ଭାଜପା ବିରୋଧୀ ମେଣ୍ଟରେ ଯୋଗଦେବା ମୁଡ୍ରେ ନାହାନ୍ତି କେଜ୍ରିୱାଲ September 19, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଭାଜପାକୁ ପରାସ୍ତ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ଯୋଜନା କରୁଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…
ବିଶ୍ୱବିଦ୍ୟାଳୟ ଓ ମଦ୍ରାସା ଉଡ଼ାଇ ଦେବାକୁ ଧମକ ଦେଲେ ନରସିଂହାନନ୍ଦ, ମାମଲା ରୁଜୁ September 19, 2022 ଏଜେନ୍ସୀ : ନୂଆଦିଲ୍ଲୀ : ବିବାଦୀୟ ତଥା ତଥାକଥିତ ଧର୍ମ ପ୍ରଚାରକ ୟାତି ନରସିଂହାନନ୍ଦ ସରସ୍ୱତୀଙ୍କ ନାଁରେ ରୁଜୁ ହୋଇଛି ମାମଲା । ସେ ବିଭିନ୍ନ ମଦ୍ରାସା ଓ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟକୁ ଗନ ପାଉଡରରେ ଉଡ଼ାଇ ଦେବାକୁ ଧମକ ଦେଇଥିଲେ…
ଆଜି ଭାଜପାରେ ମିଶିବେ କ୍ୟାପ୍ଟେନ ଅମରନ୍ଦିର ସିଂହ September 19, 2022 ଏଜେନ୍ସୀ : ଅମୃତସର : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା କ୍ୟାପ୍ଟେନ ଅମରିନ୍ଦର ସିଂହ ଆଜି ଭାଜପାରେ ମିଶିବେ । ସେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ିଥିଲେ । ଏଥିସହ ପଞ୍ଜାବ ଲୋକ କଂଗ୍ରେସ ନାଁରେ…
ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି, ବଢ଼ିଲା ମହଙ୍ଗା ଭତ୍ତା September 19, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପୂଜା ପୂର୍ବରୁ ରାଜ୍ୟ ସରକାରଙ୍କ ଭେଟି । ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା । ୩ ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହି ଘୋଷଣା ପରେ ବର୍ଦ୍ଧିତ ମହଙ୍ଗା…
ଅଖିଲେଶ ଯାଦବଙ୍କ ବିଶାଳ ପ୍ରତିବାଦ ଶୋଭାଯାତ୍ରାକୁ ଅଟକାଇଲା ପୁଲିସ୍ September 19, 2022 ଏଜେନ୍ସୀ : ଲକ୍ଷ୍ନୌ : ବିଭିନ୍ନ ପ୍ରସଙ୍ଗରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଆଜି ଆରମ୍ଭ କରିଥିବା ବିଶାଳ ଶୋଭାଯାତ୍ରାକୁ ଅଧାରେ ଅଟକାଇଛି ଉତ୍ତର ପ୍ରଦେଶ ପୁଲିସ୍ । ଆଜି ଅଖିଲେଶ ଯାଦବ ଓ ସମାଜବାଦୀ ପାର୍ଟିର ଶତାଧିକ କର୍ମୀ…
ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ଠାରୁ ଠକି ନେଲେ ଲକ୍ଷ ଲକ୍ଷ ଟଙ୍କା September 19, 2022 ନିର୍ଭୟ ମିଡ଼ିଆ : ଯାଜପୁର : ଠକାମୀର ଶିକାର ହେଲେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା । ଲକ୍ଷ ଲକ୍ଷ ଟଙ୍କା ଠକିନେଲେ ବ୍ୟାଙ୍କ କୋଡିନେଟର୍ ଏଜେଣ୍ଟ । ଯାଜପୁର ଧର୍ମଶାଳା ବ୍ଲକ ଏନ୍ଦଳବା ପଞ୍ଚାୟତରୁ ଆସିଛି ଏହିଭଳି ଅଭିଯୋଗ ।…
ରାସ୍ତାରେ ଅଟକିଛି ଦୁର୍ଘଟଣାଗ୍ରସ୍ତ ଟ୍ରେଲର, ୨ କିମି ଯାଏ ରାସ୍ତା ଜାମ୍ September 19, 2022 ନିର୍ଭୟ ମିଡ଼ିଆ : ବଲାଙ୍ଗିର : ବଲାଙ୍ଗିର-ଟିଟିଲାଗଡ ରାସ୍ତାର ବିଜାଖମନ ଛକଠାରେ ଗତ ରାତିରେ ଏକ ଆଲୁମିନିୟମ ବୋଝେଇ ଟ୍ରେଲର ଗାଡି ଗଛରେ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇଛି । ଏହା ଫଳରେ ରାସ୍ତା ଉପରେ ଗାଡିଟି ରହିଯାଇଥିବାରୁ, ସେହି…
କଟକ ବଡ଼ ମେଡିକାଲରେ ଚାଲିଛି ମଦପିଆ! September 19, 2022 ନିର୍ଭୟ ମିଡ଼ିଆ : କଟକ : ଉପରେ ଚାଲିଛି ବିଲିଂ କାଉଣ୍ଟର ଆଉ ତଳେ ବସି ପିଉଛନ୍ତି ମଦ । ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି କଟକ ବଡ ମେଡିକାଲରୁ । କଟକ ବଡ଼ ମେଡିକାଲ୍ ଭିତରେ କର୍ମଚାରୀ ମଦ…
ଛାତ୍ରୀଙ୍କ ବାଥରୁମ ଭିଡିଓ ଲିକ୍ ଘଟଣା: ୬ ଦିନ ପାଇଁ କ୍ଲାସ ବନ୍ଦ, ୨ ୱାର୍ଡେନ ନିଲମ୍ବିତ September 19, 2022 ଏଜେନ୍ସୀ : ଚଣ୍ଡିଗଡ଼ : ପଞ୍ଜାବର ଅମୃତସରରେ ଥିବା ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଏକାଧିକ ଛାତ୍ରୀଙ୍କ ବାଥରୁମ ଭିଡିଓ ଭାଇରାଲ ଘଟଣାକୁ ନେଇ ବିବାଦ ଲାଗି ରହିଛି । ଶନିବାର ରାତିରୁ ଭିଡିଓ ଭାଇରାଲକୁ ନେଇ ଶିକ୍ଷାର୍ଥୀମାନେ ବିକ୍ଷୋଭ କରୁଥିବା…
ଆଜିଠୁ ୨୧ ଯାଏଁ ପ୍ରବଳ ବର୍ଷା September 19, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଆସନ୍ତାକାଲି ସୁଦ୍ଧା ତାହା ଘନୀଭୂତ ହୋଇ ଉତ୍ତରପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରର ରୂପ ନେବ । ଘୁର୍ଣ୍ଣିବଳୟ…