Day: 26 September 2022

ଥମୁନି ବିବାଦ: ସଚିନ ପାଇଲଟଙ୍କ ସପକ୍ଷରେ ଲାଗିଲା ହୋର୍ଡିଂ

ଏଜେନ୍ସୀ : ଜୟପୁର : ରାଜସ୍ଥାନରେ ଆରମ୍ଭ ହୋଇଥିବା କ୍ଷମତା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ରାଜ୍ୟର ଦାୟିତ୍ୱ କାହାକୁ ମିଳିବ, ସେ ପ୍ରଶ୍ନ ଏବେ…

ଆଜାଦଙ୍କ ନୂଆ ଦଳର ନାମ ଡେମୋକ୍ରାଟିକ ଆଜାଦ ପାର୍ଟି

ଏଜେନ୍ସୀ : ନୂଆଦିଲ୍ଲୀ : କଂଗ୍ରେସ ସହ ଦୀର୍ଘ ୫୦ ବର୍ଷର ସମ୍ପର୍କ ଚ୍ଚ୍ଥିନ୍ନ କରିଥିବା ଗୁଲାମ ନବୀ ଆଜାଦ ବିଧିବଦ୍ଧ ଭାବେ ନିଜର ନୂଆ ରାଜନୀତିକ ଦଳ ଗଠନ କରିଛନ୍ତି । ଆଜାଦଙ୍କ ନୂଆ ଦଳର ନାଁ ‘ଡେମୋକ୍ରାଟିକ ଆଜାଦ…

ହେଲିକପ୍ଟର କ୍ରାସରେ ୨ ମେଜରଙ୍କ ସମେତ ୬ ମୃତ

ଏଜେନ୍ସୀ : ରାୱଲପିଣ୍ଡି : ପାକିସ୍ତାନ ଅଧୀନରେ ଥିବା ବାଲୋଚିସ୍ତାନରେ ଭୟଙ୍କର ଦୁର୍ଘଟଣା ଘଟିଛି । ପାକିସ୍ତାନ ସେନାର ଗୋଟିଏ ହେଲିକପ୍ଟର କ୍ରାଶ କରିଯିବାରୁ ୨ ମେଜେରଙ୍କ ସମେତ ମୋଟ ୬ ଜଣ ପ୍ରାଣ ହରାଇଛନ୍ତି । ଏ ସମ୍ପର୍କରେ ଆଇଏସ୍‌ପିଆର…

ଆସିଲା ଧର୍ମେନ୍ଦ୍ର ସାହୁଙ୍କ ବ୍ୟବଚ୍ଛେଦ ରିପୋର୍ଟ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବିଜଦ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଏବେବି ସସ୍‌ପେନ୍ସ ଲାଗି ରହିଥିବା ବେଳେ ଆସିଛି ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ…

ଆଟର୍ଣ୍ଣି ଜେନେରାଲ ହେବାକୁ ପ୍ରସ୍ତାବ ଦେଲେ ସରକାର, ମନାକଲେ ମୁକୁଲ ରୋହତଗୀ

ଏଜେନ୍ସୀ : ନୂଆଦିଲ୍ଲୀ : ପୁଣିଥରେ ଦେଶର ଆଟର୍ଣ୍ଣି ଜେନେରାଲ ହେବାକୁ କେନ୍ଦ୍ର ସରକାର ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ୨୦୧୭ ଜୁନ ମାସରେ ରୋହତଗୀ ଆଟର୍ଣ୍ଣି ଜେନେରାଲ…

ଘାଟିରୁ ଖସିପଡ଼ିଲା ଟୁରିଷ୍ଟ ବସ୍‌, ଚାଲିଗଲା ୭ ଜଣଙ୍କ ଜୀବନ

ଏଜେନ୍ସୀ : ହିମାଚଳପ୍ରଦେଶ : ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୋଟିଏ ଟେମ୍ପୋ ଟ୍ରାଭେଲର ବା ମିନି ବସ୍‌ଘାଟିରୁ ନିକଟସ୍ଥ ଖାତକୁ ଖସିପଡ଼ିବାରୁ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ସେହିପରି ଆଉ…

ଜୁଆର ମାଡରେ ଭାଙ୍ଗିଗଲା ଅସ୍ଥାୟୀ ବନ୍ଧ

ନିର୍ଭୟ ମିଡ଼ିଆ : ପୁରୀ : ଜୁଆର ମାଡ଼ରେ ଭାଙ୍ଗିଗଲା ପୁରୀ- କୋଣାର୍କ ଚନ୍ଦ୍ରଭାଗା କୂଳରେ ହୋଇଥିବା ଅସ୍ଥାୟୀ ବନ୍ଧ । ଚନ୍ଦ୍ରଭାଗା କୂଳରେ ଆସ୍ଥାୟୀ କାଠ ଦିଆଯାଇ ବାଲିବସ୍ତା ବନ୍ଧ ତିଆରି ହୋଇଛି । ତେବେ ଅମାବାସ୍ୟାରେ ଜୁଆର ମାଡ…

ବାଇକ୍‌କୁ ପିଟିଦେଲା ହାଇୱା, ୨ ମୃତ

ନିର୍ଭୟ ମିଡ଼ିଆ : ଜୟପୁର : କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ପାଖରେ ଗତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ହାଇୱା ସହ ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି…

ଘାଟିରେ ଓଲଟି ପଡ଼ିଲା ‘କାମଧେନୁ’ ବସ୍‌

ନିର୍ଭୟ ମିଡ଼ିଆ : ମୋହନା : ଗଜପତି ଜିଲ୍ଲା ମୋହନା ଥାନା ରାଇସିଙ୍ଗ ଘାଟିରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌ଘାଟି ତଳକୁ ଓଲଟି ପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨୩ ଯାତ୍ରୀ…

ପର୍ଯ୍ୟଟକଙ୍କୁ ନାଗାବଳୀ ନଦୀ ଝୁଲାପୋଲ ମନା

ନିର୍ଭୟ ମିଡ଼ିଆ : ରାୟଗଡ଼ା : ପର୍ଯ୍ୟଟକଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ନାଗାବଳୀ ନଦୀ ଝୁଲାପୋଲ । ରାୟଗଡା ସହର ଉପକଣ୍ଠରେ ଥିବା ନାଗାବଳୀ ନଦୀ ଅବବାହିକାରେ ଥିବା ଝୁଲାପୋଲ ଡେଥ୍‌ ଜୋନ୍‌ ପାଲଟି ସାରିଛି ।…