନରେ ଲଢ଼ିବ ଆପ୍ September 13, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଆଗକୁ ଗୁଜରାଟ ନିର୍ବାଚନ। ଏଥିପାଇଁ ଅଣ୍ଟା ଭିଡିଲେଣି ସମସ୍ତ ଦଳ। ଗୁଜରାଟ ଦଖଲ କରିବାକୁ ହେଲାଣି ପ୍ରସ୍ତୁତି। ସମସ୍ତ ଦଳ ଜୋରସୋରରେ ଆରମ୍ଭ କରିଦେଲେଣି କସରତ। ଏହାରି ଭିତରେ ଏକ ବଡ ଘୋଷଣା କରିଛନ୍ତି ଆପ୍…
ପୁଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଆଦିବାସୀ September 13, 2022 ନିର୍ଭୟ ମିଡିଆ : ମୋହନା : ପୁଲିସ୍ ମିଥ୍ୟା ମାମଲାରେ ଫସାଉଥିବା କହି ତାତିଲେ ଆଦିବାସୀ ଲୋକେ। ଥାନାରେ ପଶିଲେ, ପୁଲିସ୍କୁ ନିର୍ଧୂମ ପିଟିଲେ। ବ୍ୟାପକ ଜିନିଷ ଭଙ୍ଗାରୁଜା କଲେ। ଦୀର୍ଘ ସମୟ ଥାନା ପରିସରରେ ଚାଲିଲା ଆତଙ୍କରାଜ । ଆଦିବାସୀଙ୍କ…
ନକଲି ମଦ କାରଖାନା ଉପରେ ପୁଲିସର ଚଢ଼ାଉ September 13, 2022 ନିର୍ଭୟ ମିଡିଆ : ବ୍ରହ୍ମପୁର : ନକଲି ମଦ ପ୍ରସ୍ତୁତ କାରଖାନା ଉପରେ ଗୋଳନ୍ଥରା ଥାନା ପୁଲିସ ଚଢ଼ାଉ କରିଛି। ପୁଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି। ଏହା ସହିତ ବିପୁଳ ପରିମାଣର ନକଲି ମଦ ପ୍ରସ୍ତୁତ ସାମଗ୍ରୀ…
ପୁଣି ଆଟର୍ଣ୍ଣି ଜେନେରାଲ ବନିବେ ମୁକୁଲ ରୋହତଗୀ September 13, 2022 ଏଜେନ୍ସୀ : ନୂଆଦିଲ୍ଲୀ : ପୁଣି ଥରେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ ହେବେ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ। ଏ ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ଅକ୍ଟୋବର ୧ରୁ ନିଜର କାର୍ୟ୍ୟକାଳ ଆରମ୍ଭ କରିବେ। ଏହାପୂର୍ବରୁ…
ପୂର୍ବତନ ମନ୍ତ୍ରୀଙ୍କ ୨୬ଟି ଠିକଣାରେ ରେଡ୍, ୭ ବିଧାୟକ ଅଟକ September 13, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଭିଜିଲାନ୍ସ ଜାଲରେ ପୂର୍ବତନ ମନ୍ତ୍ରୀ। ତାମିଲନାଡୁର କୋଏମ୍ବଟୁର ଠାରେ ପୂର୍ବତନ ମନ୍ତ୍ରୀ ଏସ୍ପି ବେଲୁମାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଚେନ୍ନାଇ, କୋଏମ୍ବଟୁର ସମେତ ୨୬ଟି ସ୍ଥାନରେ ରେଡ୍ ହୋଇଛି। ଘନିଷ୍ଠ ସହଯୋଗୀ କମ୍ପାନୀମାନଙ୍କୁ ଟେଣ୍ଡର…
ପୁଲିସ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ୩୩ ଜାଗାରେ ରେଡ୍କଲା ସିବିଆଇ September 13, 2022 ଏଜେନ୍ସୀ : ଶ୍ରୀନଗର : ଜମ୍ମୁ କଶ୍ମୀରରେ ପୁଲିସ୍ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଛାନଭିନ କରୁଥିବା ସିବିଆଇ ଆଜି ସକାଳୁ ଦେଶର ୩୩ଟି ସ୍ଥାନରେ ଚଢ଼ାଉ କରିଛି । ମୁଖ୍ୟତଃ ଏକ…
ଭାଜପାରେ ବିଲୟ ହେଲା ଜେଡିୟୁର ଡାମନ, ଡିୟୁ ୟୁନିଟ୍ September 13, 2022 ଏଜେନ୍ସୀ : ପାଟଣା : ଜେଡିୟୁଠାରୁ ଧୋକ୍କା ଖାଇବା ପରେ ଆକ୍ରମଣାତ୍ମକ ମୁଡକୁ ଚାଲି ଆସିଛି ଭାଜପା । ଜେଡିୟୁକୁ ନିଶାନା କରିଚାଲିଛି ଭାଜପା । ଜେଡିୟୁ ଅଧିକାରୀ ଏବଂ କର୍ମୀଙ୍କୁ ନିଜ ଦଳରେ ସାମିଲ କରି ଜେଡିୟୁର ଚିହ୍ନବର୍ଣ୍ଣ ଲୋପ…