Month: September 2022

ଚଣ୍ଡିଗଡ଼ ୟୁନିର୍ଭସିଟି ଭିଡିଓ ଲିକ୍‌ ଘଟଣା: ୩ ଗିରଫ, ତଦନ୍ତ କରିବ ଏସ୍‌ଆଇଟି

ଏଜେନ୍ସୀ : ଚଣ୍ଡିଗଡ଼ : ଚଣ୍ଡିଗଡ଼ ୟୁନିର୍ଭସିଟି ଭିଡିଓ ଲିକ୍‌ ଘଟଣାରେ ୩ ଗିରଫ । ଏମାନଙ୍କ ମଧ୍ୟରେ ଅଛନ୍ତି ଭିଡିଓ ଭାଇରାଲ କରିଥିବା ହଷ୍ଟେଲ ଛାତ୍ରୀ, ହିମାଚଳ ପ୍ରଦେଶରେ ରହୁଥିବା ତାଙ୍କ ବୟଫ୍ରେଣ୍ଡ ଏବଂ ଆଉ ଜଣେ ୩୧ ବର୍ଷୀୟ…

ସେବାଶ୍ରମରେ ୨ ଛାତ୍ର ମୃତୁ୍ୟ ଘଟଣା; ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ, ମେଟ୍ରୋନଙ୍କୁ ନୋଟିସ୍‌

ନିର୍ଭୟ ମିଡ଼ିଆ : ମାଲକାନଗିରି : ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଅକାଳରେ ଝଡ଼ିଗଲେ ୨ ନୀରିହ ସ୍କୁଲ ଛାତ୍ର । ସେବାଶ୍ରମରେ ଥିବା ବେଳେ ଉପଯୁକ୍ତ ଚିକିତ୍ସା ନ ପାଇ ସେମାନେ ଆଖି ବୁଜିଲେ । ଏପରି ଅଭିଯୋଗରେ ମାଲକାନଗିରି…

ଜଗନ୍ନାଥ ଦର୍ଶନ ସାରି ଫେରୁଥିଲେ ୮୦ ଯାତ୍ରୀ, ଓଲଟିଲା ବସ୍‌

ନିର୍ଭୟ ମିଡ଼ିଆ : ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାହାପୁର ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା ଉପରେ ଏକ ବସ୍‌ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ…

ଜନ୍ମମାଟିରେ ପଞ୍ଚଭୂତରେ ବିଲୀନ ହେଲେ ବିଷ୍ଣୁ ସେଠୀ

ନିର୍ଭୟ ମିଡ଼ିଆ : ଭଦ୍ରକ : ପଞ୍ଚଭୂତରେ ବିଲୀନ ହେଲେ ବିଧାନସଭାର ବିରୋଧୀ ଦଳ ଉପନେତା ତଥା ଧାମନଗରର ବିଜେପି ବିଧାୟକ ବିଷ୍ଣୁ ସେଠୀ । ଗତକାଲି ବିଳମ୍ବିତ ରାତିରେ ଜନ୍ମମାଟି ତିହିଡି ବ୍ଲକ ମଙ୍ଗରାଜପୁର ଗାଁରେ ଦିଆଯାଇଛି ଅନ୍ତିମ ବିଦାୟ…

ରାଜନୈତିକ ଦଳଙ୍କ ଚାନ୍ଦା ଉପରେ ଲାଗିବ ଲଗାମ!

ଏଜେନ୍ସୀ : ନୂଆଦିଲ୍ଲୀ : ଏଣିକି ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦା ଉପରେ ଲାଗିବ ଲଗାମ । ଚାନ୍ଦା ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ନିର୍ବାଚନ କମିଶନ । ବିଭିନ୍ନ ସୂତ୍ରରୁ ମିଳୁଥିବା ବେନାମୀ…

ରାଜକୀୟ ସମ୍ମାନ ସହ ବିଦାୟ ନେଲେ ବ୍ରିଟେନ୍‌ ରାଣୀ

ଏଜେନ୍ସୀ : ଲଣ୍ଡନ : ବ୍ରିଟେନ୍‌ ମହାରାଣୀଙ୍କୁ ଅନ୍ତିମ ବିଦାୟ ଦେଲେ ବ୍ରିଟେନବାସୀ । ରାଜକୀୟ ସମ୍ମାନ ସହ ଭାରତୀୟ ସମୟ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଲଣ୍ଡନ ୱେଷ୍ଟମିନିଷ୍ଟର ଆବେରେ ଅନ୍ତ୍ୟେଷ୍ଟି କାଯର୍ୟକ୍ରମ ସଂପନ୍ନ ହୋଇଛି । ୱିଣ୍ଡସର୍‌ କ୍ୟାସେଲ୍‌ର…

ଆଜି ରେଳରୋକ କଲେ କୁଡୁମୀ ଜାତି, ଆଗକୁ ବନ୍ଦ ହେବ ଅଖଚକ

ନିର୍ଭୟ ମିଡ଼ିଆ : ବାରିପଦା : କୁଡ଼ୁମୀ ଜାତିକୁ ପୁନଃ ଆଦିବାସୀ ତାଲିକାଭୁକ୍ତ କର । ଏ ଦିଗରେ ତୁରନ୍ତ ପଦକ୍ଷେପ ନିଅ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆମକୁ ଠକି ଚାଲିଛନ୍ତି । ଏପରି ବେଶି ଦିନ…

ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ଓ ଭାଜପାର ବଡ଼ ବିଜୟ

ଏଜେନ୍ସୀ : କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜାଙ୍କୁ ଝଟକା ଲାଗିଛି । ରାଜ୍ୟର ବିରୋଧ ଦଳ ଭାବେ କାମ କରୁଥିବା ଭାଜପା ନନ୍ଦିଗ୍ରାମର ଗୋଟିଏ ସମବାୟ ସଂସ୍ଥା ନିର୍ବାଚନରେ କ୍ଲିନସୁଇପ କରିଛି । ନନ୍ଦିଗ୍ରାମ ଏକଦା ମମତା ବାନାର୍ଜାଙ୍କ…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ପ୍ରବଳ ଛେଚିବ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଉତ୍ତର ବଙ୍ଗୋପସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି…

ଅବକାରୀ ନୀତି ମାମଲା, ଆପ୍‌ ବିଧାୟକ ଦୁର୍ଗେଶ ପାଠକଙ୍କୁ ଇଡିର ଜେରା

ଏଜେନ୍ସୀ : ନୂଆଦିଲ୍ଲୀ : ଲାଗୁ ହେବାର କିଛି ମାସ ପରେ ପ୍ରତ୍ୟାହାର ହୋଇ ସାରିଥିବା ଦିଲ୍ଲୀର ଅବକାରୀ ନୀତିକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଖୋଳତାଡ଼ ଜାରି ରହିଛି । ଏହି ଘଟଣାରେ ଆଜି ଇଡି ଦିଲ୍ଲୀର କ୍ଷମତାସୀନ ଆପ୍‌ର…